ସବୁ ସମୟ ଖବର ସାଥିରେ

ଦେଖନ୍ତୁ ଏହି ଛାତିଥରା ଭି଼ଡିଓ! ମୃତ୍ୟୁ ପାଇଁ କେମିତି ଛାତି ଫଟେଇ କାନ୍ଦୁଛନ୍ତି Ollywood କମେଡିଆନ୍ ସୁମନ୍..ପୁରା ଭିଡିଓ ଦେଖିଲେ ଆପଣ ବି କାନ୍ଦିବେ

0 84

ବାସ୍ତବରେ ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ସିନେମା ର କଳାକାର ମାନେ ତାଙ୍କର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେଥିପାଇଁ ଫ୍ୟାନ୍ ମାନେ ତାଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହା ବ୍ୟତୀତ ସେମାନଙ୍କ ଜୀବନ ଶୈଳୀ ସାଧାରଣ ଲୋକଙ୍କ ଜୀବନ ଶୈଳୀ ଠାରୁ ଅଲଗା ହୋଇ ଥାଏ। ସେମାନେ ତାଙ୍କର କ୍ୟାରିୟର ଅଭିନୟ ଜଗତରୁ ଆରମ୍ଭ କରିଥାଏ ଏବଂ ସେହି ଅଭିନୟ କରି କରି ସେମାନଙ୍କ ଜୀବନ କେତେବେଳେ ବିତି ଯାଇଥାଏ, ସେମାନେ ଜାଣି ପାରନ୍ତି ନାହିଁ।

ସେମାନେ ସେମାନଙ୍କ ଅଭିନୟ ପାଇଁ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।କାରଣ ସେମାନେ ସେମାନଙ୍କ ର ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଇନଷ୍ଟାଗ୍ରାମ୍, ଫେସବୁକ ରେ ସେମାନଙ୍କ ର ଫ୍ୟାନ୍ ଙ୍କ ସହିତ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। ଦର୍ଶକ ମାନେ ସେମାନଙ୍କ ର ଅଭିନୟ କୁ ବହୁତ ପସନ୍ଦ କରିଥାନ୍ତି ।

କିନ୍ତୁ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଧରଣର ହୋଇଥାଏ ଏବଂ ଚର୍ଚ୍ଚା ର ବିଷୟ ପାଲଟି ଯାଇଥାଏ। ତାହା ମଧ୍ୟ ଆମକୁ ବହୁତ ଦୁଃଖ ଦେଇଥାଏ। ତେବେ ଓଡ଼ିଆ ସିନେ ଜଗତରେ ଆମେ ନିଖୁଣ କଳାକାର ଙ୍କୁ ହରେଇଛୁ, ଆଉ ସେ ହେଉଛନ୍ତି ମିହିର ଦାସ। ଆପଣ ମାନେ ଏହି ବିଷୟରେ ସମସ୍ତେ ଜାଣିଥିବେ। କିନ୍ତୁ ଓଡିଆ ଚଳଚ୍ଚିତ୍ର ଜଗତ ର ଜଣାଶୁଣା କମେଡ଼ିଆନ୍ ସୁମନ ମିହିର ଦାସ ଙ୍କ ପାଇଁ ସେ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ମୃତ୍ୟୁ ରେ ମର୍ମାହତ ହୋଇ ସେ କିଛି ବାର୍ତ୍ତା ମଧ୍ୟ ରଖିଥିଲେ।

କମେଡ଼ିଆନ୍ ସୁମନ କହିଛନ୍ତି କି, ଆମେ ଏକ କଳାକାର ଙ୍କୁ ହରେଇଛୁ, ଯାହା ପାଖରେ ସବୁ ପ୍ରକାର କଳା ଭର୍ତ୍ତି ହୋଇ ରହିଛି। ଆଉ ଏମିତି ଜଣେ କଳାକାର ଙ୍କୁ ପାଇବେ କି ନାହିଁ ତାହା ବି ଠିକ୍ ନାହିଁ ବୋଲି କହିଛନ୍ତି। ସମସ୍ତେ ତାଙ୍କ ପାଇଁ ବହୁତ ଦୁଃଖିତ ଅଛନ୍ତି। ବିଶେଷ କରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହା ବହୁତ ଦୁଃଖ ର କଥା। କାରଣ ମିହିର ଙ୍କୁ ଯେଉଁ ପ୍ରକାର ଭୂମିକା ଦିଆଯାଏ, ତାହାକୁ ସେ ନିଖୁଣ ଭାବରେ ଅଭିନୟ କରିଥାନ୍ତି।

ସବୁଠାରୁ ବଡ଼ କଥା କି, ତାଙ୍କ ପାଖରୁ ସବୁକିଛି ଶିକ୍ଷା ଜିନିଷ ଶିଖିବା ପାଇଁ ମିଳିଥାଏ ବୋଲି ସୁମନ କହିଛନ୍ତି। ଯେତେବେଳେ ସୁମନ କାମ କରିଥାନ୍ତି, ସେତେବେଳେ ମିହିର ଦାସ ତାଙ୍କୁ ସାହାସ ଦେଇଥାନ୍ତି। ତେବେ ସେଭଳି ଲୋକ ଙ୍କୁ ହରାଇ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଦୁଃଖିତ।

ତେଣୁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କି, ତାଙ୍କ ଆତ୍ମା ର ସଦଗତି ହେଉ ବୋଲି। ଆଉ ସମସ୍ତଙ୍କ ହୃଦୟରେ ମିହିର ଦାସ ରହିବେ ଏବଂ ତାଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବା ପାଇଁ କହିଛନ୍ତି। ତେବେ ସୁମନକୁ ଆପଣ ମାନେ ସମସ୍ତେ ଜାଣିଥିବେ। ସେ ମଧ୍ୟ ବିଭିନ୍ନ ଚଳଚ୍ଚିତ୍ର ରେ କମେଡ଼ିଆନ୍ ଭୂମିକାରେ କାମ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।