
ଦେଖନ୍ତୁ ଗୋଟେ “ବାପା” ନିଜ ଝିଅ ସହିତ କଣ କଲା ?? ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ…ଦେଖନ୍ତୁ ଭିଡ଼ିଓ
ବାପା ଝିଅ ଏକ ପବିତ୍ର ସମ୍ପର୍କ । ଆଙ୍ଗୁଠି ଧରି ବାଟ ଚଲେଇବା ଶିଖାନ୍ତି ଯିଏ, ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କ ପାଟିରେ ଖାଦ୍ୟ ଦିଅନ୍ତି ଯିଏ, ଆଖି ଲୁହକୁ ଲୁଚାଇ ସନ୍ତାନଙ୍କୁ ହସିବା ଶିଖାଇଥାନ୍ତି ଯିଏ; ସିଏ ଆଉ କେହି ନୁହନ୍ତି ସେ ହେଉଛନ୍ତି ବାପା। ସିଏ ପାଖରେ ଥିଲେ ଦେହରେ ଶତ ସିଂହର ବଳ ଆସେ ।
କୌଣସି କଥାକୁ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଫୁଟେନା । କିନ୍ତୁ ବେଳେବେଳେ ପିଲାଙ୍କୁ ସୁପଥଗାମୀ କରାଇବା ପାଇଁ ସେଇ ବାପା ନିଜକୁ କଠୋର କରନ୍ତି, ରାଗନ୍ତି, ଗାଳି ଦିଅନ୍ତି । ଆବଶ୍ୟକ ପଡ଼ିଲେ ପିଲାଙ୍କ ଉପରକୁ ହାତ ବି ଉଠାନ୍ତି । ହେଲେ ସେହି ମାଡ଼ ଗାଳିକୁ ଯେଉଁ ସନ୍ତାନ ଭଲ ଅର୍ଥରେ ନେଇ କାର୍ଯ୍ୟକାରୀ କରିଥା’ନ୍ତି, ଶେଷରେ ସେମାନେ ହୁଅନ୍ତି ସଫଳ , ଆଉ ଦୁନିଆ ତାଙ୍କୁ ସୁସନ୍ତାନ ବୋଲି କହେ।
ବାପା ନିଜ ଝିଅ ମାନଙ୍କୁ ବହୁତ ଭଲ ପାଇଥାନ୍ତି। ସେହି ଝିଅ ଅବତକୁ ଗଲେ ବାପା କଠୋର ହେଇଯାଆନ୍ତି । ଦିନକର କଥା ଝିଅ ବାପାଙ୍କୁ କହିଲେ କି ବାପା ମୁଁ ମୋ ପସନ୍ଦ ରେ ଗୋଟେ ପୁଅକୁ ବାହା ହେଇଗଲି। ବାପାଙ୍କୁ ବହୁତ ରାଗ ଆସିଲା କିନ୍ତୁ ସେ ବହୁତ ବୁଝିବା ଲୋକ ଥିଲେ ବାପା ଖାଲି ଝିଅ କୁ ଏତିକି କହିଲେ ଯେ ମୋ ଘର ରୁ ବାହାରିଯିବ ପାଇ କହିଲେ। ଝିଅ କହିଲେ ଯେ ଏବେ ତାଙ୍କ ପାଖରେ କିଛି କାମ ନାହିଁ ।
ତାଙ୍କୁ କାମ ମିଳିଲେ ଆମେ ଚାଲିଯିବୁ । କିନ୍ତୁ ବାପା କିଛି ଶୁଣିଲେନି ଆଉ ଝିଅ କୁ ବାହାର କରିଦେଲେ । କିଛି ଦିନ ପରେ ବାପାଙ୍କର ଦେହାନ୍ତ ହେଇଗଲା ଆଉ ସେ ପେଟ ଝିଅ ଯାହାକୁ ବିବାହ କରିଥିଲେ ସେ ଛାଡ଼ି ଚାଲି ଯାଇଥିଲେ । ଝିଅ ର ଗୋଟିଏ ପୁଅ ଓ ଝିଅ ହେଇଥିଲା । ଝିଅ ଟି ଗୋଟିଏ ହୋଟେଲ ରେ କାମ କରି ପେଟ ପୋଷୁଥିଲେ।
ବାପାଙ୍କର ଦେହାନ୍ତ ହେଇଛି ବୋଲି ଝିଅ ଶୁଣିବା କୁ ପାଇଲା। ସେ କହିଲା କି ଭଲ ହେଇଛି ମୁଁ ତ ତାଙ୍କ ଅନ୍ତିମ ସସ୍କାର କୁ ଯିବିନି । ସେ ଜାଣିଲା ପରେ ଯେ ମୋ ସ୍ବାମୀ ମୋତେ ଛାଡିଲି ଚାଲି ଗଲେ ତଥାପି ମୋତେ ଡାକିଲେନି ସେ ବାପାଙ୍କୁ ଦେଖିବା ପାଇ ଯିବନି ବୋଲି କହିଲା । କିନ୍ତୁ ଝିଅ ର ପିଉସା ଝିଅ କୁ ଦେଖିବାକୁ କହିଲେ ଜୀବନ ତ ପଲେଇଲାନି ତୁ ଥରେ ଦେଖିକି ଆସିବୁ ଯା କହିଲେ। ତାପରେ ଝିଅ ବାପାଙ୍କୁ ଦେଖିବା କୁ ଗଲେ ।
ଝିଅ ଗଲା ବେଳ କୁ ଅନ୍ତିମ ସସ୍କାର ପାଇଁ କାର୍ଯ୍ୟ ଚାଲିଥାଏ । ତାପରେ ସମସ୍ତେ ତାଙ୍କର ଘର କୁ ଚାଲି ଯାଇଛନ୍ତି ଝିଅ ଏକା ଘରେ ବସି ଥାଏ। ତାପରେ ତାର ଆଖି ଟେବୁଲ ଉପରେ ଥିବା ଚିଠୀ ଦେଖିଲା । ସେଥିରେ ସବୁ କଥା ଲେଖିଥିଲେ ମୋ ପ୍ରିୟ ଗୁଡ଼ିଆ ମୁ ଜାଣିଛି ତୁ ମୋ ଉପରେ ରାଗି ଥିବୁ ମୁ ତତେ ସିନା ଘରରୁ ବାହାର କରିଦେଲି କିନ୍ତୁ ମୁଁ ବି ବହୁତ୍ ଦୁଃଖ ରେ ଥିଲି।
ମନ ଅଛି ତୁ ୫ବର୍ଷ ର ହେଇଥିଲେ ତ ମା ଆମକୁ ଛାଡି ଚାଲି ଯାଇଥିଲା । ତୁ ବହୁତ୍ କାନ୍ଦୁ ଥିଲୁ ମୋତେ ଛାଡ଼ି ରହି ପରିନଥିଲୁ। ତା ଖୁସିରେ ମୁଁ ଖୁସି ହେଉଥିଲି କିନ୍ତୁ ତୁ ତୋ ଜୀବନରେ ଏତେ ବଡ଼ ନିଷ୍ପତି ନେଇଗଲି ମୋତେ ଟିକେ ପଚାରିଲୁଣି । ମୋତେ ସେଇଦିନ ବହୁତ୍ ବଢିଥିଲା ହଉ ଛାଡ଼ ତୁ ଖୁସିରେ ରହ ହଉ ଆଲମାରୀ ଭିତରେ ଗହଣା ଅଛି ଆଉ ତା ନାଆରେ ୨ଟା ଘର କରିଦେଇଛି । ବ୍ୟାଙ୍କ ରେ କିଛି ଟଙ୍କା ରଖିଛି ଉଠାଇ ଆଣିବୁ। ଶେଷ ରେ ଏତିକି କହିବି କାସ ତୁ ମୋତେ ବୁଝିପରିଥନ୍ତୁ ।ତୁ ଖୁସିରେ ରହ ଗୁଡିଆ ବିଦାୟ ନେଲି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।