ସବୁ ସମୟ ଖବର ସାଥିରେ

ଟକରେ ଟ୍ରକ ହର୍ଣ୍ଣର ତାଳେ ତଳେ ନାଗୀନ ଡ୍ୟାନସ କରୁଛନ୍ତି ଲୋକ,ଦେଖନ୍ତୁ ଏହି viral ଭିଡ଼ିଓ…

0 5

ହଁ ଦର୍ଶକ ବନ୍ଧୁ ଏପରି ଗୋଟିଏ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ବି ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ | ସତରେ ଆଜିର ଯୁବ ପିଢ଼ି ମାନେ ନିଜର ହିତାହିତ ଜ୍ଞାନ କୁ ଭୁଲି ଗଲେଣି | ଆଉ ସବୁ କିଛି କୁ ଭୁଲି ସବୁବେଳେ ଲାଇଫ କୁ ଏନଜୟ କରିବାରେ ଲାଗିଛନ୍ତି | ଆଉ ଏପରି ଆପଣ ମାନେ ତ ଦେଖିଥିବେ କି ଆମର ଆଜିକାର ପିଲାମାନେ ସବୁବେଳେ ବ୍ୟସ୍ତ ଥା ଆନ୍ତି ନାଚ ଆଉ ଗୀତରେ ଝୁମି ରହିବା ପାଇଁ | ତେବେ ସେପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଇଛି ଯାହା ବିଷୟରେ ଜାଣିଲେ ଆପଣ କଣ କରିବେ ଭାବିବେ |
ତେବେ କଟକ ର ଏକ ରାଜ ରାସ୍ତାରେ ଦେଖିବାକୁ ମିଳିଛି ଏପରି ଗୋଟିଏ ଦୃଶ୍ୟ, ଆଉ ଯୋଉଠି ଟ୍ରକ କୁ ଅଟକାଇ ଟ୍ରକ ର ଟନ ରେ ନାଗୀନ ତାଳରେ ନାଚୁଛନ୍ତି ରାସ୍ତାରେ ଯାଉଥିବା ଲୋକ ମାନେ | ଆଉ ଯୋଉ ନାଚ କୁ ଆପଣ ମାନେ ମଧ୍ୟ ଯଦି ଦେଖିବେ ତାହେଲେ ଆପଣ ମାନେ ମଧ୍ୟ ନାଚି ଉଠିବେ | କିନ୍ତୁ ଗୋଟିଏ ପ୍ରଶ୍ନ ଉଠିଛି ରାସ୍ତା ହେଉଛି ଜଣସାଧାରଣ ଙ୍କର ଯାତାୟତ ପାଇଁ, ଆଉ ସେହି ରାସ୍ତାରେ ମଧ୍ୟ ଅନେକ ଲୋକ ସହିତ ଅନେକ ଗାଡି ମଧ୍ୟ ପ୍ରତେକ ଦିନ ଯିବା ଆସିବା କରେ |

ତେବେ ଏପରି ଗୋଟିଏ ଭିଡିଓ ବର୍ତ୍ତମାନ ଭାଇରାଲ ହେଇଛି, ଯୋଉ ଭିଡିଓରେ ରାସ୍ତାରେ ଗାଡ଼ି ଗୋଡିବା ବଦଳରେ ଦେଖା ଦେଇଛି କି ରାସ୍ତା ଉପରେ ଗୋଟିଏ ଟ୍ରକ କୁ ଅଟକ ରଖିକି ଟ୍ରକ ରେ ବାଜୁଥିବା ନାଗୀନ ଟନ ର ହର୍ଣ୍ଣ ରେ ପୁରା ଝୁମି ଯାଇଛନ୍ତି ଲୋକ ମାନେ | ଆଉ ଏତେ ନାଚିବାରେ ବ୍ୟସ୍ତ ହେଇଯାଇଛନ୍ତି ସେମାନେ କି ଲାଗୁଛି ଯେମିରି ସେମାନଙ୍କର ଜୀବନରେ ଆଉ କିଛି ବି ଚିନ୍ତା ନାହିଁ ସେବଳ ସାଙ୍ଗ ହେଇକି ଜୀବନକୁ ଉପଭୋଗ କରୁଛନ୍ତି ସେମାନେ | ତାହା ବ୍ୟତୀତ ସେଠି ନାଚରେ ଏତେ ମଜିଯାଇଛନ୍ତି କି ଜନବ ସେମାନଙ୍କ ମଧ୍ୟରେ ନାଗୀନ ଗୀତର ଟନ ର ତାଳେ ତାଳେ ରାସ୍ତାରେ ସାପ ଭଲ ନାଚିବାକୁ ଲାଗିଛି |

ଆଉ ଦେଖା ଦେଇଛି ରାସ୍ତାରେ ଲୋକ ମାନେ ସମସ୍ତେ ମିଶିକି କାନ୍ଧକୁ କାନ୍ଧ ମିଳାଇ ସେହି ଟନ ର ତାଳେ ତାଳେ ସୁନ୍ଦର ଭାବରେ ନାଚୁଛନ୍ତି |, କିନ୍ତୁ ଏହାକୁ ଯିଏ ବି ଦେଖୁଛି ଟିକିଏ ଆଶ୍ଚର୍ଯ୍ୟ ହେଇଯାଉଛି, କାରଣ ଆମେ ସାଧାରଣତଃ ବିଭିନ୍ନ ପ୍ରକାରର ଫାଂକ୍ସନ ରେ ଵା ଅନୁଷ୍ଠାନରେ ଲୋକ ମାନେ ନାଚୁଥିବାର ଦେଖିଛେ | କିନ୍ତୁ ଏପରି ରାସ୍ତା ଉପରେ ନାଚିବା ପୁଣି ଟ୍ରକ କୁ ଅଟକାଇ ଟ୍ରକ ର ହର୍ଣ୍ଣ ରେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ସହିତ ଏହି ଘଟଣା ଟି ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।