ସବୁ ସମୟ ଖବର ସାଥିରେ

ଦେଖନ୍ତୁ viral ଭିଡ଼ିଓ – ଜନସାଧାରଣଙ୍କ ସାମ୍ନାରେ ଚାଲିକି କିସ ଦିଆ ଦି ହେଉଥିଲେ..ଗାଡ଼ିରୁ ଓହ୍ଲେଇକି ଢ଼ୋ କି ଦେଲି କାନ୍ଦି କାନ୍ଦି ଗଲେ”..ମିଥୁନ

0 7

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଓଡ଼ିଆ ସିନେ ଜଗତକୁ ନେଇକି ଚର୍ଚ୍ଚା ଜୋର ଧରିବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଦମନ ଫ୍ଲିମ ମାର୍କେଟ ରେ ହିଟ ହେବା ପରେ ଲୋକ ମାନେ ଓଡ଼ିଆ ଫ୍ଲିମ ପ୍ରତି ମନ ବଳେଇବାକୁ ଲାଗିଛନ୍ତି | ଆଉ ଗୋଟିଏ ପରେ ଗୋଟିଏ ବାସ୍ତବ ଷ୍ଟୋରି ଆଉ ଜୀବନ୍ତ ଆକ୍ଟିଙ୍ଗ କୁ ନେଇକ ଫ୍ଲିମ ଗୁଡିକ ବାହାରି ବାକୁ ଲାଗୁଛି | ଆଉ ଦିନକୁ ଦିନ ମାର୍କେଟ ଖାଇବ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ଏମିତି କିଛି ଶୁଣିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଓଡିଶା ର ମିଥୁନ ଙ୍କୁ ଭଲ ଭାବରେ ଜାଣିଥିଲେ 90 ରୁ ଅଧିକ ଚଳଚିତ୍ର ରେ କାମ କରି ବେଶ ପ୍ରସଂଶା ସାଉଁଟିଛନ୍ତି ଏହି କଳାକାର ଜଣଙ୍କ | ତେବେ ଯାହା କୁହାଯାଉଛି କି ନେଗେଟିଭ ରୋଲ ରେ କାମ କରୁଥିବା କଳାକାର ଜଣକ ବର୍ତ୍ତମାନ ଭାଇରାଲ ହେଉଥିବା “ଦମନ ” ଫ୍ଲିମ ର ପ୍ରସଂଶା କରିବାକୁ ଲାଗିଛନ୍ତି | ତାହା ସହିତ ତାଙ୍କର କହିବା କଥା କି ଏହି ଫ୍ଲିମ ଟି ଯେମିତି ଲୋକ ମାନଙ୍କର ହୃଦୟକୁ ଛୁଇଁବାକୁ ଲାଗିଛି ଠିକ ସେହି ଭଳି ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଫ୍ଲିମ ଆସିବାକୁ ଲାଗିଛି

ତାଙ୍କର କହିବା କଥା ଦିନ ଥିଲା ଅମୀୟ ପଟନାୟକ କେତେ ବଡ଼ ବଡ଼ ଫ୍ଲିମ କରୁଥିଲେ ଆଉ ଦର୍ଶକ ମନକୁ ହଲ କୁ ଟାଣି ଆଣୁଥିଲେ ଆଜି ତାଙ୍କର ପୁଅ ମଧ୍ୟ ଦମନ ଭଳି ଫ୍ଲିମ ପ୍ରତୀକ୍ଷା କରିବାକୁ ଯାଉଛନ୍ତି, ଆଉ ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ସେ | ତାହା ସହିତ ଅଭିନୟ ଯଦି ଜୀବନ୍ତ ହେବ ସେଥିରେ କିଛି ବାସ୍ତବତା ରହିବ ତାହେଲେ ଦମନ ଭଳିଆ ଲୋକ ମାନେ ଓଡ଼ିଆ ଫ୍ଲିମ କୁ ଭଲ ପାଇବା ଦେବେ | ଆଉ ସେହିଭଳି ଅନୁଭବ ଙ୍କର ଲଣ୍ଡନ ରେ ଏକ ଫ୍ଲିମ ସୁଟିଂ ଚାଲିଛି ସେ ବିଷୟରେ ମଧ୍ୟ କହିଛନ୍ତି |

ତାହା ସହିତ ଓଡିଶା ର ମିଥୁନ କହିଛନ୍ତି କି ଫ୍ଲିମ ଏକ୍ଟର ମାନେ ଫ୍ଲିମ ଏକ୍ଟର ଙ୍କୁ ବିବାହ କରିବା କଥା ନୁହଁ ଯାହା ଫଳରେ ସମ୍ପର୍କ ରେ ବିବାଦ ଉପୁଜିଥାଏ | ଆଉ ଦିଭୋର୍ସ ସବୁ ପ୍ରଫେସନ ରେ ହୁଏ ବୋଲି ମଧ୍ୟ କହିଛନ୍ତି ସେ | ତାହା ସହିତ କିଟ କଲେଜ ସାମ୍ନାରେ ରାସ୍ତା ଉପରେ ପୁଅ ଝିଅ କିସ କରୁଥିବାର ଦେଖିକି ଗାଡ଼ି ରୁ ଆଲ୍ହାଇ ବାଡେଇଥିଲେ ସେମାନଙ୍କୁ ସେ କଥା ମଧ୍ୟ କହିଛନ୍ତି | ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।