
ଛିଃ.. ଛିଃ.. ଦେଖନ୍ତୁ ଶଶୂର ବୋହୂ ସହିତ କରୁଛନ୍ତି ଅଶ୍ଳୀଳ ବ୍ୟବହାର … ଦେଖିଲେ ଆପଣଙ୍କ ରକ୍ତ ପୁରା ଗରମ ହୋଇଯିବ..
ଘରକୁ ବୋହୂଟିଏ ଆସିଲେ ଘରର ଖୁସି ଦୁଇଗୁଣ ବଢ଼ି ଯାଇଥାଏ ବୋଲି ସମସ୍ତେ କହନ୍ତି | ଆଜିକାଲି ସୋସିଆଲ ମିଡ଼ିଆ ଦ୍ୱାରା ବହୁତ ଖବର ଆମେ ଘରେ ବସି ଜାଣିବାକୁ ପାଉଛୁ ଏବଂ ଏମିତି ସବୁ ଖବର ଯାହା ଆମ କଳ୍ପନା ବାହାରେ | ସୋସିଆଲ ମିଡ଼ିଆ ପାଇଁ ଲୋକ ମାନେ ନିଜର ମନର ଭାବକୁ ପ୍ରକାଶ କରି ପାରୁଛନ୍ତି ଯାହା ଦ୍ୱାରା ସତ କଥା ସମସ୍ତଙ୍କ ସାମ୍ନାକୁ ଆସି ପାରୁଛି | ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଜଣେଇବୁ ଯୋଉଁଥିରେ କି ଏକ ବୋହୂ ତାଙ୍କ ନିଜ ଶ୍ୱଶୁରଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି | ଆସନ୍ତୁ ଜାଣିବା ସେ ଖବର ସମ୍ପର୍କରେ |
ଜଣେ ବୋହୂ ଅଭିଯୋଗ ଆଣିଛନ୍ତି ଶ୍ୱଶୁରଙ୍କ ନାଁରେ | ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ସହରରେ | ଯୁବତୀ ଜଣକ ଭୁବନେଶ୍ୱରରେ ଏକ ଯୁବକଙ୍କୁ ପ୍ରେମ କରୁଥିଲେ | ପ୍ରେମ କରିବାର କିଛି ବର୍ଷ ପରେ ସେମାନଙ୍କ ପରିବାରର ସହମତି କ୍ରମେ ସେମାନଙ୍କର ନିର୍ବୋନ୍ଧ ହୋଇଥିଲା | ନିର୍ବୋନ୍ଧର ପରେ ପରେ ସବୁକିଛି ଠିକ ଥିଲା |କିନ୍ତୁ ଗୋଟିଏ ଦିନ ସେ ଜାଣିବାକୁ ପାଇଁ ଥିଲେ ଯେ ତାଙ୍କ ସ୍ୱାମୀଙ୍କର ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରହି ଅଛି ଯିଏ କି ତାଙ୍କର ପୁରୁଣା ପ୍ରେମିକା ଥିଲେ |
ତେଣୁ ମହିଳା ଜଣକ ଭାବିଲେ କି ବାହାଘର ପୂର୍ବରୁ ଏମିତି ଖରାପ ସମ୍ପର୍କ ଅଛି ତ ବାହାଘର ପରେ କଣ ନ ହେବ, ସେଇଥି ପାଇଁ ସେ ନିର୍ବୋନ୍ଧ ଭାଙ୍ଗିବାକୁ ଚାହୁଁଥିଲେ | ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ବ୍ଲାକମେଲ କରିବାକୁ ଆରମ୍ଭ କଲେ ଯେ ତୋର ସବୁ ଭିଡିଓ ମୁଁ ସୋସିଆଲ ମିଡ଼ିଆରେ ଭାଇରଲ କରି ଦେବି ଯୋଉଁଥି ପାଇଁ ସେ ବାହା ହେବାକୁ ବାଧ୍ୟ ହେଲେ |
ବାହାଘର ପରେ ସେ ଏ କଥା ତାଙ୍କ ଜାଆଙ୍କୁ କହିଥିଲେ ଯୋଉଁଥି ପାଇଁ ପରିବାରର ସମସ୍ତେ ମିଶି ତାଙ୍କୁ ମାଡ଼ ମାରିଥିଲେ | ତାପରେ ଚପଲ, ଝାଡ଼ୁରେ ମାରିବା ଆରମ୍ଭ ହୋଇଥିଲା | ଏମିତି ୨ ବର୍ଷ ଚାଲିଥିଲା ଓ ମହିଳା ଜଣକ ସହି ଚାଲିଥିଲେ କାରଣ ସେ ତାଙ୍କ ସ୍ୱାମୀଙ୍କୁ ଭଲ ପାଉଥିଲେ ବୋଲି କହିଛନ୍ତି | ଗୋଟିଏ ଛାତ ତଳେ ରହି ମଧ୍ୟ ଅଲଗା ରୁମରେ ରହୁଥିଲେ ୨ ଜଣ |ଏବଂ ଧୀରେ ଧୀରେ ତାଙ୍କ ସ୍ୱାମୀ ଅନ୍ୟ ଝିଅ ମାନଙ୍କ ସହ କଥା ହେବାକୁ ଲାଗିଲେ ଯୋଉଁଥି ପାଇଁ ସେମାନଙ୍କ ଭିତରେ କଥାବାର୍ତା ମଧ୍ୟ ବନ୍ଦ ହେଇଗଲା |
ଏହି ସମୟର ଫାଇଦା ଉଠାଇ ତାଙ୍କ ଶ୍ୱଶୁର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଲେ ଯେହେତୁ ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ସମ୍ପର୍କ ନ ଥିଲା ଓ ତା ବାବଦକୁ ୫ ଲକ୍ଷ ତାଙ୍କ ଦେବେ ବୋଲି କହିଲେ |ଏ ନେଇ ସେ ତାଙ୍କ ଶାଶୁ ଓ ସ୍ୱାମୀଙ୍କୁ ଜଣେଇବାରୁ ସେମାନେ କହିଲେ କି ତୁ ଏମିତି କଲେ ସେ ତାଙ୍କର ପ୍ରିନସିପାଲ ପଦରୁ ତଳକୁ ଖସିଯିବେ ଏବଂ ଆମେ କ୍ୱାଟର ପାଇବୁ ନାହିଁ | ଏବଂ ତାଙ୍କ ଶ୍ୱଶୁରଙ୍କ ନାମରେ ପୂର୍ବରୁ ଅନ୍ୟ ଜଣେ ମହିଳାଙ୍କର କେସ ଥିଲା | ଏହି ସବୁ କଥା ନେଇ ସେ ଆଉ ରହିବାକୁ ଚାହୁଁନାହାନ୍ତି ଶାଶୁ ଘରେ | ଏବଂ ତାଙ୍କ ଶାଶୁ ଘର ଲୋକେ କହିଛନ୍ତି କି ମିଉଚୁଆଲ ଡିଭୋର୍ସ ଦେବା ପାଇଁ ନ ହେଲେ ତାଙ୍କ ଚାକିରୀରେ ବାଧା ଉପୁଜାଇବେ ବୋଲି ଧମକ ଦେଇଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।