ସବୁ ସମୟ ଖବର ସାଥିରେ

ଦେଖନ୍ତୁ Viral ଭିଡ଼ିଓ- ଗୀତ ଯେମିତି ଡ୍ୟାନ୍ସ ସେମିତି ସୁରେ କୀର୍ତ୍ତନ ladies kirtan ( ବାଲସି ଝିଅ କୀର୍ତ୍ତନ )କଣ୍ଠ – ବସୁଦେବ ସାହୁ,ରିଙ୍କି….ଏହି କିର୍ତ୍ତନ ଥରେ ଦେଖିଲେ ଶହେ ଥର ଦେଖିବାକୁ ଇଚ୍ଚା ହେବ ?

0 4,107

ସୋସିଆଲ ମିଡ଼ିଆ ରେ ଆମେ ଅନେକ କିଛି ଦେଖି ଥାଉ କିନ୍ତୁ ବେଳେ ବେଳେ କିଛି ଏପରି ଦୃଶ୍ୟ ଦେଖି ଥାଉ ଯାହା ମନକୁ ବହୁତ ଖୁସି ଲାଗି ଥାଏ ଏବଂ ଦେଖିବା ପାଇଁ ବି ସେତିକି ଆଶ୍ଚର୍ଯ୍ୟ ହେଲେ ବି ବାସ୍ତବ ରେ ଘଟଣା ଟି ଗ୍ରହଣୀୟ ହୋଇ ଥାଏ | ଆପଣ ତ ଜାଣିଛନ୍ତି ଗାଁ ଗହଳି ରେ ଅନେକ କୀର୍ତ୍ତନ ଦେଖିବାକୁ ମିଳି ଥାଏ, କିଏ କେଉଁଠି ନିଜ ମାନସିକ ପାଇଁ କୀର୍ତ୍ତନ କରି ଥାଏ ତ ଆଉ କିଏ ପ୍ରତିବର୍ଷ କୀର୍ତ୍ତନ ର ଆୟୋଜନ କରି ଥାଏ ନଚେତ ଗାଁ ର ସବୁ ବାସିନ୍ଦା ମିଳିତ ହୋଇ କୀର୍ତ୍ତନ ର ଆୟୋଜନ କରି ଥାଆନ୍ତି |

ଆଉ ଏହି ଅଷ୍ଟ ପ୍ରହରୀ କୁ ଦେଖିବା ପାଇଁ ପ୍ରତେକ ଲୋକ ପସନ୍ଦ କରି ଥାଆନ୍ତି ଏବଂ ଏହା ସହିତ କୀର୍ତ୍ତନ ରେ ଭକ୍ତି ରେ ଭାବ ବିହ୍ଵଳ ହୋଇ ଝୁମି ଝୁମି ନାଚି ଥାଆନ୍ତି ମଧ୍ୟ | ତେବେ ଆଜି ସେଭଳି ଏକ ଅଷ୍ଟ ପ୍ରହରୀ କଥା କହିବୁ ଯାହାର ଦୃଶ୍ୟ ଥରେ ଆପଣ ଦେଖିଲେ ଆଖି ମଧ୍ୟ ଫେରେଇ ନେଇ ପାରିବେ ନାହିଁ | କାରଣ ଅଷ୍ଟ ପ୍ରହରୀ ଏତେ ସୁନ୍ଦର ଭାବେ ହୋଇଛି ଯାହାକୁ ଯିଏ ବି ଦେଖୁଛି କେବଳ ପ୍ରଶଂସା ହିଁ କରୁଛି | ସୂଚନା ଅନୁଯାଇ ଏକ ଗ୍ରାମ ରେ ଅଷ୍ଟ ପ୍ରହରୀ ର ଆୟୋଜନ କରା ଯାଇଛି ଏବଂ ସେଠାରେ ଢୋଲ, ମୃଦଙ୍ଗ ଓ ସଦ୍ଧ କୀର୍ତ୍ତନ ରେ ପୁରା ଅଞ୍ଚଳ ପୁରି ଉଠୁଛି |

ତେବେ ସବୁଠୁ ଆକର୍ଷିତ ର କଥା ହେଉଛି ଯେ ସେହି କୀର୍ତ୍ତନ ରେ ଅନେକ ମହିଳା ଆସିଛନ୍ତି ଯେଉଁ ମାନେ ଖାଣ୍ଟି ସମ୍ବଲପୁରୀ ଅଟନ୍ତି | ଆଉ କିଛି ପୁରୁଷ ଢୋଲ ମୃଦଙ୍ଗ ବଜାଇ ହରେ କୃଷ୍ଣ ହରେ ରାମ ନାମ ଖ ସମ୍ବଲପୁରୀ ଢାଞ୍ଚା ରେ ଗାଉଛନ୍ତି ଆଉ ତାର ତାଳେ ତାଳେ ମହିଳା ମାନେ ସମ୍ବଲପୁରୀ ନାଚ ଅଣ୍ଟା ହଲେଇ ହଲେଇ ନୃତ୍ୟ ପରିବେଷଣ କରୁଛନ୍ତି | ସେହି ମହିଳା ମାନେ ଏବଂ ପୁରୁଷ ମାନେ ଏପରି ସମ୍ବଲପୁରୀ ବେସ ରେ ସଜ ପୋଷକ ହୋଇ ଥିଲେ ତାକୁ ଦେଖିଲେ ମଧ୍ୟ ଆପଣ ଦୃଷ୍ଟି ଫେରାଇ ପାରିବେ ନାହିଁ |

ତେବେ ସେହି ଅଷ୍ଟ ପ୍ରହରୀ କେବଳ ଗ୍ରାମ ବାସୀ ଥିଲେ ତାହା ନୁହେଁ ବରଂ ଏହା ଏତେ ଆଡମ୍ବର ସହ ଆୟୋଜନ ହୋଇ ଥିଲା ଯେ ଅନେକ ବାହାର ଲୋକ ମଧ୍ୟ ଏହାକୁ ଦେଖିବା ଆସି ଥିଲେ ଆଉ ଏହାର ଖୁବ ଭକ୍ତି ସହକାରରେ ଉପଭୋଗ ମଧ୍ୟ କରି ଥିଲେ | ତେବେ ଆଜି ର ଦୁନିଆଁ ଏଭଳି ମନଲୋଭା ସଂକୀର୍ତନ ଖୁବ କମ ଦେଖିବା ପାଇଁ ମିଳୁଛି କାରଣ ପ୍ରାୟ ସମସ୍ତେ ମଡ଼ର୍ନ ରୂପେ ଅଷ୍ଟପ୍ରହରୀ କରୁଛନ୍ତି, ଏହା ସମାଜ ପାଇଁ ଖୁବ ଲଜ୍ୟା ଜନକ ଘଟଣା ଅଟେ | କିନ୍ତୁ ବେଳେ ବେଳେ ଏଭଳି ଅଷ୍ଟ ପ୍ରହରୀ ମନ କୁ ଖୁବ ଆନନ୍ଦ ଦେଇ ଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।