
ଦେଖନ୍ତୁ ଭିଡିଓ – ନିଜ ମା ଙ୍କ ବିରୋଧ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଝିଅ ଓ ପୁଅ …ମା’ ମଦ ପିଇ ଅନ୍ୟ ପୁରୁଷ ଙ୍କ ସହ ଅଶୀଳ କାମ କରନ୍ତି ସବୁକଥା ଶୁଣିଲେ ମୁଣ୍ଡ ରେ ହାତ ଦେବେ
ଏହି ସମାଜ ଏତେ ଅବନତି ସ୍ତର କୁ ଆସିଲାଣି ଯେ, ଲୋକମାନେ ଆଉ କୌଣସି ସମ୍ପର୍କ ର ମୂଲ୍ୟ କୁ ବୁଝୁନାହାନ୍ତି।ଏମାନେ ଏତେ ଖରାପ ଗତିରେ ଆଗୁଛନ୍ତି ଯେ, କୌଣସି ସମ୍ପର୍କ କୁ ସମ୍ନାନ କରୁନାହାନ୍ତି ବରଂ ନିଜର କାମନା ଏବଂ ବାସନା କୁ ପୂରଣ କରିବାକୁ ତଥା ମାତ୍ର କ୍ଷଣିକ ସୁଖ ପାଇଁ ସବୁ ସୀମା ପାର କରିଦେଉଛନ୍ତି।ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ମା ହେଉଛି ଏପରି ଜଣେ ମଣିଷ ଯିଏକି ନିଜ ପିଲାଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଏ ଏବଂ ନିଜର ସବୁକିଛି ତ୍ୟାଗ କରିଦେଇଥାଏ।
କିନ୍ତୁ ଆମେ ଆଜି ଆପଣ ଙ୍କୁ ଏମିତି ଜଣେ ମା ଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏକି ନିଜ ସଉକ ତଥା ନିଜର କ୍ଷଣିକ ସୁଖ ପାଇଁ ନିଜର ନାବାଳିକା ଝିଅ ଏବଂ ନାବାଳକ ପୁଅ କୁ ମରଣ ମୁହଁକୁ ଠେଲି ଦେଇଛି। ଶେଷରେ କିଛି ରାସ୍ତା ନପାଇ ଉଭୟ ଭାଇ ଓ ଭଉଣୀ ଥାନା ରେ ପହଞ୍ଚି ନିଜ ମା ଙ୍କ ନାମର ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ସେମାନେ ନିଜ ମା ନାମରେ ଯାହା ବି ଅଭିଯୋଗ ଆଣିଛନ୍ତି ତାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ।
ତେବେ ଏହିପରି ଘଟଣା ଟି ଦେଖିବାକୁ ମିଳିଛି ଭୁବନେଶ୍ୱର ର ଚନ୍ଦ୍ରଶେଖରପୁର ଠାରେ। ଏଠାରେ ଜଣେ ନାବାଳିକା ଝିଅ ଓ ସାନ ଭାଇ ତାଙ୍କ ନିଜ ମା ନାମ ରେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ମା ଘର କୁ ବହୁତ ଯୁବକ ଙ୍କୁ ଫୋନ କରି ଘଂଟା ଘଣ୍ଟା କଥା ହୁଅନ୍ତି ଏବଂ ସେମାନ ଙ୍କୁ ନିଜ ଘର କୁ ଡାକି ତାଙ୍କ ସହ ଅଶୀଳ ସମ୍ପୂର୍ଣ୍ଣ ତଥା ଅବ୍ୟୟ ଶାରୀରିକ ସମ୍ପର୍କ ରଖିଥାନ୍ତି। ଏବେ ତାଙ୍କୁ ଭାଇ ଭଉଣୀ ବରୋଧ କଲେ ସେ ସେମାନ ଙ୍କୁ ବହୁତ ମାରିବା ସହ ନିଜ ଝିଅ କୁ ଅନ୍ୟ ପୁର ସହ ଖରାପ ସମ୍ପର୍କ ର୍କଗିବାକୁ ବାଧ୍ୟ କରନ୍ତି।
ତେବେ ଝିଅ ଟି କହିଛି ଯେ, ୨୦୧୭ ମସିହା ରୁ ତାର ମା ଏହିପରି ସବୁ କାର୍ଯ୍ୟ କରିଆସୁଛନ୍ତି। ବହୁତ ଟୋକା ଙ୍କୁ ଆଣି ଘର ପୁରାଇ କବାଟ ବନ୍ଦ କରିଦିଅନ୍ତି ଏପରି କି ପୁଅ ଝିଅ ଡାକିଲେ ଶୁଣନ୍ତି ନାହିଁ। ଆଉ ରାଗରେ ସେମାନ ଙ୍କୁ ମାଡ଼ ମରିଥାନ୍ତି। ତେବେ ଭାଇ ଭଉଣୀ ଯେତେବେଳେ ଅଭିଯୋଗ କରିବାକୁ ଥାନା କୁ ଆସିଥିଲେ ସେତେବେଳେ ଦୁହିଁଙ୍କ ଶରୀରରେ ମାଡ଼ ମାରିବାର ଚିନ୍ହ ମଧ୍ୟ ଥିଲା।
କିନ୍ତୁ ଅନ୍ୟ ପକ୍ଷରେ ମା ଙ୍କୁ ପୋଲିସ ଜେରା କରିବା ରୁ, ମା ଝିଅ ନାମରେ ଏପରି କଥା କହୁଛି ଯାହା ଶୁଣିଲେ ଆପଣ ବେହୋସ ହୋଇଯିବେ।ତେବେ ଝିଅ ଟିର ମା ଅଭିଯୋଗ ଦେଇଛି ଯେ, ତାର ଝିଅ ଅନ୍ୟ ପୁଅ ଙ୍କୁ ଘରକୁ ଡାକି ସବୁ ଅଶୀଳ କାର୍ଯ୍ୟ କରେ ଯାହା ବିରୋଧ ରେ ସେ ଯିବାରୁ, ମା ନାମରେ ଝିଅ ମିଥ୍ୟା ଅଭିଯୋଗ କରୁଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ପ୍ରକୃତରେ କିଏ ସତ୍ କହୁଛି ଏବଂ କିଏ ମିଛ। ତେବେ ଦେଖାଯାଉ ପୋଲିସ କଣ ସିଦ୍ଧାନ୍ତ ରେ ପହଁଚୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।