ସବୁ ସମୟ ଖବର ସାଥିରେ

ଭିଡିଓ ଦେଖନ୍ତୁ – Ollywood ସିଙ୍ଗର (Humane Sagar)ଙ୍କ ଝିଅ ସହ ( Asima Panda ) ଅସୀମା ପଣ୍ଡାଙ୍କ ଜବରଦସ୍ତ ମସ୍ତି ଭିଡିଓ ଯାହାକୁ 60 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି…

0 16

ଆମ ସାଧାରଣ ଲୋକ ମାନେ ସେଲିବ୍ରେଟି ମାନଙ୍କ ଜୀବନ ଉପରେ ଖୁବ ଭଲ ଭାବରେ ନଜର ରଖି ଥାଆନ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ ଜୀବନରେ ସେମାନେ କଣ କରୁଛନ୍ତି କେମିତି ଅଛନ୍ତି ତାହା ଆମେ ଜାଣିବାକୁ ଚେଷ୍ଟା କରୁ ।

କାରଣ ଆମ ମାନଙ୍କ ଜୀବନ ଅପେକ୍ଷା ତାଙ୍କ ଜୀବନ କିଛି ନିଆରା ହେଇଥାଏ ତେବେ ସେଲିବ୍ରେଟି ମାନଙ୍କ ଭିତରେ ସିଙ୍ଗର ମାନେ ବି ଖୁବ ପପୁଲର ଅଟନ୍ତି ଆଉ ବର୍ତ୍ତମାନ ସମୟରେ ଏମାନଙ୍କର ଯାଦୁ ସବୁଠି ଦେଖିବାକୁ ବି ମିଳୁଛି ।ତେବେ ଆପଣ ଓଡ଼ିଶାର ସୁପରିଚିତ ସିଙ୍ଗର ଅସୀମା ପଣ୍ଡାଙ୍କୁ ଭଲ ଭାବରେ ଜାଣିଛନ୍ତି କିନ୍ତୁ ଏବେ ପ୍ରଥମ ଥର ତାଙ୍କୁ ହ୍ୟୁମାନ ସାଗରଙ୍କ ଝିଅ ସହ ଦେଖିବାକୁ ମିଳିଛି ।

ତେବେ ଅସୀମା ପଣ୍ଡା ଓ ହ୍ୟୁମାନ ସାଗର ଉଭୟ ଓଡ଼ିଶାର ସୁପରିଚିତ ସିଙ୍ଗର ଅଟନ୍ତି ।ଉଭୟଙ୍କର ଗୀତ ଖୁବ ସୁନ୍ଦର ହେବା ସହିତ ସବୁବେଳେ ଏମାନେ ଆମକୁ ନୂଆ ନୂଆ ଗୀତ ଭେଟି ଦେଇଥାନ୍ତି ।ତେବେ ଅସୀମା ପଣ୍ଡା ଯିଏ ଭଜନ ତହତୁ ଆରମ୍ଭ କରି ବିଭିନ୍ନ ଅନ୍ୟାନ୍ୟ ଭାଷାରେ ମଧ୍ୟ ଖୁବ ସୁନ୍ଦର ଗୀତ ଗାଇ ପାରନ୍ତି, ସତ କହିବାକୁ ହଲଗଲେ ତାଙ୍କ ପରି ସିଙ୍ଗର ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଅବଦାନ ଅଟେ ।ତେବେ ନିକଟରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି ଅସୀମା ପଣ୍ଡାଙ୍କର କାରଣ ଏଥରେ ତାଙ୍କ ସହିତ ହ୍ୟୁମାନ ସାଗରଙ୍କ ଝିଅକୁ ଦେଖିବାକୁ ମିଳିଛି ।

ତେବେ ଆପଣ ସେହି ଭିଡ଼ିଓରେ ଦେଖି ପାରିବେ ଅସୀମା ପଣ୍ଡା ହ୍ୟୁମାନ ସାଗରଙ୍କ ର ଛୋଟ ଝିଅଟିକୁ ଧରିଛନ୍ତି ଆଉ ତା ସହ ମସ୍ତି କରୁଛନ୍ତି ।ଆଉ ସେହି ସ୍ୱଂୟରେ ହ୍ୟୁମାନ ସାଗରଙ୍କର ଝିଅ ଅସୀମା ପିନ୍ଧି ଥିବା ବେକ ହାରକୁ ଜୋରରେ ଟାଣି ଧରିଛନ୍ତି ।ଆଉ ସେତିକି ବେଳେ କଣ୍ଠଶିଳ୍ପୀ ଖୁସିରେ କହୁଛନ୍ତି ଯେ, ଏହି ନେକଲେଶକୁ ଛିଣ୍ଡାଇ ଦିଅ, ତୁମ ବାପା ଏକ ଅରଜିନାଲ ସୁନା ନେକଲେଶ କିଣି ଆଣିଦେବେ।ତେବେ ଉଭୟଙ୍କ ମସ୍ତି କରୁଥିବାର ଦୃଶ୍ୟ ଆପଣ ବି ଦେଖିଲେ ବହୁତ ଖୁସି ଲାଗିବ, ଏହା ବ୍ୟତୀତ ନିଜେ ଅସୀମା ପଣ୍ଡା ଓ ପିଲାଟି ନିଜ ଭିତରେ ଏତେ ମଜି ଯାଇଛନ୍ତି କି ଜାଣି ପାରୁ ନାହାନ୍ତି ତାଙ୍କର ଭିଡ଼ିଓ କିଏ କରୁଛି ବୋଲି ।

ତେବେ କିନ୍ତୁ ସେ ଦୁଇ ଜଣଙ୍କର ହସ ଖୁସି ଓ ମଜା ମସ୍ତିକୁ ହ୍ୟୁମାନ ସାଗରଙ୍କ ପତ୍ନୀ ନିଜ ମୋବାଇଲରେ ଭିଡ଼ିଓ ରେକର୍ଡ଼ କରି ନେଇଥିଲେ ଓ ଏହା ପରେ ତାହା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଉ ଏହି ଭିଡ଼ିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି ତାଛଡା ଲୋକମାନେ ଏହି ଭିଡ଼ିଓ ଦେଖିବା ପରେ ସମସ୍ତେ ବହୁତ ଖୁସି ହେଉଛନ୍ତି ଏମିତି ପ୍ରଥମ ଥର ଅସୀମାଙ୍କୁ ଦେଖିବାରୁ ।ତେବେ ଆପଣ ବି ଜଲଦି ଦେଖନ୍ତୁ ଏହି ଜୁଇ ଜଣଙ୍କ ମଷ୍ଟିକୁ ଯାହା ଖୁବ ମଜାଦାର ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।