
ଦେଖନ୍ତୁ ଭିଡ଼ିଓ : Live ଭିଜୁଆଲ ! cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….
ବନ୍ଧୁମାନେ ଆଜିର ଦୁନିଆରେ ମଣିଷ ମାନଙ୍କ ପାଖରେ ମାନବିକତା,ସହାନୁଭୂତି, ଆଦର,ସାହାଯ୍ୟ ଓ ସମାନ ପରି ଗୁଣ ଗୁଡିକ ଦେଖିବାକୁ ପାଇବା ଭାରି କଷ୍ଟ ହେଇ ଗଲାଣି ।ଆଉ ଏହା ଜାଗାରେ ମଣିଷ ମାନଙ୍କ ପାଖରେ ହିଂସା,ଅହଂକାର ଓ ନିଶ୍ବାର୍ଥପର ଭାବ ଗୁଡିକ ଦିନକୁ ଦିନ ବଡିବାରେ ଲାଗିଛି ।ଆଉ ଏବେ ସୋସିଆଲ ମେଫିଆରେ ଦିନକୁ ଦିନ ଯେଉଁ ସବୁ ଘଟଣା ଗୁଡିକ ଘଟୁଛି ତା ବିଷୟରେ ଦେଖିବା ଓ ଜାଣିବା ପରେ ଏହି ଦୁନିଆରେ ବଂଚିବା ଭାରି କଷ୍ଟ ହେଇ ଗଲାଣି ।
ମଣିଷ ଏବେ କିଛି ବି କାର୍ଯ୍ୟ କରିବା ଆଗରୁ ଦେଖୁଚି କି ତାର ସେଥିରେ କଣ ଲାଭ ରହିଛି ଓ କଣ କ୍ଷତି ରହୁଛି ।ଯେତେବେଳେ ସେ କୋଉ ଠାରୁ କିଛି ପାଇବ ସେଠାରେ ସବୁକିଛି କରିଥାଏ କିନ୍ତୁ ଯେଉଁ ଠାରୁ ମିଳିବାର ନାହିଁ ସେଠାରେ ଯଦି କେହି ଯେତେ ବିପଦରେ ରହିଲେ ବି ଯାଉ ନାହାଁନ୍ତି ।ଆଉ ଏହି ପ୍ରକୃତି ଓ ସ୍ଵଭାଵ ସମାଜରେ ଦିନକୁ ଦିନ ବଡିବାରେ ଲାଗିଛି, ଆମ କାହା ପାଖରେ ଆଉ ସେହି ନିଶ୍ବାର୍ଥପର ଭାବ ଦେଖିବାକୁ ମିଳୁନାହିଁ ।
ଯେତେବେଳେ କେହି ବ୍ୟକ୍ତି ହଇରାଣ ହେଉଛନ୍ତି ବା ବିପଦରେ ପଡିଛନ୍ତି ସେତେବେଳେ ତାଙ୍କୁ କେହି ସାହାଯ୍ୟ କରିବା ତ ଦୂରର କଥା ତା ଜାଗାରେ ନିଜ ନିଜ ମୋବାଇଲ ରେ ସେହି ଦୃଶ୍ୟର ଭିଡ଼ିଓ ତିଆରି କରିବାରେ ବ୍ୟସ୍ତ ରହିଥାନ୍ତି ଆଉ ସେହି ଭିଡ଼ିଓକୁ ସୋସିଆଲ ମେଡଆରେ ପୋଷ୍ଟ କରିଥାଆନ୍ତି ।ତେବେ ସେଥରୁ କଣ ମିଳେ ବହୁତ ଲାଇକ ଓ କମେଣ୍ଟ ଆଉ ଏଥିରୁ କଣ ମିଳିବ ।ତେବେ ସବୁପରେ ବି ଏହି ଦୁନିଆରେ ଏମିତି ବି କିଛି ମଣିଷ ବଞ୍ଚିଛନ୍ତି ଯେଉଁ ମାନଙ୍କୁ ଦେଖିଲା ପରେ ଆମେ ଖୀବୁ କି ନାହିଁ ଆଜି ବି କୋଉଠିନା କୋଉଠି ପ୍ରକୃତ ମଣିଷ ରହିଛନ୍ତି ।ଆଉ ଆଜିର ଘଟଣାରେ ଆପଣ ସେମିତି ଜଣେ ବ୍ୟକ୍ତିତ୍ୱଙ୍କୁ ଦେଖି ପାରିବେ ।
ତେବେ ଏହି ଘଟଣାରେ ଆପଣ ଦେଇହିବାକୁ ପାଇବେ ଜଣେ ଯୁବତୀ ରାସ୍ତା ଉପରେ କାର ନେଇ ଯାଉଥିଲେ ମାତ୍ର ହଠାତ ତାଙ୍କ ଟାୟାରରେ କିଛି ଅସୁବିଧା ହେଲା ଯାହା ପାଇଁ ସେ ଗାଡିରୁ ବାହାରି ଗାଡି ଦେଖିଲେ ।କିନ୍ତୁ କିଛି କରି ପାରୁ ନଥିଲେ ତେବେ ରାସ୍ତା ଖାଲି ଥିଲେ ବି ମଝିରେ ମଝିରେ କିଛି ଗାଡି ଯିବା ଆସିବା କରୁଥିଲା ଆଉ ସେହି ଝିଅ ସମସ୍ତଙ୍କୁ ସାହାଯ୍ୟ ମାଗୁଥିଲେ କିନ୍ତୁ କେହି ବି ତାଙ୍କୁ ସାହାଯ୍ୟ କରି ନଥିଲେ ର ଜାଗାରେ ତାଙ୍କୁ ବହୁତ ଖରାପ ବ୍ୟବହାର ବି କରୁଥିଲେ ।କିନ୍ତୁ ସେହି ରାସ୍ତାରେ ଜଣେ ଆର୍ମି ଯାଉଥିଲେ ଆଉ ସେ କିପରି ଦେବଦୂତ ହେଲେ ସେହି ଝିଅ ପାଇଁ ଜାଣନ୍ତୁ ।
ସେହି ଆର୍ମି ସେହି ଝିଅ ସହିତ ଯାହା ହେଉଥିଲା ସବୁ ଲକ୍ଷ୍ୟ କରି ଝିଅଟିକୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଆଉ ସେହି ଝିଅଟିର କାରେ ଥିବାସ ଆଉ ଗୋଟିଏ ଟାୟାର ଆଣି ଗାଡ଼ିରେ ଲଗେଇଥିଲେ ତାପରେ ଗାଡି ଠିକ ହେଲା ।ଏହାପରେ ଯୁବତୀ ସେହି ଆର୍ମିଙ୍କୁ ଧନ୍ୟବାଦ କହିଥିଲେ ତେବେ ଏହି ଘଟଣା ସେଠାରେ ଥିବା ଏକ ସିସିଟିଭି ରେ ରେକର୍ଡ ହେଇଥିଲା ।ଆଉ ଏହାପରେ ସେହି ଆର୍ମିଙ୍କୁ ବହୁତ ପ୍ରଶଂସା କରିଛନ୍ତି ସମସ୍ତେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।