ସବୁ ସମୟ ଖବର ସାଥିରେ

ଓଃ କି ଡ୍ୟାନ୍ସ ! ” ଢାଉଁ ଢାଉଁ ଢାଉଁ ବାଜୁଛି ବାଜା ” ଗୀତରେ ଦିଦି ଙ୍କ ଠୁମକା ଡ୍ୟାନ୍ସ ଭାଇରାଲ…

0 7

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେ ବିଷୟରେ ଅଧିକ ଆଲୋଚନା କରିବା |

ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆ ଠୁ ଆରମ୍ଭ ସମସ୍ତ କ୍ଷେତ୍ରରେ ବହୁତ ମାତ୍ରାରେ ପ୍ରଶଂସାର ପାତ୍ର ହେଇ ପାରିଛି ତାହା ହେଉଛି ଏକ ଅଙ୍ଗନବାଡି ର | ଯେଉଁ ଠାରେ ଜଣେ ଅଙ୍ଗନବାଡି ଦିଦି ନିଜର ବୃଦ୍ଧି ଓ ଦକ୍ଷତା ବଳରେ ପିଲାଙ୍କୁ ସଫଳତା ସହିତ ପାଠ ପଢାଇ ପାରୁଛନ୍ତି | ତେବେ ଯେଉଁ ବୟସ ରେ ଛୋଟ ପିଲାଙ୍କୁ ସମ୍ଭାଳିବା କଷ୍ଟକର ହେଇଥାଏ ସେହି ବୟସରେ ପିଲାଙ୍କୁ ଏହି ଅଙ୍ଗନବାଡି ଦିଦି ବହୁତ ସୁନ୍ଦର ଭାବରେ ପାଠ ପଢାଇବାରେ ନଜର ଆସିଛନ୍ତି |

ତେବେ ଏହି ଅଙ୍ଗନବାଡି ଦିଦିଙ୍କ ଜଣଙ୍କ ପିଲାଙ୍କୁ ଆଧ୍ୟାତ୍ମିକ ଓ ପୌରାଣିକ କଥା ବୁଝେଇବା ପାଇଁ ଡ୍ୟାନ୍ସ କରିବା ସହିତ ମାମୁ କଂସ ଓ ଶ୍ରୀକୃଷ୍ଣ ଙ୍କ କାହାଣୀ କୁ ଅଭିନୟ ମାଧ୍ୟମ ରେ ବହୁତ ସୁନ୍ଦର ଭାବରେ ବୁଝାଇବାରେ ଦେଖାଯାଇଛି | ଯେମିତିକି ଆପଣ ଜାଣିଛନ୍ତି ସରକାର ସବୁବେଳେ ପିଲାଙ୍କ ପଢ଼ା ପ୍ରତି ତତ୍ପର ଦେଖାଯାନ୍ତି ଠିକ ସେହି ପରି ଅଙ୍ଗନବାଡି ଦିଦି ଙ୍କ ପାଠ ପଢାଇବାର କୌଶଳ ଦେଖି ଆପଣ ମାନେ ବୁଝିସାରିଥିବେ | ତେବେ ଦିଦି ଙ୍କର ଏପରି ପାଠ ପଢେଇବା ର ଚେଷ୍ଟା ସମସ୍ତଙ୍କୁ ବେଶ ଆକର୍ଷିତ କରିଥିବା କୁହାଯାଇଛି |

ପିଲା ମାନଙ୍କ ସହିତ ପିଲା ହେଇ ଦିଦି ଯେମିତି ସେମାନଙ୍କୁ ଶିକ୍ଷା ଦେଉଛନ୍ତି ତାହା ବହୁତ ପ୍ରଶଂସନୀୟ ବୋଲି କୁହାଯିବା ସହିତ ଭିଡ଼ିଓ ଭାଇରାଲ ହେବାର କିଛି ସମୟ ପରେ ସେ ବହୁତ ପ୍ରଶଂସାର ପାତ୍ର ହେଇପାରିଛନ୍ତି | ଆଉ ପିଲା ମାନଙ୍କର ପାଠ ପଢ଼ିବାର ଇଚ୍ଛା କୁ ବଢାଇବା ପାଇଁ ଦିଦି ଜଣଙ୍କକର ଏହିଭଳି ଚେଷ୍ଟା ସମସ୍ତଙ୍କୁ ବେଶ ପସନ୍ଦ ଆସିଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।