ସବୁ ସମୟ ଖବର ସାଥିରେ

ଦେଖନ୍ତୁ viral vedio -ଶ୍ବଶୁର ଓ ଦେଢଶୁର ଡେଇଁଲେ ସବୁ ସୀମା, ଦାଣ୍ଡରେ ଗୋଡାଇ ଗୋଡାଇ ଭାଈ ବୋହୂ ସହିତ ଏମିତି କାଣ୍ଡ କଲେ ଭିଡିଓ ଦେଖିଲେ ଆପଣଙ୍କ ହୋସ ରହିବନି….

0 102

ପ୍ରେମ ପାଇଁ ହଙ୍ଗାମା । ବର୍ତ୍ତମାନ ପ୍ରତିଦନ ଆମ ସମାଜ ରେ ଭିନ୍ନ ଭିନ୍ନ ଚକ୍କିତ କରିବା ଭଳି ଘଟଣା ସବୁ ଘଟୁଛି, ଯାହା ଆପଣ ମାନେ ନିଜ ଆଖିରେ ଦେଖିବା ପାଇଁ ପାଉଥିବେ ଆଉ ଶୁଣିବାକୁ ମଧ୍ୟ ପାଉ ଥିବେ । ତେବେ ଆପଣ ମାନେ ତ ସମସ୍ତେ ସୋସିଆଲ ମିଡିଆ ସହ ନିଶ୍ଚିତ ଭାବରେ ଜଡିତ୍ ଥିବେ ଆଉ ଏହି ସୋସିଆଲ ମିଡିଆରେ ପ୍ରତିଦିନ ବହୁତ ଏପରି ଖବର ତଥା ଘଟଣା ସବୁ ଘଟୁଥିବାର ଦେଖିବାକୁ ପାଉଥିବେ । ଆଜି ଆମେ ମଧ୍ୟ ଆମେ ଆପଣଙ୍କୁ ସେମିତି ଏକ ଘଟଣା ବିଷୟରେ ଜଣେଇବୁ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ତେବେ ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଯଦି କିଛି ଚର୍ଚ୍ଚାର ବିଷୟ ହୋଇଥାଏ,ତାହେଲା ଆଜିକାଲିର ଏହି ପ୍ରେମ ସଂପର୍କ । ପ୍ରେମ ଏକ ଏପରି ଶବ୍ଦ ଯାହା ଦୁଇ ହୃଦୟ କୁ ବାନ୍ଧି ରଖି ଥାଏ।

 

କୌଣସି ବି ସମ୍ପର୍କ ରେ ପ୍ରେମ ରହିବା ନିହାତି ଆବଶ୍ୟକ। କେବଳ ପ୍ରେମିକ ପ୍ରେମିକା ଙ୍କ ଭିତରେ ଥିବା ସଂପର୍କ କୁ ପ୍ରେମ କୁହା ଯାଏ ନାହି। ପ୍ରେମ ର ସ୍ଵାଦ ନିଆରା। ତେବେ ସେହି ପ୍ରେମ କେତେବଳେ କାହା ପାଇଁ ପ୍ରତାରଣା ସଜି ଥାଏ ତ କେତେ ବେଳେ ପ୍ରେମ ରୋମାଞ୍ଚକ ହୋଇ ଥାଏ। ପ୍ରେମ ର କୌଣସି ପରି ଭାଷା ନ ଥାଏ।

ଆଜିକାଲିର ଯୁବକ ଯୁବତୀ ମାନେ ପ୍ରେମ ସଂପର୍କକୁ ପରିବାର ଠାରୁ ଅଧିକ ଗୁରୁତ୍ବ ବୋଲି ଭାବିନେଇଛନ୍ତି । କିନ୍ତୁ ଆଜିର ସମାଜରେ ପ୍ରେମର ସଂଜ୍ଞା କିଛି ବି ନାହିଁ । ଏହାର ସଂଜ୍ଞା ହେଉଛି କେବଳ କାମନା ବାସନା ।ଆଜିର ଭଲପାଇବା ଚିରସ୍ଥାୟୀ ହେଉନାହିଁ , ବହୁତ ଅଳ୍ପ ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ସଂପର୍କ ଖୁବ୍ ନିବିଡ ହୋଇଯାଏ । ଏହାପରେ ବିବାହ କରିବା ପାଇଁ ମଧ୍ୟ ନିଷ୍ପତି ନେଇଯାଇଥାନ୍ତି , ଏଥିରେ ବହୁତ ବାଧାବଘ୍ନ ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ସେହି ଭାଇରାଲ ଭିଡିଓ ବିଷୟରେ ,

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀଙ୍କୁ ତିନି ଜଣ ଯୁବକ ନିର୍ଦ୍ଧୁମ ମାଡ ମାରି ଚାଲିଛନ୍ତି । ଯୁବତୀଙ୍କର କହିବା କଥା ସେ ଜଣେ ଯୁବକଙ୍କୁ ଭଲପାଇଥିଲେ ଏବଂ ସେ ଯୁବକ ମଧ୍ୟ ତାଙ୍କୁ ବହୁତ ଭଲପାଉଥିଲେ କିନ୍ତୁ ଯେତେବେଳେ ମହିଳା ଜଣଙ୍କ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ସେତେବେଳେ ଯୁବକ ଜଣଙ୍କ କହିଥିଲେ ଯେ ମହିଳା ଜଣଙ୍କ ପୂର୍ବରୁ ବିବାହିତା ।

ସେଥିପାଇଁ ଯୁବତୀ ଯୁବକଙ୍କ ଘରକୁ ଆସି ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ କାହିଁକି ନାଁ ଯୁବକ ଜଣଙ୍କ ତାଙ୍କୁ ଭଲପାଇ ତାଙ୍କ ସହିତ ଶାରିରୀକ ସଂପର୍କ ରଖିଥିଲେ । କିନ୍ତୁ ଯେତେବେଳେ ବିବାହ କଥା ମହିଳା କହିଥିଲେ ସେତେବେଳେ ସେହି ଯୁବକ ଏବଂ ତାଙ୍କର ବାପା, ଭାଇ ତାଙ୍କୁ ମାଡ ମାରି ସେଠାରୁ ତଡି ଦେବା ପାଇଁ ଚେଷ୍ଟା କରିଥିଲେ ଏବଂ ତାଙ୍କର ମୋବାଇଲକୁ ମଧ୍ୟ ଭାଙ୍ଗି ଦେଇଥିଲେ ।