ସବୁ ସମୟ ଖବର ସାଥିରେ

Current Minister in India || ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ଅଛନ୍ତି ?

0 3

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ଆମର ଦେଶ ବିଷୟରେ ଜାଣିବାର ଅଧିକାର ଆମର ରହିଛି | ତେବେ ଆମେ ଆମର ଦେଶ ରେ ଥିବା ମନ୍ତ୍ରୀ ମାନଙ୍କ ବିଷୟରେ ଜାଣିବା ନିହାତି ଆବଶ୍ୟକ ଯାହା ଆମର ସାଧାରଣ ଜ୍ଞାନ କୁ ବଢ଼ାଇବରେ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି |ତେବେ ଆଜି ଆମେ ଜାଣିବା ଆମ ଭାରତରେ ବିଭିନ୍ନ ଦାୟିତ୍ୱ ରେ ଥିବା ମନ୍ତ୍ରୀ ମାନଙ୍କ ବିଷୟରେ |ଯାହା ଆମର GK ସମ୍ବଧୀୟ ଜ୍ଞାନ କୁ କିଛି ପରିମାଣରେ ବଢ଼ାଇଥାଏ ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ଭଳି କିଛି ପ୍ରଶ୍ନ ଉପରେ ନଜର ପକାଇବା |

ପ୍ରଶ୍ନ 1:-ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ଅଛନ୍ତି?
ଉତ୍ତର :-ଦ୍ରୌପଦୀ ମୁର୍ମୁ

ପ୍ରଶ୍ନ 2:-ଭାରତର ମୁଖ୍ୟ ମନ୍ତ୍ରୀ କିଏ ଅଛନ୍ତି?
ଉତ୍ତର :-ନରେନ୍ଦ୍ର ମୋଦି

ପ୍ରଶ୍ନ 3:-ଭାରତର ଅର୍ଥମନ୍ତ୍ରୀ କିଏ ଅଛନ୍ତି?
ଉତ୍ତର :-ନିର୍ମଳା ସୀତାରାମନମ

ପ୍ରଶ୍ନ 4:-ଭାରତର ଗୃହମନ୍ତ୍ରୀ କିଏ ଅଟନ୍ତି?
ଉତ୍ତର :-ଅମିତ ସାହା

ପ୍ରଶ୍ନ 5:-ବର୍ତ୍ତମାନ ଭାରତର ଶିକ୍ଷା ମନ୍ତ୍ରୀ କିଏ?
ଉତ୍ତର :- ଧର୍ମେନ୍ଦ୍ର ପ୍ରଧାନ

ପ୍ରଶ୍ନ 6:-ବର୍ତ୍ତମାନ ଭାରତର ରେଳମନ୍ତ୍ରୀ କିଏ?
ଉତ୍ତର :- ଅଶ୍ୱିନୀ ବୌଷ୍ଣବ

ପ୍ରଶ୍ନ 7:-ବର୍ତ୍ତମାନ ଭାରତର ବୌଦେଶିକ ମନ୍ତ୍ରୀ କିଏ?
ଉତ୍ତର :ସୁବ୍ରଣନ୍ୟମ ଜୟ ଶଙ୍କର

ପ୍ରଶ୍ନ 8:-ବର୍ତ୍ତମାନ ଭାରତର କ୍ରୀଡା ମନ୍ତ୍ରୀ କିଏ?
ଉତ୍ତର :-ଅନୁରାଗ ଠାକୁର

ପ୍ରଶ୍ନ 9:- ବର୍ତ୍ତମାନ ଭାରତର ତୌଳ ମନ୍ତ୍ରୀ କିଏ?
ଉତ୍ତର :- ହରଦିପ ସିଂ ପୁରୀ

ପ୍ରଶ୍ନ -10:-ବର୍ତ୍ତମାନ ଭାରତର ବାଣିଜ୍ୟ ଓ ଉଦ୍ୟଗ ମନ୍ତ୍ରୀ କିଏ?
ଉତ୍ତର :- ପିୟୁଷ ଗଯଲ

ପ୍ରଶ୍ନ -11:-ବର୍ତ୍ତମାନ ଭାରତରରକ୍ଷା ମନ୍ତ୍ରୀ କିଏ?
ଉତ୍ତର :-ରାଜନାଥ ସିଂ

ପ୍ରଶ୍ନ -12:-ବର୍ତ୍ତମାନ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରୀ କିଏ?
ଉତ୍ତର :- ହର୍ଷ ବର୍ଦ୍ଧନ

ପ୍ରଶ୍ନ -13:-ବର୍ତ୍ତମାନ ଭାରତର ଇସ୍ପାତ ମନ୍ତ୍ରୀ କିଏ?
ଉତ୍ତର :- ରାମଚନ୍ଦ୍ର ପ୍ରାସାଦ ସିଂ

ପ୍ରଶ୍ନ -14:-ବର୍ତ୍ତମାନ ଭାରତରସହଯୋଗ ମନ୍ତ୍ରୀ କିଏ?
ଉତ୍ତର :-ଅମିତ ସାହା

ପ୍ରଶ୍ନ -15:-ବର୍ତ୍ତମାନ ଭାରତର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କିଏ?
ଉତ୍ତର :-ନରେନ୍ଦ୍ର ସିଂ ତୋମାର

ପ୍ରଶ୍ନ -16:-ବର୍ତ୍ତମାନ ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ କିଏ?
ଉତ୍ତର :-ନିତିନ ଗଡ଼କରୀ

ପ୍ରଶ୍ନ -17:-ବର୍ତ୍ତମାନ ଭାରତର ଆଦିବାସୀ ବ୍ୟାପାର ମନ୍ତ୍ରୀ କିଏ?
ଉତ୍ତର :-ଅର୍ଜୁନ ମୁଣ୍ଡା

ପ୍ରଶ୍ନ :-18-ବର୍ତ୍ତମାନ ଭାରତର ମହିଳା ଓ ଶିଶୁ ମନ୍ତ୍ରୀ କିଏ?
ଉତ୍ତର :-ସ୍ମିତା ଇରାନୀ

ତେବେ ଏହା ଥିଲା ଆମ ଭାରତର ବିଭିନ୍ନ ପ୍ରକାରର ଦାୟିତ୍ୱ ରେ ଥିବା ମନ୍ତ୍ରୀ ମାନଙ୍କର ନାମ ଯାହା ଆମର ସାଧାରଣ ଜ୍ଞାନ କୁ ବଢ଼ାଇବାରେ ସାହାଯ୍ୟ କରିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।