ସବୁ ସମୟ ଖବର ସାଥିରେ

OMG ! କଷ୍ଟମର କେୟାର ଯୁବକଙ୍କ ସହ ଯୁବତୀଙ୍କ Audio Call ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

0 6

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଖବରଟି ଦେଖିବାକୁ ଆଉ ଶୁଣିବାକୁ ମିଳୁଛି ଯାହା କୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କଷ୍ଟମର କେୟାର ଆଉ ଜଣେ ଯୁବତୀ ଙ୍କର କୋଲ ସମୟର ଅଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଥିରେ କଷ୍ଟମର କେୟାର ସହିତ ବିଭିନ୍ନ ପ୍ରକାରର ବାହାରର କଥା କହିବା ସହିତ ତାଙ୍କର ସମୟକୁ ମଧ୍ୟ ନଷ୍ଟ କରୁଥିବାର ଦେଖିବାକୁ ମିଳିଛି | ଆଉ କଷ୍ଟମର କେୟାର ଭାବରେ କାମ କରୁଥିବା ଯୁବକ ଅର୍ଥାତ ଦୀନବନ୍ଧୁ ଙ୍କର ନାଁ କୁ ନେଇକି ମଜା ଉଡାଉଛନ୍ତି ଯୁବକ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ଦେଖିବାକୁ ପାଉଥିବେ କି ଆଜିକାଲି ଯୁବକ ଯୁବତୀ ମାନେ କଷ୍ଟମର କେୟାର ପାଖକୁ ବିନା କାରଣ ରେ ଫୋନ କରୁଛନ୍ତି ଆଉ ଭେଲୁ ନ ଥିବା କଥା ସବୁ କହି ସେମାନଙ୍କ ସମୟ ନଷ୍ଟ କରିବା ସହିତ ବିଭିନ୍ନ ପ୍ରକାରର କଥା ସବୁ କହିବାକୁ ଲାଗୁଛନ୍ତି | ବର୍ତ୍ତମାନ ଯେଉଁ ଭିଡିଓଟି ଭାଇରାଲ ହେଉଛି ସେଥିରେ ମଧ୍ୟ ସେମିତି କିଛି କୁହାଯାଉଛି | ଆଉ ଯେଉଁଠି ଝିଅ ଜଣଙ୍କ ତାଙ୍କର ଆଇଡ଼ିଆ ସିମ କୁ କାଢ଼ିବା କଥା କହୁଛନ୍ତି, ଆଉ ତାଙ୍କର ଡାଟା ପେକ ରହିଛି ତେଣୁ ତାଙ୍କୁ ପଇସା ରିଟର୍ଣ୍ଣ କରିବା ପାଇଁ କହୁଛନ୍ତି |

ତେବେ ଏହି ଭଳି କଥା କହିଲେ କଷ୍ଟମର ଭାଇ ଜଣଙ୍କ ଫୋନ ରଖିବାକୁ କହୁଥିବା ବେଳେ ତାଙ୍କର ନାଁ କଣ ବୋଲି ଯୁବତୀ ଜଣଙ୍କ ପଚାରୁଛନ୍ତି | ଆଉ ଦୀନବନ୍ଧୁ ନାଁ ଟି ଶୁଣିବା ପରେ ବୋରିଂ ନାଁ ଟି ବୋଲି କହି ମଜାକ ଉଡାଉଥିବାର ଶୁଣିବାକୁ ମିଳିଥିଲା ଭାଇରାଲ ହେଉଥିବା ଅଡ଼ିଓ ଟିରେ | ଆଉ ତାହା ସହିତ ଯୁବତୀ ଜଣଙ୍କ ପରିବା ଗୁଡିକ ର ନାଁ କୁ କହି କେଉଁ ତରକାରୀ ତିଆରି କରିଲେ ଭଲ ହେବ ବୋଲି କହି ବିଭିନ୍ନ କଥା କହୁଛନ୍ତି ଓ ତାଙ୍କ ପାଇଁ ଗୋଟିଏ ବୟ ଫ୍ରେଣ୍ଡ ମଧ୍ୟ ଠିକ କରିବା କଥା ଏହି ଅଡ଼ିଓ ଟିରେ ଶୁଣିବାକୁ ମିଳିଛି |

କଷ୍ଟମର କେୟାର ଙ୍କୁ ଫୋନ କରି ତାଙ୍କ ନାଁ ର ମଜା ଉଡେଇବାକୁ ଲାଗି ପଡିଛନ୍ତି ଯୁବତୀ ଜଣଙ୍କ, ଆଉ ତାହା ସହିତ ଦୀନବନ୍ଧୁ ନାଁ ରେ ଗୀତ ମଧ୍ୟ ଗାଉଥିବାର ଦେଖିବାକୁ ମିଳିଛି ଏହି ଅଡ଼ିଓ ଟିରେ | ତେବେ ଏହିଭଳି ଏକ ଅଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯାହା କୁ ଶୁଣିବା ପରେ ଲୋକ ମାନେ ଯୁବତୀ ଜଣଙ୍କ ର ନିନ୍ଦା କରୁଛନ୍ତି ଏହି ଭଳି ଫୋନ କୋଲ ପାଇଁ ଆଉ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ପୋଲିସ ପକ୍ଷରୁ ନେବା ପାଇଁ ମଧ୍ୟ ଦାବି କରାଯାଉଛି |