
ଓଃ..କି..ଡ୍ୟାନ୍ସ – ରଗଡି ଦେଲା କୁନି ପୁଷ୍ପା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ତେବେ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଟଲିଉଡ଼ ଫିଲ୍ମ , “ପୁଷ୍ପା” ର ରୋମାଣ୍ଟିକ ଗୀତ “ଶ୍ରୀ ବଲୀ” ଗୀତ ଟି ବହୁତ ମାତ୍ରା ରେ ଚର୍ଚ୍ଚା ରେ ରହିଛି। ଏହି ଗୀତ ଟିକୁ ଆପଣ ପ୍ରାୟ ସମସ୍ତ ଙ୍କର ମୋବାଇଲ ରୁ ପାଇବେ ,ଏହି ଗୀତ କୁ ନେଇ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ଭିନ୍ନ କଳାକାର ଏବଂ ସେଲିବ୍ରେଟି ମାନ ଙ୍କୁ ଡ଼୍ୟାନ୍ସ କରିବାର ନଜର ରେ ଆସିଛନ୍ତି।
ତେବେ ଏହି ଗୀତ ରେ ସମସ୍ତେ ଆଲୁ ଅର୍ଜ୍ଜୁନ ଙ୍କର ଷ୍ଟେପ ଟିକୁ କରୁଛନ୍ତି। ତେବେ ଏହି ଗୀତ ରେ ଏକ ରିଲ ଭିଡ଼ିଓ କରିଛନ୍ତି ଜଣେ କୁନି ପୁଅ ଯାହାକି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି। ତେବେ ସେହି ଭିଡିଓ ଟି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଡିଜିଟାଲ ର ଯୁବରେ ଲୋକମାନେ ସୋସିଆଲ ମିଡ଼ିଆ କୁ ନିଜର ଗୁଣ ଦେଖାଇବା ର ପ୍ଲାଟଫର୍ମ ଭାବରେ ବାଚିଛନ୍ତି। ଯେଉଁ ସବୁ ନୂଆ ଏବଂ ଲୋକପ୍ରିୟ ଗୀତ କିମ୍ବା ଡାଇଲଗ ଆସୁଛି ତାହାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ରିଲ ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି। ତେବେ ଲୋକମାନେ ମଧ୍ୟ ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି ଯାହା ତାଙ୍କୁ ଖୁସି ଦେଉଛି ମଧ୍ୟ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ , ଟଲିଉଡ଼ ବା ତେଲୁଗୁ ଫିଲ୍ମ “ପୁଷ୍ପା” କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ଫିଲ୍ମ ଟି ଯେତିକି ଲୋକପ୍ରିୟତା ହାସଲ କରିଛି ତା ଠାରୁ ତାର ଗୀତ ଗୁଡ଼ିକ ଲୋକଙ୍କ ମନ କୁ ବେଶ ଆକୃଷ୍ଟ କରିଛି। ତେବେ ବର୍ତ୍ତମାନ ଏହି ଫିଲ୍ମ ର ,ରୋମାଣ୍ଟିକ ଗୀତ “ଶ୍ରୀ ବଲୀ” ରେ ଜଣେ କୁନି ପିଲା ଟିର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ରେ ରହିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଏହି କୁନି ପିଲା ଟି ଠିକ ଭାବରେ ଚାଲିବା ଶିକ୍ଷା କରିନାହାନ୍ତି ମାତ୍ର ସେ ଯେଉଁ ଭଳି ଡ଼୍ୟାନ୍ସ କରୁଛନ୍ତି ତାହା ଦେଖିଲେ ଆପଣ ଆବାକ ହୋଇ ରହିଯିବେ।
ତେବେ କୁନି ପିଲା ଟି ଘରେ ଟିଭି ରେ ଆଲୁ ଅର୍ଜ୍ଜୁନ ଙ୍କର “ଶ୍ରୀ ବଲୀ” ଗୀତ ଟି କୁ ଲଗାଇ ସେଥିରେ ଡ଼୍ୟାନ୍ସ କରୁଛନ୍ତି। ଫିଲ୍ମ ରେ ଯେଉଁ ଭଳି ଭାବରେ ଆଲୁ ଅର୍ଜ୍ଜୁନ ଗୋଟିଏ ହାତକୁ ଉପରକୁ କେମ୍ପା କରି ପାଦ ଘୋଷାଡି ଘୋଷାଡି ଚାଲୁଛନ୍ତି କୁନି ପିଲା ଟି ଠିକ ସେହିପରି କରୁଛି।
ତାର କୁନି କୁନି ପାଦ କୁ ଘୋଷାଡି ନେଇ ହାତ କୁ ଉପରକୁ ଉଠିଦେଇ ଡ଼୍ୟାନ୍ସ କରୁଛନ୍ତି। ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ତାଙ୍କର ପରିବାର ଲୋକେ ସେୟାର କରିଥିଲେ। ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସବୁ ଏହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।