ସବୁ ସମୟ ଖବର ସାଥିରେ

BREAKING NEWS -କଣ ଆପଣ ମାନଙ୍କ ପାଖରେ ବି କ’ଣ ପୁରୁଣା 1 ଟଙ୍କିଆ ନୋଟ୍ ଅଛି କି ? ତେବେ ଦେଖନ୍ତୁ 1 ଟଙ୍କା ବଦଳରେ ଆପଣଙ୍କୁ ମିଳିବ 7 ଲକ୍ଷ ଟଙ୍କା ,ସମସ୍ତଙ୍କୁ ସେୟାର କରି ଜଣାନ୍ତୁ…

0 34

କୁହାଯାଇଥାଏ କି ଭାଗ୍ୟ ଯେତେବେଳେ ସାଥ ଦେଇଥାଏ ସେତେବେଳେ ଅସମ୍ଭବ ବି ସମ୍ଭବ ହୋଇପାରେ। ଆମେ ଯେତେ ପରିଶ୍ରମ କରି ମଧ୍ୟ ଯେଉଁ ଜିନିଷ ପାଇ ପାରୁ ନଥାଉ ତାହା ବିନା ପରିଶ୍ରମରେ ମଧ୍ୟ ପାଇ ପାରୁ ଥାଉ। ଭାଗ୍ୟଦେବୀ ପ୍ରସନ୍ନ ରହିଲେ ମାଟି ବି ସୁନା ପାଲଟି ଯାଇପାରେ ଏବଂ ଆମେ ଅଦରକାରୀ ଭାବି ଯେଉଁ ପୁରୁଣା ଜିନିଷକୁ ସାମାନ୍ୟ ଭାବି ଅଣ ଦେଖା କରିଥାଉ ତାହା ଆମକୁ ମାଲା ମାଲ କରି ଦେଇଥାଏ। ସାମାନ୍ୟ ପୁରୁଣା ଜିନିଷର ମୁଲ୍ୟ ଢେର୍ ଅଧିକ ହୋଇ ଯାଇଥାଏ।
ତେବେ ଆପଣଙ୍କ ପାଇଁ ଆସିଛି ବହୁତ୍ ବଡ ଖୁସି ଖବର। ଆପଣ ମଧ୍ୟ ଗୋଟିଏ ସାମାନ୍ୟ ପୁରୁଣା ଜିନିଷ ବଦଳରେ ପାଇ ପାରିବେ ଲକ୍ଷ ଲକ୍ଷ ଟଙ୍କା। ଯଦି ଆପଣଙ୍କ ପାଖରେ ପୁରୁଣା ଏକ ଟଙ୍କିଆ ନୋଟ୍ ଓ ମୁଦ୍ରା ରହିଛି ତେବେ ଏହାକୁ ବିକ୍ରୟ କରି ଆପଣ ୨-୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିବେ ଏଥି ପାଇଁ ଆପଣଙ୍କୁ ପ୍ରଥମେ ପଇସା ଡ଼ଟ୍ କମରେ ନାମ ଓ ଇମେଲ ଆଡି ଦେଇ ପଞ୍ଜିକରଣ କରିବା ପାଇଁ ପଡ଼ିବ। ତେବେ ଆଜି ଆମେ ସେହି ଏକ ଟଙ୍କିଆ ନୋଟ୍ ଓ ଏକ ଟଙ୍କିଆ ମୁଦ୍ରା ବାବଦରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା କେଉଁ ଏକ ଟଙ୍କିଆ ନୋଟ୍ ଓ କେଉଁ ଏକ ଟଙ୍କିଆ ମୁଦ୍ରା ଆପଣଙ୍କୁ ମାଲା ମାଲ କରିବା ପାଇଁ ଯାଉଛି
ଯଦି ଆପଣଙ୍କ ପାଖରେ ସ୍ଵାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ଏକ ଟଙ୍କିଆ ମୁଦ୍ରା ରହିଛି ତେବେ ଆପଣ ଏହାକୁ ବିକ୍ରୟ କରି ପାରିବେ। ଏହି ମୁଦ୍ରାର ଦାମ ରହିଛି ପାଖାପାଖି ଦୁଇ ଲକ୍ଷ ଟଙ୍କା। ଏହାଛଡା ଆପଣଙ୍କ ପାଖରେ ଯଦି ବ୍ରିଟିଶ ଶାସନ ସମୟ ପ୍ରଚଳିତ ଥିବା ଏକ ପୁରାତନ ଟଙ୍କିଆ ମୁଦ୍ରା ରହିଛି ତାକୁ ମଧ୍ୟ ଆପଣ ବିକ୍ରୟ କରି ପାରିବେ ଏହାର ଦାମ ମଧ୍ୟ ଦୁଇ ଲକ୍ଷ ଟଙ୍କା ରହିଛି।
ଯଦି ଆପଣଙ୍କ ପାଖରେ ୧୯୯୪ ମସିହାର ଏକ ଟଙ୍କିଆ ନୋଟ୍ ରହିଛି ତେବେ ଆପଣଙ୍କ ଭାଗ୍ୟ ବଦଳିବା ପାଇଁ ଯାଇଛି। କିନ୍ତୁ ଏହି ନୋଟ୍ ର ପଛ ପଟରେ ଭାରତ ମାନଚିତ୍ର ରହିଥିବା ଆବଶ୍ୟକ। ଯଦି ଆପଣଙ୍କ ପାଖରେ ଏହି ନୋଟ୍ ରହିଛି ତାକୁ ଆପଣ ୭ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରୟ କରି ପାରିବେ।ଯଦି ଆପଣଙ୍କ ପାଖରେ ୧୯୪୫ ମସିହାର ଏକ ଟଙ୍କିଆ ନୋଟ୍ ରହିଛି ତାକୁ ମଧ୍ୟ ଆପଣ ୯୫ ହାଜର ଟଙ୍କା ମୂଲ୍ୟରେ ବିକ୍ରୟ କରି ପାରିବେ।ତେବେ ଡେରି ନ କରି ଆପଣଙ୍କ ପାଖରେ ଏହି ସବୁ ନୋଟ୍ ଓ ମୁଦ୍ରା ଅଛି କି ନାହିଁ ଚେକ୍ କରି ନିଅନ୍ତୁ। କାରଣ ଏହା ଆପଣଙ୍କୁ ମାଲାମାଲ କରିଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।