ସବୁ ସମୟ ଖବର ସାଥିରେ

Ias Interview – ସେଇଟା କଣ ଯାହା ଝିଅ ମାନେ ପ୍ରଥମଥର କଲେ ବହୁତ କଷ୍ଟ ଲାଗେ ?ସାହସ ଅଛି ତଉତ୍ତର ଦିଅ…

0 7

ଆଜିକାଲି ର ଏହି କଂପିଟିଟିଭ ଦୁନିଆଁ ରେ ସମସ୍ତ ଙ୍କୁ ସଙ୍ଘର୍ଷ କରିବାକୁ ହେଇଛି। କିନ୍ତୁ ସଙ୍ଘର୍ଷ ର ରାସ୍ତା ଠିକ ଭାବରେ ନବାଛିବା ରୁ ତାଂକୁ ସଫଳତା ମିଳିବା କଷ୍ଟକର ହୋଇଯାଉଛି।ତେବେ ଆପଣ ମାନେ ଦେଖୁଥିବେ ବର୍ତ୍ତମାନ ହଜାର ହଜାର ଶିକ୍ଷିତ ଯୁବପୀଡି ଚାକିରୀ ପଛ ରେ କେତେ ପରିଶ୍ରମ କରୁଛନ୍ତି ,କିନ୍ତୁ ସେମାନେ ବିଫଳ ହେଉଛନ୍ତି।ଏହାର କାରଣ ସେମାନେ କେବଳ ନିଜ ଜ୍ଞାନ କୁ ବହି ଭିତରେ ଥିବା ଜ୍ଞାନ ରେ ସୀମିତ କରିଦେଉଛନ୍ତି। ଆଉ ବାହାର ଦୁନିଆଁ ର ପାଠ ବିଷୟ ରେ ସେମାନେ କିଛି ବି ଜାଣିନାହାନ୍ତି, ତେଣୁ ପରୀକ୍ଷା ରେ ଫେଲ ହୋଇଯାଉଛନ୍ତି।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ କେତେକ ମଜାଳିଆ ପ୍ରଶ୍ନ ଓ ଏହାର ଉତ୍ତର ବିଷୟ ରେ ଜଣେଇବୁ, ଯାହା ଆପଣ ଆଗରୁ ଜାଣି ନଥିବେ।ଏହି ପ୍ରଶ୍ନ ଓ ଉତ୍ତର ଜାଣିଲେ ଆପଣ ଙ୍କର ଜ୍ଞାନ ବୃଦ୍ଧି ହେବା ସହ ଆପଣ ଙ୍କୁ ମଜାବି ଲାଗିବ।

୧.ପ୍ରଶ୍ନ-ତାହା କେଉଁ ଜିନିଷ ଅଟେ ଯାହା ପୁଅ ମାନେ ଝିଅ ମାନଙ୍କର ଗୋଡ଼ ଟେକି ଦେଇ କରିଥାନ୍ତି ?
ଉତ୍ତର-ପାଦ ରୁ କଣ୍ଟା ।

୨.ପ୍ରଶ୍ନ- କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚି ଥାଏ, ପାଣି ପିଇବାକୁ ଦେଲେ ମରିଯାଏ ?
ଉତ୍ତର :- ନିଆଁ ।

୩.ପ୍ରଶ୍ନ-ତ୍ରିରଙ୍ଗା ପତାକା ରେ ଥିବା ଚକ୍ର ରେ କେତଟି ଗାର ରହିଛି ?
ଉତ୍ତର- ୨୪ଟି।

୪. ବାବର କେବେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର- 14 ଫ୍ରେବୃୟାରୀ 1483

୫. ପୃଥିବୀ ର ଏକ ମାତ୍ର ଉପଗ୍ରହ ର ନାମ କଣ ?
ଉତ୍ତର- ଚନ୍ଦ୍ର

୬. ପ୍ରଥମ କୁକୁର ଯିଏ କି ଚନ୍ଦ୍ର କୁ ଯାଇ ଥିଲା ?
ଉତ୍ତର- ଲାଇକା

୭. କିଏ ଫଥର ହେଲେ ବି ପାଣି ?
ଉତ୍ତର- ବରଫ

୮. ସେଇଟା କେଉଁ ଜିନିଷ ଯେଉଁଟା କୁ ସମସ୍ତେ ଖାଆନ୍ତି ହେଲେ କେହି ପସନ୍ଦ କରନ୍ତି ନାହିଁ ?
ଉତ୍ତର- ପୋଲିଓ

୯. କାହାକୁ କିଛି ଖାଇବାକୁ ଦେଲେ ବଂଚିଯାଏ କିନ୍ତୁ ପାଣି ଦେଲେ ମରିଯାଏ ?
ଉତ୍ତର- ପାଣି

୧୦. ଚନ୍ଦ୍ର ରେ ରାତ୍ରି ସମୟରେ ସର୍ବ ନିମ୍ନ ତାପମାତ୍ରା କେତେ ?
ଉତ୍ତର- -180°

୧୧. ଡକ୍ଟର ସାର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ଦିନକୁ କେଉଁ ଦିବସ ରୂପେ ପାଳନ କରାଯାଏ ?
ଉତ୍ତର- ଗୁରୁ ଦିବସ

୧୨. କେଉଁ ରାଜ୍ୟ ର ଲୋକ କନ୍ନଡ଼ ଭାଷା ରେ କଥା ବାର୍ତା କରନ୍ତି ?
ଉତ୍ତର- କର୍ଣ୍ଣାଟକ

୧୩.ଗୋଲାପକୁ ଚନ୍ଦ୍ର ପୃଷ୍ଠକୁ ପଠେଇବା ପାଇଁ ହେଲେ ଆମେ ତାକୁ କଣ କରିବା ?
ଉତ୍ତର: ଗୋଲାପଜାମୁନ।

୧୪. ପ୍ରଶ୍ନ:- ୯୯ କୁ ହିନ୍ଦୀରେ ଗାଇଲେ କଣ ହେବ ?
ଉତ୍ତର: ତେରା ହୋନେ ଲଗା ହୁଁ।

୧୫. ପ୍ରଶ୍ନ:- ଜଣେ କୁଆଁରୀ ଝିଅ ତଳେ ଛିଡା ହୋଇଛି, ଏହାର ଇଂରାଜୀ କଣ ହେବ ?
ଉତ୍ତର: Miss Under Standing

୧୬. ପ୍ରଶ୍ନ:- କିଛି ଲୋକ ଗୋଟିଏ କୁକୁରକୁ ଓଲଟାଇ ପୂଜା କରୁଥିଲେ , ଏହାର ଅର୍ଥ କଣ ?
ଉତ୍ତର: କାରଣ Dog କୁ ଓଲଟାଇ କଲେ God ହେବ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।