ସବୁ ସମୟ ଖବର ସାଥିରେ

Sed news -ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ Ollywood ହୀରୋ Babushan Mohanty… ଡାକ୍ତର କହିଲେ ଏମିତି କଥା ଶୁଣିଲେ ହୋସ ଉଡିଯିବ , ଦେଖନ୍ତୁ Video

0 10

ଆପଣ ମାନେ ଜାଣି ଥିବେ କି ବାବୁଶାନ୍ ତୃପ୍ତି ଓ ପ୍ରକୃତିଙ୍କ ବାବଦକୁ ନେଇ ବାପ ଘରେ ରହୁଥିଲେ ତୃପ୍ତି। ଏମିତିକି ପୁଅ ଗୁଆନ୍ କୁ ମଧ୍ୟ ସାଥିରେ ନେଇ ବାପ ଘରେ ରହୁ ଥିଲେ ତୃପ୍ତି। କିନ୍ତୁ ସେ ଏବେ ସବୁ ରାଗଋଷା ଭୁଲି ସ୍ବାମୀଙ୍କ ପାଖକୁ ଫେରି ଆସିଛନ୍ତି ବୋଲି ସୂଚନା ମିଳିଛି। ବାବୁଶାନ୍ ଙ୍କ ଦେହ ଖରାପ୍ କଥା ଶୁଣିବା ପରେ ସବୁ ରାଗ ଋଷା ଭୁଲି ହସ୍ପିଟାଲରେ ପହଁଚି ଛନ୍ତି ତୃପ୍ତି ।ଯେଉଁ ହସ୍ପିଟାଲ ରେ ବାବୁଶାନ୍ ଚିକିତ୍ସା ହେଉଥିଲେ ସବୁ ରାଗ ଅଭିମାନ ଭୁଲି ବାବୁଶାନ୍ ଙ୍କ ପାଖରେ ବସି ରହିଛନ୍ତି ତୃପ୍ତି।
ହଁ ଆଜ୍ଞା ପତିପତ୍ନୀ ଓ ପ୍ରକୃତିଙ୍କ ବିବାଦ ପରେ ବାପ ଘରେ ରହୁଥିଲେ ତୃପ୍ତି। ଏମିତିକି ତାଙ୍କ ପୁଅ ଗୁଆନ୍ କୁ ବି ପାଖରେ ନେଇ ରଖିଥିଲେ। ତେବେ ତୃପ୍ତି କେବେ ବାପ ଘର ଛାଡି ପୁଣି ଥରେ ବାବୁଶାନ୍ ଙ୍କ ପାଖକୁ ଫେରି ଆସିବେ ତାକୁ ନେଇ ଲାଗି ରହିଥିଲା ଚର୍ଚ୍ଚା। କିନ୍ତୁ ଏବେ ଏହି ଚର୍ଚ୍ଚା ବନ୍ଦ ହୋଇ ଯାଇଛି କାହିଁକି ନା ସ୍ବାମୀଙ୍କ ଦେହ ଖରାପ କଥା ଶୁଣି ସ୍ବାମୀଙ୍କ ପାଖକୁ ଫେରି ଆସିଛନ୍ତି ସ୍ତ୍ରୀ ତୃପ୍ତି ଆଉ ସେ ଏବେ ବାବୁଶାନ୍ ଙ୍କ ପାଖରେ ବସି ରହିଛନ୍ତି। ଯାହାର ଏକ ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏକ ଘରୋଇ ହସ୍ପିଟାଲରେ ବାବୁଶାନ୍ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଯତ୍ନ ନେଉଛନ୍ତି ସ୍ତ୍ରୀ ତୃପ୍ତି। ତେବେ ବାବୁଶାନ୍ ପାଖରେ ଖାଲି ତୃପ୍ତି ନାହାଁନ୍ତି ତାଙ୍କ ପରିବାର ସମେତ ବନ୍ଧୁ ବାନ୍ଧବ ମଧ୍ୟ ବାବୁଶାନଙ୍କ ପାଖରେ ରହିଛନ୍ତି।

ଲୋକପ୍ରିୟ ଅଭିନେତା ତଥା ଓଲିଉଡ଼ ସୁପରଷ୍ଟାର ବାବୁଶାନ୍ ମହାନ୍ତି ଏବେ ଖୁବ୍ ଅସୁସ୍ଥ ହୋଇ ପଡିଛନ୍ତି।କୁହା ଯାଉଛି କି କିଛି ଦିନ ଆଗରୁ ବାବୁସାନ୍ ମହାନ୍ତି ଦମନ୍ ଫିଲ୍ମ୍ ର ପ୍ରୋମାସନ୍ କରିବା ପାଇଁ ଲଦାକ୍ ଯାଇଥିଲେ। ଆଉ ସେଠାରେ ବାଇକ ଚଳାଇବା ପରେ ତାଙ୍କର ଅକ୍ସିଜେନ ଲେବୁଲ୍ କମ୍ ହୋଇ ଯାଇଥିଲା।ଆଉ ଲଦାକ୍ ରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରି ଆସିଥିଲେ। ମାତ୍ର ଏଠାରେ ପୁଣି ସେ ନିଜକୁ ଅସୁସ୍ଥ ମନେ କରିଥିଲେ। ଆଉ ସିଧା ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ଆଉ ପାଞ୍ଚ ଦିନ ହେବ ବାବୁଶାନ୍ ଚିକିତ୍ସିତ ହେଉଛନ୍ତି ।

ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା ବେଳେ ଆଉ କିଛି ଦିନ ପରେ ଘରକୁ ଫେରିବା ନେଇ ସୂଚନା ମିଳିଛି। ତେବେ ସବୁଠାରୁ ବଡ କଥା ହେଉଛି ବାବୁଶାନ୍ ଙ୍କ ଦେହ ଖରାପ ହେବା କଥା ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ପ୍ରଶଂସକ ମାନେ ବାବୁଶାନ୍ ଖୁବ୍ ଶୀଘ୍ର ଠିକ୍ ହେଇ ଯାଆନ୍ତୁ ବୋଲି ସମସ୍ତେ କାମନା କରିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।