
Suryagrahan 2022,ଆଜି ସୂର୍ଯ୍ୟ ପରାଗ ୨୦୨୨ (25 October) ହାଣ୍ଡିଛାଡ ସଠିକ ସମୟ | 4ଟି ରାଶି ସାବଧାନ |
ହଁ ବନ୍ଧୁଗଣ ମହାଲକ୍ଷ୍ମୀ ଦେଉଛନ୍ତି ଧନ ଆଉ ଧାନ୍ୟ ର ଦେବତା, ଆଉ ଯେଉଁଠି କୁହାଯାଏ କି ଧନତେରସ ପର୍ବ ହେଉଛି ଏକ ଓଡ଼ିଶାର ସଂସ୍କୃତି ଯାହାକି ଦୀପାବଳୀ ର ଦୁଇ ଦିନ ପୂର୍ବରୁ ପାଳନ କରାଯାଏ |ଏହି ପର୍ବରେ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶ ଙ୍କର ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ |
ତେବେ କୁହାଯାଉଛି କି ଅକ୍ଟୋବର 23 କୁ ଆମେ ମାନେ ଗୋଟିଏ ବହୁତ ବଡ଼ ଶୁଭ ର ଦିନ ବୋଲି ମାନୁଛି | ଆଉ ଏହି ଦିନକୁ ଧନତେରସ ର ଦିନ ବୋଲି କୁହାଯାଉଛି | ତେବେ କୁହାଯାଏ କି ଧନତେରସ ଦିନ ସୁନା, ରୁପା ଓ ଚାନ୍ଦି ର ଜିନିଷ କୁ ଘରକୁ ଆଣିଲେ ଆମର ଶୁଭ ହୋଇଥାଏ | ତେବେ ଏହା ବ୍ୟତୀତ ଧଣିଆ ରେ ମଧ୍ୟ ବହୁତ ଉପକାରୀ ଗୁଣ ରହିଛି ଏହି ଧନତେରସ ରେ ଯାହା ଆପଣଙ୍କୁ ମାଲାମାଲ କରିଦେଇଥାଏ |
ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଧଣିଆ ର ବ୍ୟବହାର ବିଷୟରେ ଜାଣିବା |1-ତେବେ ବନ୍ଧୁଗଣ ଆମେ ମାନେ ପ୍ରତେକେ ଧଣିଆ କୁ ଘରେ ଆଣି ରଖିବା ଆବଶ୍ୟକ ହୋଇଥାଏ, ତାହା ବ୍ୟତୀତ ମାଟିର କୁଣ୍ଡିଆ ଘରେ ରଖିବା ଓ ସେଥିରେ ପାଣି ମଧ୍ୟ ରଖିବା ଓ ଏହି ଧନତେରସ ଓ ଦୀପାବଳି ଦିନ ସେଥିରେ କିଛି ଧଣିଆ ମଧ୍ୟ ପକାଇବା ଆବଶ୍ୟକ ହୋଇଥାଏ |
ଯାହା ଯୋଗୁ ଧନ ଜନିତ ସମସ୍ୟା ଆପଣଙ୍କ ପାଖରେ ଆଉ ଦେଖା ଯିବ ନାହିଁ | 5-ଯଦି ଆପଣଙ୍କ ପାଖରୁ କିଏ ଧନ ନେଇଛି ଆଉ ଫେରାଉ ନାହିଁ, ତାହେଲେ ଆପଣ ଗୋଟିଏ ପ୍ଲେନ ପେପର ନେବେ ଓ ସେଥିରେ ସେହି ଲୋକର ନାଁ କୁ ଲେଖି ଧଣିଆ କୁ ବାନ୍ଧି ପୋଡି ଦେବେ, ତାହେଲେ ଶୁଭ ଫଳ ପାଇବେ |
୧.ବୃଷ ରାଶି:- ଏହି ଧନତେରସ୍ୱ ରେ ବୃହସ୍ପତି ଙ୍କ ର ପ୍ରବେଶ ଏହି ରାଶି ମଧ୍ୟକୁ ହୋଇଥିବାରୁ , ବୃଷ ରାଶିର ବ୍ୟକ୍ତିଙ୍କ ର ଜୀବନ ରେ କେତେକ ପରିବର୍ତ୍ତନ ଆସିବାକୁ ଯାଉଛି।ତେଣୁ ଆପଣଙ୍କ ର ଚାକିରୀ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏବଂ ଏହାର ପ୍ରଭାବରେ ଆପଣଙ୍କ ପରିବାର ରେ କଳି ଝଗଡା ହୋଇପାରେ।
ଆପଣ କୁଆଡେ ଯିବା ସମୟରେ ଘରୁ ସୋରିଷ ପାଟିରେ ପକାଇ ବହାତ ନ୍ତୁ ଶୁଭ ଅଟେ ।୨.କନ୍ୟା ରାଶି:- ଧନତେରସ୍ୱ ରେ ରାଶି ଚଳନ ଯୋଗୁଁ କନ୍ୟା ରାଶିର ବ୍ୟକ୍ତି ଙ୍କର ପାରିବାରିକ ସୁଖ ଶାନ୍ତି ଦେଖାଯିବ ।ପତ୍ନୀ ଓ ସଂତାନ ଙ୍କର ଠାରୁ ଶୁଭ ସମାଚାର ମିଳିବ ।ତା ସହ ଆପଣଙ୍କ ର ଭ୍ରମଣ କରିବାର ସୁଯୋଗ ମଧ୍ୟ ମିଳିବ ଓ ଆପଣଙ୍କୁ କିଛି ନୂଆ ମଧ୍ୟ ଶିକ୍ଷିବା ର ସୁଯୋଗ ମିଳିବ।
୩.ମିଥୁନ ରାଶି:- ଆପଣଙ୍କ ର ଅଟକି ଯାଇଥିବା କାର୍ଯ୍ୟରେ ଶୁଭ ଫଳ ମିଳିବ। ସୁଖ ସଂମାନ ସହ ଧନ ସମ୍ପତ୍ତି ପ୍ରାପ୍ତ କରିବାର ଯୋଗ ମଧ୍ୟ ରହିଛି ।ନିଜ କାର୍ଯ୍ୟ କଳାପର ସମୀକ୍ଷା କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁ- ସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ।୪.କୁମ୍ଭ ରାଶି:- କେତେକ କ୍ଷେତ୍ରରେ ଉନ୍ନତି ମିଳିବା ବେଳେ କେତେକ କ୍ଷେତ୍ରରେ ବିଫଳତା ରହିଛି। ଭୁଲ ବୁଝାମଣା ହେବାର ସମ୍ଭାବନା ଅଛି ।ପରିଶ୍ରମ ର ଫଳ ମିଳିବ କିନ୍ତୁ ମାନସିକ ସ୍ତରରେ ଅଶାନ୍ତି ଦେଖାଦେବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।