
ias interview – କେଉଁ word କୁ ଝିଅମାନେ ଆଦୌ କହିପାରିବେ ନାହିଁ,ତାହା କ’ଣ ?99% ଲୋକ ଫେଲ
ଆଜି ଆମେ ଆପଣଙ୍କ ପାଇଁ କିଛି ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ଓ ତାର ଉତ୍ତର ନେଇ ଆସିଛୁ। ଯେଉଁ ପ୍ରଶ୍ନ ଗୁଡିକ ଖୁବ୍ ମଜାଦାର ରହିଛି।ଏହି ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଟିକିଏ ବୁଦ୍ଧିର ଆବଶ୍ୟକତା ରହିଛି। ସାଙ୍ଗ ସାଥୀ ଙ୍କ ସହ ସମୟ ବିତାଇବା ସମୟରେ ଆମେ ଏଭଳି କିଛି ପ୍ରଶ୍ନର ସାମ୍ନା କରିଥାଉ ଯାହା ଉତ୍ତର ଖୁବ୍ ସହଜ ମନେ ହୋଇଥାଏ ତଥାପି ଆମେ କନଫ୍ୟୁଜରେ ପଡ଼ି ଯାଇ ଥାଉ ଓ ଏହାର ସଠିକ ଉତ୍ତର କଣ ହେବ ତାହା ଆମେ କହି ପାରି ନଥାଉ।ତେବେ ଆସନ୍ତୁ ସେହି ଭଳି କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର କଣ ରହିଛି ସେ ବାବଦରେ ଆଲୋଚନା କରିବା।
ପ୍ରଶ୍ନ ୧.ଆ ହାତରୁ ତା ହାତ ସେ ଯାଏ ବହୁତ୍ ହାତ ଯାହା ହାତରେ ରହିଲା ସେ ବହୁତ୍ ମଜବୁତ୍?
ଉତ୍ତର:- ଏହାର ଉତ୍ତର ହେଉଛି ଟଙ୍କା
ପ୍ରଶ୍ନ ୨.କବାଟ ପଡ଼ିଲେ ଦିନ ବି ଅନ୍ଧାର କବାଟ ଖୋଲିଲେ ପୃଥିବୀ ସୁନ୍ଦର୍?
ଉତ୍ତର:- ଏହାର ଉତ୍ତର ହେଉଛି ଆଖି ପତା
ପ୍ରଶ୍ନ ୩.ସକାଳେ ସଞ୍ଜରେ ଲାଲ୍ ଗୁଲୁ ଗୁଲୁ ଖରା ବେଳେ ଚାହିଁ ହୁଏନା ରାତି ହେଲେ ସିଏ କେଉଁଠି ଲୁଚି ଯାଏ ଯେତେ ଖୋଜିଲେ ବି ଦେଖା ମିଲେନା ?
ଉତ୍ତର:-ଏହାର ଉତ୍ତର ହେଉଛି ସୂର୍ଯ୍ୟ
ପ୍ରଶ୍ନ ୪.ପାଟିରୁ ଖସିଲା ମା ର ଦୋଷ ପେଟରୁ ଖସିଲେ ପିଲାର ଦୋଷ?
ଉତ୍ତର:- ଏହାର ଉତ୍ତର ହେଉଛି ବିଲେଇ ଓ ମାଙ୍କଡ
ପ୍ରଶ୍ନ ୫.ମୋ ପାଖକୁ ଛୋଟ ବଡ ସବୁ ଆସିଥାଏ ଛୋଟ ଛୋଟ ଖସି ଯାଏ , ବଡ ଯିଏ ଫସି ଯାଏ ?
ଉତ୍ତର:-ଏହାର ଉତ୍ତର ହେଉଛି ଚାଲୁଣୀ
ପ୍ରଶ୍ନ ୬. ଗଡି ଗଡି ଯେବେ ବାହାରକୁ ଯାଏ ଚାରି ଯୁଗ ପାଇ ଯାଏ ଉଡ଼ି ଉଡି ଯେବେ ବାହାରକୁ ଯାଏ ଛଅ ଋତୁ ମିଳି ଯାଏ?
ଉତ୍ତର:- ଏହାର ଉତ୍ତର ହେଉଛି କ୍ରିକେଟ୍ ବଲ୍
ପ୍ରଶ୍ନ ୭. ଖାଇବାକୁ ସକ ସକ ଖାଇବାକୁ ଦେଲେ ଭୋକ?
ଉତ୍ତର:- ଏହାର ଉତ୍ତର ହେଉଛି ହାଜମୁଲା
ପ୍ରଶ୍ନ ୮. ଆସିଲା ଡେଣା ମେଲାଇ ଧଇଲା ମାଛ ଖାଇଲା ନାହିଁ ସେ କିଏ?
ଉତ୍ତର:- ଜାଲ
ପ୍ରଶ୍ନ ୯. ଛୋଟ ପିଲାର ଏମିତି ଏକ ଖେଳଣା ଅଛି ଯାହାକୁ ଜଣେ ଧନ ଥିବା ବଡ ଲୋକ ମଧ୍ୟ କିଣି ପାରିବେ ନାହିଁ ?
ଉତ୍ତର:- ଏହାର ଉତ୍ତର ହେଉଛି ଜହ୍ନ ମାମୁଁ
ପ୍ରଶ୍ନ ୧୦.ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ କହି ପାରିବ ସିଏ କିଏ?
ଉତ୍ତର:- ଏହାର ଉତ୍ତର ହେଉଛି ବେଲୁନ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।