ସବୁ ସମୟ ଖବର ସାଥିରେ

ଦେଖନ୍ତୁ viral ଭିଡ଼ିଓ – ପ୍ରଥମେ ମନ ଭାଙ୍ଗିଗଲା ପରେ ହାତ ଗୋଡ ଭାଙ୍ଗି ଗୁରୁତର ଅବସ୍ଥାରେ ହସ୍ପିଟାଲ ବେଡ଼ରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା…

0 9

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିବା ଅନେକ ପ୍ରକାରର ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି ଏକ ଦୁଖଦ କଥା ଆଉ ଯାହା ହେଉଛି ଯାତ୍ରା ଜଗତରେ କାମ କରୁଥିବା ଜଣେ ହଟ ଆଇଟମ ଗାର୍ଲ ରାଣୀ ପଣ୍ଡା ଙ୍କ ବିଷୟରେ| ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାଣୀ ପଣ୍ଡା ରାଜୁ ଙ୍କର ବାହାଘରର ରିସେପସନ ପାର୍ଟି କୁ ଯାଇଥିଲେ ଆଉ ସେଠାରେ ନିଜର ପ୍ରେମ କୁ ଆଉ କାହା ସହିତ ଦେଖିଲା ପରେ ରାଣୀ ଙ୍କର ମନ ଭାଙ୍ଗି ଯାଇଥିଲା ଆଉ ତାହା ସହିତ ସେଠାରେ ଫେରିଲା ପରେ ରାଣୀ ପଣ୍ଡା ଙ୍କର ଏକ୍ସିଡେଣ୍ଟ ରେ ଗୋଡ଼ ହାତ ମଧ୍ୟ ଭାଙ୍ଗି ଯାଇଥିଲା ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାଣୀ ରାଜୁ ଓ ସୋନାଲି ଙ୍କର ବାହାଘରରେ ଯୋଗ ଦେଇଥିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା | ଆଉ ତାହା ସହିତ ରାଜୁ ଙ୍କର ବାହାଘର କୁ ଯାଇକି ରାଜୁ ଙ୍କ ଫୁଲ ତୋଡ଼ା ମଧ୍ୟ ଦେଇଛନ୍ତି | ତାହା ସହିତ ଫୁଲ ତୋଡ଼ା କୁ ନେଇକି ତାଙ୍କର ପ୍ରେମ କୁ ଆଉ କାହା ସହିତ ଦେଖିକି ସହି ପାରି ନାହାନ୍ତି ରାଣୀ ପଣ୍ଡା | ଆଉ ନିଜର ପ୍ରେମ କୁ ଦୁରେଇ ଯିବା ର ଦୁଃଖକୁ ସେ ଫୁଲ ତୋଡ଼ା ଦେଇକି ଜଣାଇବାକୁ ଲାଗିଛନ୍ତି ଓ ପ୍ରେମ ରେ ହାରିବା ପରେ ତାଙ୍କର ମନ ଭାଙ୍ଗି ଯାଇଛି |

ତେବେ ଏହି ଭଳି ଏକ ଭିଡ଼ିଓ କରିକି ରାଣୀ ତାଙ୍କର ଇନଷ୍ଟାଗ୍ରାମ ଏକାଉଣ୍ଟ ରେ ସେୟାର କରିଛନ୍ତି | ତେବେ କୁହାଯାଉଛି କି ରାଣୀ ପଣ୍ଡା ରିସେପ୍ସନ କୁ ଯିବା ପରେ ସାହୁ ବାବୁ ଙ୍କ ଆଉ କାହା ସହିତ ଦେଖି ତାଙ୍କର ମନ ଭାଙ୍ଗି ଯାଇଥିଲା | ଆଉ ଯାହା କୁହାଯାଉଛି କି ବିବାହ ଭୋଜି ରୁ ଫେରିଲା ପରେ ଆଠଗଡ଼ ର ଡାଳ ଖାଇ ଠାକୁରାଣୀ ଙ୍କ ମନ୍ଦିର ଆଗରେ ରାଣୀ ପଣ୍ଡା ଙ୍କର କାର ଏକ୍ସିଡେଣ୍ଟ ହୋଇ ଯାଇଥିଲା | ଆଉ ଯାହା କୁହାଯାଉଛି କି ଏହି ଏକ୍ସିଡେଣ୍ଟ ରେ ସୁକାନ୍ତ ନାମକ ଯୁବକ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା |

ଆଉ ଯାହା କୁହାଯାଉଛି କି ପ୍ରଥମେ ରାଣୀ ପଣ୍ଡା ଙ୍କର ମନ ଭାଙ୍ଗିଥିଲା ଆଉ ପରେ ରାଣୀ ପଣ୍ଡା ଙ୍କର ଏହି କାର ଏକ୍ସିଡେଣ୍ଟ ରେ ଗୋଡ଼ ହାତ ମଧ୍ୟ ଭାଙ୍ଗି ଯାଇଛି ବୋଲି କୁହାଯାଉଛି | ଆଉ ହସ୍ପିଟାଲ ର ବେଡ଼ ରେ ନିଜର ମନ ର ଦୁଃଖକୁ ଭାବିକି ଦୁଃଖ ପ୍ରକାଶ କରିବାକୁ ଲାଗିଛନ୍ତି | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।