
ଦେଖନ୍ତୁ Viral ଭିଡ଼ିଓ : ଭଗବାନ ଙ୍କ ଅଷ୍ଟପ୍ରହରୀ ରେ ରାସଲୀଳା, ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି..
ବନ୍ଧୁମାନେ ଠାକୁରଙ୍କୁ ଆରାଧନା ଓ ପୂଜା କରିବାର ବିଭିନ୍ନ ମାର୍ଗ ଓ ରୀତିନୀତି ରହିଛି କିନ୍ତୁ ସବୁଥିରେ ସମର୍ପଣ ଭାବ ରହିବା ଉଚିତ ।ତେବେ ଆଜିର ଯୁଗ ଆଧୁନିକ ଯୁଗ ତେଣୁ ଯେଉଁଥି ଦେଖିବେ ସେଠାରେ ଆଧୁନିକତାର ଚମକ ଦେଖିବାକୁ ମିଳିବ ।ତେବେ ସେ ଠାକୁର ହୁଅନ୍ତୁ ବା ତାଙ୍କ ଆରାଧନା କରିବା ହେଉ, କୋଉଠି ମୂର୍ତ୍ତିଙ୍କୁ ସ୍ମାର୍ଟଫୋନ ଧରେଇ ଲେଣି ତ କୋଉଠି ପେଣ୍ଟ ସାର୍ଟ ପିନ୍ଧେଇଲାଣି ।
ତେବେ ଆପଣ ଅଷ୍ଟପ୍ରହରୀ ତ ଦେଖିଥିବେ ଯେଉଁଠି ହରେ କୃଷ୍ଣ ନାଁ ଜପ କୀର୍ତ୍ତନ ହେଇଥାଏ ଆଉ ସେତେବେଳେ ସେହି ମାହଲ ପୁରା ପବିତ୍ର ନ୍ୟ ହେଇଯାଏ ।କିନ୍ତୁ ଏବେକାର କୀର୍ତନର ପରିଭାଷା ଓ ରୂପ ରଙ୍ଗ ବଦଳି ଯାଇଛି ।
ତେବେ ଯେପରି କୁହାଯାଏ କର୍ପୁର ଉଡି ଯାଇଛି ମାତ୍ର କଣା ପିଡ଼ି ରହିଛି, ଠିକ ସେହିପରି ଏବେ ଭକ୍ତିର ପ୍ରକୃତ ଅର୍ଥ ଭୁଲି ଯାଇଛନ୍ତି ସମସ୍ତେ କେବଳ ନାମକୁ ମାତ୍ର ଭଗବାନଙ୍କ ନାମ ନେବା କଥା ଆଉ ।ହୋମ,ଯଜ୍ଞ,ମଂଦିର ପ୍ରତିଷ୍ଠା ଆଦିରେ ଏହି ଅଷ୍ଟପ୍ରହରୀ ହେଇଥାଏ ତେବେ ଆଜିର ସମୟରେ ଯେଉଁପରି ଏହି ଅଷ୍ଟପ୍ରହରୀ ହରୁଛି ତାହା ଆପଣ ନିଜେ ଦେଖନ୍ତୁ ଏହି ଭିଡ଼ିଓରେ ।ତେବେ ଏହି ଭିଡ଼ିଓ ଯିଏ ବି ଦେଖୁଛି ସେ କହୁଛି ବାଃ ବାଃ ରେ ଦୁନିଆ ଶେଷରେ ନାମ କୀର୍ତନର ବି ରୂପ ରେଖ ବଦଳେଇ ଦେଲ ।
ଆଗରୁ ଯେତେବେଳେ ବି କୀର୍ତ୍ତନ ହେଉଥିଲା ସେଥିରେ ଭଗବାନଙ୍କ ନାମ ଯେମିତି ନିଆଁ ଯାଉଥିଲା ତାହା ଦେଖିଲେ ଓ ଶୁଣିଲେ ଆତ୍ମା ଶାନ୍ତି ଓ ତୃପ୍ତ ହେଇ ଯାଉଥିଲା କିନ୍ତୁ ଏହି ଦୃଶ୍ୟରେ ଦେଖନ୍ତୁ କେମିତି ଏକ ନିଆରା ଢଙ୍ଗରେ କୀର୍ତନ ଗୀତ ବୋଲା ଯାଉଛି ।ତେବେ ଦିନକୁ ଦିନ ସବୁକିଛି ଆଧୁନିକ ହେଇ ଗଲାଣି ଆଉ ଭଗବାନଙ୍କ ନାଁ କୀର୍ତିନ ବା କେମିତି ବାଦ ପଡିବ ।ତେଣୁ ସେଥିରେ ବି ମର୍ଡନ ଯୁଗର ଛାପ ଦେଇ ଦିଆ ଯାଉଛି କିନ୍ତୁ ଭାବିଲେ ସତରେ କଣ ଏହା କଟିବ ଠିକ କି !ତେବେ ଏହା ନୂଆ ନୁହେଁ କାରଣ ଆଗରୁ ବି ବହୁତ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେଉଁ ଥରେ ଅଷ୍ଟପ୍ରହରୀ ରେ ହରେ କୃଷ୍ଣ ଭିତରେ ମର୍ଡନ ଡ୍ୟାନ୍ସ କରିବାର ।
ତେବେ ଏହି ଅଷ୍ଟପ୍ରହରୀ ଭିଡ଼ିଓରେ ଦେଖିବାକୁ ମିଳୁଛି କିଛି ମହିଳା ଏମିତି ଭାବରେ ଅଷ୍ଟପ୍ରହରୀ ଗୀତ ଗାଉଛନ୍ତି ଯେ ଯାହା ଶୁଣିଲେ ଲାଗିବ କୋଉ ଗୋଟିଏ ଆଧୁନିକ ଗୀତ ପରି ।ଆଉ ଏହି ଗୀତରେ କିଛି ମହିଳା ନାଚୁଥିବାର ବି ଦେଖିବାକୁ ମିଳିଛି ।ତେବେ ଏଥିରେ ଆମେ ସେମାନଙ୍କର ଦୋଷ ବୋଲି କହି ପାରିବୁ ଯହିଁ କାରଣ ଆଜିର ଲୋକ ମାନଙ୍କର ପସନ୍ଦ ବଦଳିବାକୁ ଲାଗୁଚି ।ଆଉ ସେମାନେ ପସନ୍ଦ ଅନୁସାରେ ସବୁକିଛି ବଦଳିବାରେ ଲାଗୁଚି ତେବେ ଧୀରେ ଧୀରେ ଏହା ଏକ ଟ୍ରେଣ୍ଡ ରେ ପରିଣତ ହେବାକୁ ଲାଗିଲାଣି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।