
ଦେଖନ୍ତୁ ଭୟାନକ ଦୃଶ୍ୟ : ହେ ଭଗବାନ ! ବିମାନ ସହ ଖସିପଡିଥାନ୍ତେ ମୁଖ୍ୟମନ୍ତ୍ରୀ… ଦେଖନ୍ତୁ ଏହି 2-ମିନିଟ୍ 2ସେକେଣ୍ଡର ଭିଡିଓ…
ବିମାନ ସହ ଖସି ପଡ଼ିଥାନ୍ତେ ମୁଖ୍ୟମନ୍ତ୍ରୀ କିନ୍ତୁ ଅଳ୍ପକେ ବତ୍ତିଗଲେ ସମସ୍ତେ, ଆଉ କେମିତି ଏପରି ହେଲା ଏହି ଦୁର୍ଘଟଣା, ଯାହାକୁ ନେଇ ସମସ୍ତେ ଜାଣିବା ପାଇଁ ସମସ୍ତେ ବହୁତ ଆଶାୟୀ ହେଉଥିବା ବେଳେ ସହାନୁଭୂତିର ବାର୍ତ୍ତା ଜଣାଇଛନ୍ତି ସୋସିଆଲ ମେଡିଆ ଭିୟୁର ମାନେ ।ତେବେ ଆଜିର ସମୟରେ ସୋସିଆଲ ମେଡିଆରେ ଠାରୁ ବଡ଼ ମାଧ୍ୟମ କିଛି ନାହିଁ ଯାହା ଖୁବ ସହଜରେ ଛୋଟ ଘଟଣାଟିକୁ ଭାଇରଲ କରିପାରିବ ।ଆଉ ନିକଟରେ ଜଣେ ମୁଖ୍ୟମନ୍ତ୍ରୀ ଙ୍କ ସହ ଘଟିବାକୁ ଯାଉଥିବା ଏକ ବିମାନ ଦୁର୍ଘଟଣା ଯାହା ସୋସିଆଲ ଖୁବ ଆଲୋଚନା ର ବିଷୟ ପାଲଟିଛି ।
ତେବେ ଦୁର୍ଘଟଣା କଥା କିଛି ଆଗରୁ କହିହେବ ନାହିଁ କାରଣ ଯିଏ ଯେତେ ବଡ଼ ଅଧିକାରୀ ହେଇଥିଲେ ବି ସମସ୍ତେ ନିଶ୍ଚିତ ଅସୁବିଧା ଓ ଦୁର୍ଘଟଣା ଗୁଡିକର ସମ୍ମୁଖୀନ ହେଇଥାନ୍ତି ।କିନ୍ତୁ ଯେଉଁ ମାନଙ୍କର ଭାଗ୍ୟ ଭଲଥାଏ ସେମାନେ ସମୟ ଥାଉ ଥାଉ ସେହି ଦୁର୍ଘଟଣା ଗୁଡିକରୁ ସୁରକ୍ଷିତ ହେଇ ପାରନ୍ତି ।
ତେବେ ଆମେ ଯେତେବେଳେ କୌଣସି ଯାନବାହାନ ରେ ଯାତାୟାତ କରୁ ସେତେବେଳେ କୋଉଠି ସେହି ଯାନରେ ତ୍ରୁଟି ଦେଖାଯିବ ତାହା କହିହେବ ନାହିଁ ।ତେବେ ନିକଟରେ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ର ଶିକାର ହେବାରୁ ବର୍ତିଯାଇଛନ୍ତି ।
ଆପଣ ମାନେ ସମସ୍ତେ ଜାଣିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ,କାରଣ ସେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଯିଏ ସନ୍ୟାସୀ ହେଇ ବି ମୁଖ୍ୟମନ୍ତ୍ରୀ ଅଟନ୍ତି ।ତେବେ ସେହି ମୁଖ୍ୟମନ୍ତ୍ରୀ ଆଜି ବହୁତ ବଡ଼ ବିପଦରୁ ଅଳ୍ପକେ ବର୍ତି ଯାଇଛନ୍ତି ନହେଲେ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଅବସ୍ଥା ବହୁତ କଠିନ ହେଇ ପଡ଼ିଥାନ୍ତା ।ତେବେ କଣ ଏମିତି ହେଇଥିଲା ତାଙ୍କ ସହିତ ଆସନ୍ତୁ ଜାଣିବା,ସୂଚନା ଅନୁଯାୟୀ ଲୋକ୍ଷନ ଯିବାକୁ ବାହାରିଥିଲେ ମୁଖ୍ୟମନ୍ତ୍ରୀ ସେଥିପାଇଁ ପ୍ରସ୍ତୁତି ହେଲା ହେଲିକ୍ୟାପ୍ଟର ।ଆଉ ବିମାନରେ ବସିଥାନ୍ତି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କିନ୍ତୁ ବିମାନ ଉଡିବା ଆରମ୍ଭ କରିବା ପରେ ଘଟିଲା ଏକ ଦୁର୍ଘଟଣା ଆଉ ଦୋହଲି ଗଲା ସମ୍ପୂର୍ଣ୍ଣ ହେଲିକ୍ୟାପ୍ଟର ।
ତେବେ ଶନିବାର ବାରଣାସୀରେ କାଶୀ ବିଶ୍ୱନାଥ ଙ୍କୁ ଦର୍ଶନ ସାରି ଲୋକ୍ଷନ ଅଭିମୁଖେ ଯାତ୍ରା କରିଥାନ୍ତେ ଯୋଗୀ ଆଦିତ୍ୟନାଥ, କିନ୍ତୁସେ ବସିଥିବା ବିମାନ ଉଡିବା ଆରମ୍ଭ କରିବା ପରେ ଗୋଟାଏ ପକ୍ଷୀ ବାଜି ଯାଇଥିଲା ବିମାନରେ ଆଉ ତାପରେ ପୁରା ବିମାନ ଦୋହଲିବାରେ ଲାଗିଥିଲା ।ତେବେ ପାଇଲଟ କିଛି ଅସୁବିଧା ହେବ ଜାଣିପାରି ସାଙ୍ଗେ ସାଙ୍ଗେ ବିମାନ ତଳକୁ ଅବତରଣ କରିଦେଇ ଥିଲେ ।
ଆଉ ବିପଦରୁ ବର୍ତୀ ଯାଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତେବେ ଏବେ ଏହି ଘଟଣା ଭାଇରଲ ହେବା ପରେ ଲୋକମାନେ ବହୁତ ଆଶ୍ୱାସନା ଭରା ମେସେଜ କରୁଛନ୍ତି ।କଥାରେ କୁହାଯାଏ ଅନନ୍ତ କି କରି ପାରିବେ ବଳବନ୍ତ, କାରଣ ଦେଖୁନାହାନ୍ତି ମୃତ୍ୟୁ ସମ୍ମୁଖରେ ଥାଇ ବି କେମିତି ମୃତ୍ୟୁ ମୁଖ୍ୟମନ୍ତ୍ରୀଙ୍କୁ ଛୁଇଁ ବି ପାରିଲା ନାହିଁ ।ଆଉ ସେ ସେହି ଦୁର୍ଘଟଣା ରେ ସମ୍ମୁଖୀନ ହେବା ଆଗରୁ ବର୍ତୀ ଯାଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।