ସବୁ ସମୟ ଖବର ସାଥିରେ

College ଭିତରେ ଶିକ୍ଷୟତ୍ରୀ ଙ୍କର ରସିକିଆ ଗୀତରେ ଜବରଦସ୍ତ Hot ଡ୍ୟାନ୍ସ ଭାଇରାଲ… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି….

0 3

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ କଲେଜ କଥା ଉଠିଲେ ସାଧାରଣତଃ ଆମ ମନରେ ଆସିଥାଏ କି କଲେଜ ଛାତ୍ର ଛାତ୍ରୀ ମାନଙ୍କର ଡାନ୍ସ ର କଥା ଶୁଣିବାକୁ ମିଳିଥାଏ |ତେବେ ବର୍ତ୍ତମାନ ଏମିତି ଏକ ଭିଡ଼ିଓ ସଂସ୍ପର୍ଶ ଆସିବା ପରେ ଆପଣମାନେ ଚାହିଁବେ ଶିକ୍ଷୟତ୍ରୀ ଏହିପରି ଏକ ଡ୍ୟାନ୍ସ ଆଉ ଥରେ ଦେଖିବେ | ତେବେ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି | ଯେଉଁ ଭିଡ଼ିଓ ଦେଖା ଯାଇଛି ଜଣେ କଲେଜ ଶିକ୍ଷୟତ୍ରୀ ତାଙ୍କର ଜବରଦସ୍ତ ଡ୍ୟାନ୍ସ କରି ଏବେ ପ୍ରଶଂସା ପାତ୍ର ହେଇପାରିଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା |

ତେବେ ମିଳିଥିବା ସୂଚନା ଅନୁଯାୟୀ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ଯେ ଜଣେ କଲେଜ ଶିକ୍ଷୟତ୍ରୀ କଲେଜ ରେ ଅନୁଷ୍ଠିତ ହେଇଥିବା ଏକ ଭୋଜି ରେ ଯୋଗ ଦେଇଥିଲେ | ତେବେ ଭୋଜି ଆରମ୍ଭ ହେବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସେହି କଲେଜ ଜଣେ ଶିକ୍ଷୟତ୍ରୀ ଙ୍କୁ ଡ୍ୟାନ୍ସ କରିବା ପାଇଁ କହିଥିଲେ ତାପରେ ଶିକ୍ଷୟତ୍ରୀ ଜଣଙ୍କ ସେମାନଙ୍କ କଥା ରଖିବା ପାଇଁ ଏକ ବହୁ ଚର୍ଚ୍ଚିତ ହିନ୍ଦୀ ଗୀତ ‘ଟିପ ଟିପ ବର୍ଷା ‘ ପାଣିରେ ଡ୍ୟାନ୍ସ କରିଥିବା ନଜର ଆସିଥିଲେ | ତେବେ ଶିକ୍ଷୟତ୍ରୀ ଜଣଙ୍କ ଏକ ନୀଳ ଶାଡୀ ପିନ୍ଧି ସେହି ଗୀତ ରେ ହଟ ଲୂକ ରେ ଡ୍ୟାନ୍ସ କରିଥିବା ନଜର ଆସିଥିଲେ |

ଆଉ ଯାହା ଦେଖିବାକୁ ମିଳିଛି କି ଶିକ୍ଷୟତ୍ରୀ ଜଣଙ୍କ ଏହି ଶାଡୀ ରେ ବହୁତ ସୁନ୍ଦର ଦେଖା ଯିବା ସହିତ ତାଙ୍କ ଡ୍ୟାନ୍ସର ଷ୍ଟାଇଲ ତାଙ୍କୁ ଆଉ ଟିକେ ସୁନ୍ଦର କରିଥିଲା | ତେବେ ଏହି ଡ୍ୟାନ୍ସ କୁ ସେଠାର ଉପସ୍ଥିତ ଥିବା ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ବହୁତ ପ୍ରଶଂସା କରିଥିବା କୁହାଯାଇଛି | ଏହା ସହିତ ସେଠାରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଶିକ୍ଷୟତ୍ରୀ ଙ୍କ ଏହି ଡ୍ୟାନ୍ସ ରେ ଝୁମିବାକୁ ଲାଗିଥିଲେ |ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟି କେଉଁ କଲେଜ ର ତାହା ଜଣା ପଡିନାହିଁ |

ଆଉ ଯାହା କୁହାଯାଇଛି କି ସେହି କଲେଜ ରେ ଜଣେ ଛାତ୍ର ନିଜ ମୋବଇଲ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ | ତେବେ ଭିଡ଼ିଓ ଟି ଭାଇରାଲ ହେବାର କିଛି ସମୟ ପରେ ଏହାକୁ ଶତାଧିକ ଲୋକ ଦେଖିବା ସହିତ ଶିକ୍ଷୟତ୍ରି ଙ୍କ ଏହିପରି ଡ୍ୟାନ୍ସ କୁ ବେଶ ପସନ୍ଦ ମଧ୍ୟ କରିଥିବା ଜଣା ପଡିଛି |ଆଉ ଏହିଭଳି ଡାନ୍ସ ର ଭିଡିଓ କୁ ଯିଏ ଦେଖୁଛି ବେଶ ପସନ୍ଦ ମଧ୍ୟ କରୁଥିବାରୁ କୁହାଯାଉଛି | ଆଉ ଶିକ୍ଷୟତ୍ରୀ ଜଣଙ୍କର ଏହିଭଳି ଡାନ୍ସ କୁ ଦେଖି ଛାତ୍ର ଛାତ୍ରୀ ମାନେ ମଧ୍ୟ ଡାନ୍ସ କରିବାକୁ ଲାଗିଛନ୍ତି ଓ ମଜା ନେଉଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।