
କମେଡିଆନ ସୁଜିତ ସାମଲ ବା ଯାହାଙ୍କୁ ଆମେ ଟୁଲୁ ବୋଲି କହିଥାଉ, ସେ ନିଜର ଅଭିନୟ କେରିୟର ବିଷୟରେ କଣ କହିଛନ୍ତି ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ …
ତେବେ ବନ୍ଧୁଗବ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହୋଇଥାଏ | ଆଉ କେତେ ଜଣ ଏମିତି ବି କଳାକାର ମାନେ ଅଛନ୍ତି ଯେଉଁମାନେ କି ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ପାଖକୁ ପହଞ୍ଚି ପାରିଛନ୍ତି | ତାହା ସହିତ ବହୁତ ପ୍ରସଂଶାର ଅଧିକାରୀ ମଧ୍ୟ ହେଇ ପାରିଛନ୍ତି ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ ର କମେଡିଆନ ସୁଜିତ ସାମଲ ବା ଯାହାଙ୍କୁ ଆମେ ଟୁଲୁ ବୋଲି କହିଥାଉ | ଆଉ ସେ ଏହି ଅଭିନୟ ଦୁନିଆକୁ ଆସିବା ପାଇଁ କଣ ସବୁ କରିଛନ୍ତି ଆଉ କେତେ ଦୁଃଖ ଆଉ କଷ୍ଟ ସହିଛନ୍ତି ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା |
ତେବେ ଆମେ ଜାଣିଛୁ କି କମେଡି ହେଉଛି ଗୋଟିଏ ଏମିତି ଜିନିଷ ଯାହା ଆମ ମାନଙ୍କ ମନରେ ଯେତେ ବି ଦୁଃଖ ଆଉ କଷ୍ଟ ଥାଉ ନା କାହିଁକି ତାହା ସବୁ କୁ ଦୂରେଇ ଦିଏ ଆଉ ଆମ ମନରେ ଖୁସି ଆଣି ଦେଇଥାଏ | ତେବେ ଟୁଲୁ ଙ୍କର ଘର ହେଉଛି କଟକ ଜିଲାଲ ର ବଡପାଟଣା ଠାରେ | ଆଉ ଜଣେ ଗରିବ ପରିବାରରେ ଜନ୍ମ କରିଥିଲେ | ତେବେ ପିଲାଟି ଦିନରୁ ତାଙ୍କର ଏକ୍ଟିଂ ପ୍ରତି ଇଚ୍ଛା ଥିଲା | ଆଉ ପାରିବାରିକ ଅନଟନ ଭିତରେ ସେ ନବମ ଶ୍ରେଣୀ ଯାଏ କେବଳ ପାଠ ପଢ଼ିଥିଲେ | ଆଉ ତାହା ପରେ ପଠା ପଢି ଛାଡି ଦେଇଥିଲେ ବୋଲି କହିଛନ୍ତି |
. ତେବେ ତାଙ୍କର ସୁରଟ ରୁ ଫେରିଲେ ପିଉସା, ବାଇକ ଲଭର ଓ ଧନ ର ବାହାଘର ଭଳି ଅନେକ କମେଡି ରେ ଏକ୍ଟିଂ କରିଛନ୍ତି | ଆଉ ଏବେ ସେ 6-7 ଟି ଇୟୁଟୁବ ଚେନାଲ ରେ ମଧ୍ୟ କାମ କରୁଛନ୍ତି | ତେବେ ସେ ଜଗନ୍ନାଥ ପ୍ରେମି ଅଟନ୍ତି |ଆଉ ସେ ସକାଳେ ଆଉ ସନ୍ଧ୍ୟା ରେ ଜଗନ୍ନାଥ ଙ୍କୁ ପୂଜା କରିଲା ବେଳେ କୁହନ୍ତି କି ଭଗବାନ ତାଙ୍କୁ ଯେମିତି ଗୁଲୁଆ ଭାଇଙ୍କ ପାଖକୁ ପଠେଇ ଦିଅନ୍ତୁ | ଆଉ ସେ ସେଠାରେ କାମ କରିବେ ବୋଲି | ଆଉ ତାଙ୍କର ସ୍ୱପ୍ନ ମଧ୍ୟ ଶେଷରେ ସତ ହୋଇଥିଲା | ଆଉ ଯାହା ଜଣା ପଡିଛି କି ସେ ଗୁଲୁଆ ଭାଇଙ୍କ ସହିତ କାମ ମଧ୍ୟ କରିବାର ସୁଯୋଗ ପାଇଥିଲେ | ଆଉ ସେ କହିଛନ୍ତି କି ଗୁଲୁଆ ଭାଇ ତାଙ୍କୁ ଅଭାବ ସମୟରେ ଅନେକ ସାହାଯ୍ୟ କରିଛନ୍ତି ଆଉ ତାଙ୍କର ପାଇଁ ସେ ଆଜି ଏତେ ଓଡିଶା ର ଲୋକ ମାନଙ୍କର ହୃଦୟରେ ଜାଗା ବନେଇ ପାରିଛନ୍ତି | ଆଉ ତାଙ୍କର ଦୟାରୁ ଯାହା ବି ରୋଜଗାର ହେଉଛି ସେଥିରୁ ଟଙ୍କା ରୁ ସେ ତାଙ୍କର ଘରର ସମସ୍ତ ଦାୟିତ୍ୱ ନେଇ ପାରିଛନ୍ତି ବୋଲି କହିଛନ୍ତି | ଆଉ ଟୁଲୁ ଙ୍କର କଥା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।