ସବୁ ସମୟ ଖବର ସାଥିରେ

ଅର୍ଜୁନ ଛାଲ ଏବଂ ଡାଲଚିନିର କାଢା କେବଳ ୩୦ ଦିନ ପିଅନ୍ତୁ, ଆଶ୍ଚର୍ଯ୍ୟକାରୀ ଫାଇଦା ମିଳିବ ,୧୦୦%ଗ୍ୟାରେଣ୍ଟି

0 13

ଆଜି ଆମେ ଆପଣ ମାନଙ୍କୁ ଏକ ଚମତ୍କାରୀ ଘରୋଇ ଉପଚାର ବାବଦରେ ଜଣାଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟକାରୀ ଫାଇଦା ଦେବ। ତେବେ ଆଜି ଆମେ ଆପଣଙ୍କୁ ଅର୍ଜୁନ ଗଛ ଛାଲି ଓ ଡାଲଚିନି ମିଶାଇ ଏକ କାଢାର ପ୍ରସ୍ତୁତି ପ୍ରଣାଳୀ ବାବଦରେ ଜଣାଇବୁ। ଯାହା ଆପଣଙ୍କ ଶରୀର ପାଇଁ ଖୁବ୍ ଉପକାରୀ।ତେବେ ଆପଣ ମାନେ ତ ଡାଲଚିନିର ଫାଇଦା ବାବଦରେ ଜାଣିଥିବେ। ଏହା ଖାଦ୍ୟର ସୁଗନ୍ଧ ଓ ଟେଷ୍ଟ ବଢ଼ାଇବା ସହିତ ଏହା ଶରୀରକୁ ମଧ୍ୟ ଖୁବ୍ ବେନିଫିଟସ୍ ଦେଇଥାଏ। ଯଦି ଆମେ ଅର୍ଜୁନ ଗଛ ଛାଲି କଥା କହିବା ତାହାଲେ ଏଥିରେ ଭରପୁର ମାତ୍ରାରେ ଔଷଧୀୟ ଗୁଣ ଭରି ରହିଛି। ତେବେ ଯଦି ଆପଣ ଏହି ଦୁଇଟି ସାମଗ୍ରୀକୁ ମିଶାଇ ବ୍ୟବହାର କରିବା ତେବେ ଏଥିରୁ ଆମକୁ ଦୁଇ ଗୁଣା ଫାଇଦା ମିଳିବ। ତେବେ ପ୍ରଥମେ ଜାଣିବା ଏଥିରୁ କଣ କଣ ଫାଇଦା ମିଳିଥାଏ।
ପ୍ରଥମତଃ ଯଦି ଆପଣଙ୍କୁ ହାର୍ଟ ସମ୍ଭନ୍ଧିତ କିଛି ସମସ୍ୟା ରହିଛି କିମ୍ବା ହାର୍ଟ ଦୁର୍ବଳ ରହିଛି। ତେବେ ଏହାର ସେବନ ଆପଣ ପ୍ରତିଦିନ କରିବା ଉଚିତ୍। ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ କୋଲେଷ୍ଟର କଣ୍ଟ୍ରୋଲ ହୋଇଥାଏ। ଏବଂ ଆପଣଙ୍କ ବିପି ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଏହା ସହିତ ଅର୍ଜୁନ ଗଛ ଛାଲି ଆପଣଙ୍କ ବ୍ଲଡକୁ ପତଳା କରିବାରେ ସାହାଯ୍ୟ କରିଥାଏ ଏବଂ ରକ୍ତ ଗଢ଼ାହୋଇ ଜମିବା ପାଇଁ ଦେଇ ନଥାଏ। ଯେଉଁଥି ପାଇଁ ହୃଦଘାତ ହେବାର ଡର ରହି ନଥାଏ। ଡାଇବେଟିସ ରୋଗୀଙ୍କ ପାଇଁ ଏହି ଅର୍ଜୁନ ଗଛ ଛାଲି ଓ ଡାଲଚିନିର କାଢା ରାମବାଣ ସଦୃଶ। ଏହା ସେବନ କରିବା ଦ୍ୱାରା ଆପଣଙ୍କ ସୁଗାର କଣ୍ଟ୍ରୋଲ ରହିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଥାଏ। ତେବେ ସବୁଠାରୁ ବଡ଼ କଥା ହେଉଛି ଏହା ଓଜନ ମଧ୍ୟ କମ୍ କରିଥାଏ।
ତେବେ ଏବେ ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ବାବଦରେ ଜାଣିବା:-ପ୍ରଥମେ ଆପଣ ଗ୍ୟାସ ଅନ କରି ଏକ ପାତ୍ର ବସାନ୍ତୁ ସେଥିରେ ଗୋଟିଏ ଗ୍ଲାସ ପାଣି ଦିଅନ୍ତୁ।ପାଣି ଅଳ୍ପ ଗରମ ହେଲା ପରେ ସେଥିରେ ଏକ ଚାମଚ୍ ଅର୍ଜୁନ ଛାଲି ଗୁଣ୍ଡ ଓ ଅଧ ଚାମଚ ଡାଲଚିନି ଗୁଣ୍ଡ ପକାଇ ଭଲ ଭାବରେ ଫୁଟାନ୍ତୁ। ଏହାକୁ ସେତେ ସମୟ ଫୁଟାନ୍ତୁ ଯେତେ ପର୍ୟ୍ୟନ୍ତ ଏହା ଅଧା ହୋଇ ନଯାଇଛି। ଏବେ ଗ୍ୟାସ ବନ୍ଦ କରି ଏହାକୁ ଏକ କପକୁ ଛାକି ନିଅନ୍ତୁ। ଏହାକୁ ଆପଣ ଦିନକୁ ଥରେ ପିଇ ପାରିବେ। ସକାଳୁ ଖାଲି ପେଟରେ ଯଦି ଆପଣ ଏହାକୁ ସେବନ କରୁଛନ୍ତି ତାହା ଏହା ଭଲ ଫାଇଦା ଦେବ।

ତେବେ ଆପଣ ଏହାକୁ ଅନ୍ୟ ଉପାୟରେ ମଧ୍ୟ ପ୍ରସ୍ତୁତିକରି ପାରିବେ। ଏକ କପ୍ ପାଣିକୁ ଫୁଟାଇ ଏଥିରେ ଏକ ଚାମଚ୍ ଅର୍ଜୁନ ଛାଲି ଗୁଣ୍ଡ ଓ ଅଧ ଚାମଚ ଡାଲଚିନି ଗୁଣ୍ଡ ପକାନ୍ତୁ ଟିକେ ଫୁଟି ଆସିଲା ପରେ ଏଥିରେ କ୍ଷୀର ଓ ଗୁଡ଼ର ପ୍ରୟୋଗ କରନ୍ତୁ। ଏବେ ଏହାକୁ କପକୁ କାଢି ସେବନ କରି ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।