ସବୁ ସମୟ ଖବର ସାଥିରେ

ଦେଖନ୍ତୁ Exclusive ଭିଡ଼ିଓ -ଅର୍ଚ୍ଚନା ୭ ମାସର ଗର୍ଭବତୀ ଥିବା ବେଳେ ପ୍ରମୋଦ ଡାକୁଥିଲା ଶାରୀରିକ ସମ୍ପର୍କ ରଖିବାକୁ…..

0 5

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଜାଣିବାକୁ ପାଉଥିବେ | ତେବେ ଯାହା କୁହାଯାଉଛି କି ବର୍ତ୍ତମାନ ସାମ୍ନା କୁ ଆସିଛି ଅର୍ଚନା ଙ୍କ ସହିତ ଜଡିତ ଥିବା ସମସ୍ତଙ୍କର ସତ | ଆଉ ଯାହା କୁହାଯାଉଛି କି ଇ ଡି ର ଜେରା କରିବା ପରେ ବର୍ତ୍ତମାନ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଙ୍କର ସତ୍ୟ ସାମ୍ନା କୁ ଆସିଛି ବୋଲି କୁହାଯାଉଛି | ଆଉ ଯାହା ଭାଇରାଲ ହେବା ପରେ ବର୍ତ୍ତମାନ ପ୍ରମୋଦ ଙ୍କର ପାଟି ବନ୍ଦ ହୋଇ ଯାଇଛି ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଅର୍ଚନା ନାଗ ଙ୍କ ର ଘଟଣା ସାମ୍ନା କୁ ଆସିବା ପରେ ଗୋଟିଏ ପରେ ଗୋଟିଏ ସତ ଖୋଲିବା ରେ ଲାଗି ପଡିଛି ଇ ଡି | ଆଉ ଯାହା କୁହାଯାଉଛି କି ଯେତେବେଳେ ଅର୍ଚନା 7 ମାସ ର ଗର୍ଭବତୀ ଥିଲେ ସେତେବେଳେ କୁଆଡେ ଶାରୀରିକ ସମ୍ପର୍କ ରଖିବା ପାଇଁ ନିଜ ପାଖକୁ ଡାକୁଥିଲେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ | ଆଉ ଯେଉଁଥିପାଇଁ ଏହି ଘଟଣା କୁ ନେଇକି ଥାନାରେ ଅର୍ଚନା ଅଭିଯୋଗ ମଧ୍ୟ କରିଥିଲେ |ତେବେ ମହିଳା ଥାନା ପୋଲିସ ଏହି ଘଟଣା କୁ ସାମ୍ନା କୁ ନେଇକି ତଦନ୍ତ କରିବାରେ ଲାଗିଥିଲେ ବୋଲି କୁହାଯାଉଛି | ଆଉ ପରେ ଏହି ଘଟଣା କୁ ନେଇକି କିଛି ତଦନ୍ତ କରି ନ ଥିଲେ ଅର୍ଚନା |

ଆଉ ଯେତେବେଳେ ପ୍ରମୋଦ କୁ 11 ଘଣ୍ଟା ଧରିକି ଇ ଡି ଜେରା କରିଥିଲେ ସେତେବେଳେ 2017 ମସିହାର କଥା ସାମ୍ନା କୁ ଆସିଥିଲା | ତେବେ ଇଡି ଅଫିସ କୁ ଯେତେବେଳେ ପ୍ରମୋଦ ପଶିଥିଲେ ସେତେବେଳେ ପ୍ରମୋଦ କହିଥିଲେ କି ଆଜି ମୁଁ ମାସ୍କ ପିନ୍ଧିନି ଆଜି ତୁମର ସବୁ ପ୍ରଶ୍ନ ର ଉତ୍ତର ଦେବି ବୋଲି | କିନ୍ତୁ ଯେତେବେଳେ ଇଡି 2017 ମସିହାର କଥା କହିଥିଲେ ସେତେବେଳେ ତାଙ୍କର ମୁହଁ ବନ୍ଦ ହୋଇଥିଲା ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କି ଅର୍ଚନା ପ୍ରମୋଦ ଙ୍କ ଣା ରେ 10 ଲକ୍ଷ ଟଙ୍କା ସେଇଥିବା ର ଏତଲା ଦେବା ପରେ ଇଡି ଅଫିସ ରେ ପହଞ୍ଚିଥିଲେ ପ୍ରମୋଦ |

ଆଉ ପ୍ରମୋଦ ଟଙ୍କା କଣ ପାଇଁ ଦେଇଥିଲେ ବୋଲି ପ୍ରଶ୍ନ ଉଠିଥିଲା | ଆଉ ଯେଉଁଠି ଜଣ ପଡିଥିଲା କି ଫ୍ଲିମ ରେ ଅଫର ଦେବେ ବୋଲି କହିକି ଅର୍ଚନା ଙ୍କର ଅଶ୍ଳୀଳ ଫୋଟ ସୁଟ କରୁଥିଲେ | ଆଉ କୁଆଡେ ସେତେବେଳେ ଅର୍ଚନା ପ୍ରେଗ୍ନେଣ୍ଟ ଥିଲେ, ଆଉ ବର୍ତ୍ତମାନ ସତ ଜଣା ପଡିବ ପରେ ଇଡି ଅଫିସରେ ତଦନ୍ତ ଚାଲିଛି ପ୍ରମୋଦ ସ୍ୱାଇଁ ଙ୍କ ନାଁ ରେ |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।