
ଅଭିନେତ୍ରୀ ନୁହେଁ ତ 420 ଡାହା ଚୋରଣୀ..ବଡ଼ ନାଁ କିନ୍ତୁ କାମ ଖତରନାକ୍-ପୁରା କାରନମା ଶୁଣିଲେ ଆପଣ ଙ୍କ ହୋସ ରହିବନି…ଛିଃ ଛିଃ
ଅଭିନେତ୍ରୀ ନୁହେଁ ତ ଡାହା ଚୋରଣୀ, ବଡ଼ ଲୋକ ବଡ଼ ନାଁ କିନ୍ତୁ ତାଙ୍କର କାମ ହେଉଛି ଖାତରନାକ | ଚୋରି କରୁ ଥିଲେ ଧରା ପଡି ଗଲେ ଆଉ ଏବେ ଜେଲ ହାଜତ ରେ ଅଛନ୍ତି | ବର୍ତ୍ତମାନ ସମୟରେ ଏକ ଚୁଲବୁଲି ଅଭିନେତ୍ରୀ ବଦନାମ ହୋଇ ଯାଇଛନ୍ତି, ନିଶା ଅଭିନୟ ସତ କିନ୍ତୁ ପେଶା ହେଉଛି ତାଙ୍କର ଚୋରି କରିବା | ଟିଭି ରେ ଦେବୀ ଭୂମିକା ରେ ଅଭିନୟ କରନ୍ତି କିନ୍ତୁ ରିୟଲ ଲାଇଫ ରେ ଚୋରି କରି ଅଏସ କରନ୍ତି | ଦିନ ଦିପହର ରେ ଆଖି ରେ ଆଙ୍ଗୁଠି ଗେଂଜି ସବୁ କିଛି ଲୁଟି ନେଇ ଯାଆନ୍ତି | ଅଭିନୟ ଉପାୟ ରେ କଳାକନା ବୁଲାଇ ଦେଇ ଥାଆନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ |
ତେବେ ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଜଣାଶୁଣା ବେଙ୍ଗଲୀ ଅଭିନେତ୍ରୀ ରୂପା ଦତ୍ତା, ଅଭିନୟ ପାଇଁ ସେ ବେଶ ଚର୍ଚ୍ଚା ରେ ଥାଆନ୍ତି ସତ କିନ୍ତୁ ଏବେ ସେ ଆଇନ ଜାଲ ରେ ଫସି ଯାଇଛନ୍ତି | କଲିକତା ରେ ଏକ ମାର୍କେଟ ରେ ଚୋରି କରୁ ଥିବା ବେଳେ ରୂପା ଦତ୍ତା ଧରା ପଡିଛନ୍ତି |
ପ୍ରଥମେ ଯେତେ ବେଳେ ସେ ଧରା ପଡ଼ି ଥିଲେ କଦାପି ଚୋରି କୁ ନେଇ ମାନି ନଥିଲେ କିନ୍ତୁ ପରେ ପୋଲିସ ଲୁଟେରା ଅଭିନେତ୍ରୀ ଙ୍କୁ ଧରି ନେଇ ଥିଲେ | ଅନେକ ବେଙ୍ଗଲୀ ଟିଭି ସୋ ରେ ରୂପା ଦତ୍ତା ଅଭିନୟ କରିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ଚୋରି କରି ନାଁ ପକେଇଛନ୍ତି | ମାନିପର୍ସ ଚୋରି କରି ପାଖରେ ଥିବା ଡଷ୍ଟବିନ ରେ ପକାଉ ଥିବା ବେଳେ ଜଣେ ପୋଲିସ କର୍ମୀ ଙ୍କ ନଜର ରେ ପଡ଼ି ଥିଲା | ପରେ ପୋଲିସ ପର୍ସ ଜବତ କରିବା ସହିତ ଅଭିନେତ୍ରୀ ଙ୍କୁ ପଚରା ଉଚରା କରିବା ଆରମ୍ଭ କରି ଦେଇ ଥିଲା |
କିନ୍ତୁ ତଥାପି ଲୁଟେରା ଅଭିନେତ୍ରୀ ଜଣଙ୍କ କୌଣସି କଥା ମଧ୍ୟ ମାନି ନଥିଲେ | ତାଙ୍କ ପର୍ସ ଯାଞ୍ଚ ବେଳେ ସେହି ପର୍ସ ରୁ 75 ହଜାର ଟଙ୍କା ବାହାରି ଥିଲା ଆଉ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ବାହାରି ଥିଲା | ଫିଲ୍ମ ଷ୍ଟାଇଲ ରେ ଚୋରି କରୁ ଥିଲେ ଭାବି ଥିଲେ ରିଲ ଭଳି ରିୟଲ ରେ ମଧ୍ୟ ଚକମା ଦେଇ ଚାଲି ଯାଇ ଥିଲେ କିନ୍ତୁ ଚୁଲବୁଲି ଲୁଟେରା ଶେଷରେ ଫସି ଯାଇ ଥିଲେ | ଏବେ ଆଇନ ର ଫାନ୍ଦ ରେ ଫସିଛନ୍ତି ରୂପା ଦତ୍ତା ଅଭିନେତ୍ରୀ ଙ୍କୁ ଗିରଫ କରି ପୋଲିସ ଖୋଳତାଳ କରୁଛି | ଆଉ କିଛି ଏଭଳି ସୁନ୍ଦରୀ ତରୁଣୀ ଅଛନ୍ତି ଯେଉଁ ମାନେ ଲୁଟେରା ରେ ଥିବା ସନ୍ଦେହ ହେଉଛି, ଛାନବିନ ପରେ ହିଁ ଏସବୁ ଘଟଣା ର ପର୍ଦାଫାଶ ହେବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।