ସବୁ ସମୟ ଖବର ସାଥିରେ

IAS QUESTION -ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ମାନେ ଜମାରୁ ଖୋଲନ୍ତି ନାହିଁ ?ଝିଅର ଉତ୍ତର ଶୁଣି ଅଫିସର ହେଲେ ଅବାକ…

0 19

ଆଜିର ଦିନରେ ଚାକିରୀଟିଏ ପଇବା ଖୁବ୍ କଷ୍ଟକର ହୋଇ ଗଲାଣି। ଆଉ ଏହାର କାରଣ ହେଉଛି ଇଣ୍ଟରଭ୍ୟୁ ସମୟରେ ଆମେ ସାମ୍ନା କରୁଥିବା ପ୍ରଶ୍ନ।ଇଣ୍ଟରଭ୍ୟୁ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାରା ଯାଇଥାଏ ଯାହା ବହିରେ ମଧ୍ୟ ନଥାଏ।ଆଉ ସେହି ସବୁ ପ୍ରଶ୍ନ ଗୁଡିକର ଉତ୍ତର ଖୁବ୍ ସହଜ ମନେ ହୋଇଥାଏ କିନ୍ତୁ ଏହି ସବୁ ପ୍ରଶ୍ନ ଆମକୁ ବହୁତ୍ କନଫ୍ୟୁଜରେ ପକାଇ ଦିଏ। ହଠାତ୍ କରି ଆମେ ଜାଣି ପାରି ନଥାଉ କି ଏହାର ସଠିକ ଉତ୍ତର କଣ ହେବ ଆଉ ଏହାର ସଠିକ ଉତ୍ତର ଦେଇ ପାରି ନଥାଉ।ଏମିତିକି ସାଙ୍ଗ ସାଥି ଏବଂ ଆମ ସମ୍ପର୍କୀୟ ମାନେ ମଧ୍ୟ ଏଭଳି କିଛି ପ୍ରଶ୍ନ ପଚାରି ଥାନ୍ତି ଯାହାର ଉତ୍ତର ନ ଦେଇ ପାରି ଆମକୁ ଅପମାନ ଲାଗି ଥାଏ।ତେବେ ଆଜି ଆମେ ସେହି ଭଳି କେତକ ପ୍ରଶ୍ନ ଓ ତାର ସଠିକ ଉତ୍ତର ନେଇ ଆସିଛୁ ଯାହା ଜାଣିବା ଆପଣଙ୍କର ଆବଶ୍ୟକତା ରହିଛି କାରଣ କେଉଁ ନା କେଉଁ ପରିସ୍ଥିତିରେ ଏଭଳି ପ୍ରଶ୍ନର ସାମ୍ନା କରି ପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ ପ୍ରଶ୍ନ ଓ ତାର ଉତ୍ତର।

ପ୍ରଶ୍ନ ୧. ପାସ ୱାର୍ଡ କୁ ହିନ୍ଦୀରେ କଣ କୁହା ଯାଇଥାଏ?
ଉତ୍ତର:- ପାସ ୱାର୍ଡ କୁ ହିନ୍ଦୀରେ କୁଟ ବୋଲି କୁହା ଯାଇଥାଏ।
ପ୍ରଶ୍ନ ୨. ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଲାଗଇ ଅଠା?
ଉତ୍ତର:- ଏହାର ଉତ୍ତର ହେଉଛି ପଣସ।
ପ୍ରଶ୍ନ ୩. ଗୋଟିଏ ଗୁମ୍ଫାରେ ବତିଶି ଚୋର ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରାମ କରନ୍ତି କିଏ କହି ପାରିବ ତାଙ୍କର ନାମ?
ଉତ୍ତର:- ଏହାର ଉତ୍ତର ହେଉଛି ଦାନ୍ତ
ପ୍ରଶ୍ନ ୪. ଏମିତି କେଉଁ ଜିନିଷ ରହିଛି ଯାହା ଟୋକା ଟୋକୀ ମାନଙ୍କର ପଶି ଯାଉଛି। ବୁଢା ବୁଢୀ ମାନଙ୍କର ଖସି ଯାଉଛି?
ଉତ୍ତର:- ଏହାର ଉତ୍ତର ହେଉଛି ଛୁଞ୍ଚିରେ ସୂତା ପୁରେଇବା। ପ୍ରଶ୍ନ ୫. ଖାଇସାରି ପେଟେ ପତର ମେଲା, ଧଳା ରଙ୍ଗ ଦେଇ ମାଖାଇ ଦେଲା, ମସଲା ପକାଇ ମୁଢ଼ି ଖାଇଲା ରକତ ମେଞ୍ଚାଏ ପକାଇ ଦେଲା?

ଉତ୍ତର:- ଏହାର ଉତ୍ତର ହେଉଛି ଖିଲି ପାନ
ପ୍ରଶ୍ନ ୬. କାହାକୁ ଟାଣିଲେ ଛୋଟ ହୋଇ ଯାଏ?
ଉତ୍ତର:- ଏହାର ଉତ୍ତର ହେଉଛି ବିଡି ବା ସିଗାରେଟ୍
ପ୍ରଶ୍ନ ୭. ଦୁନିଆରେ କେଉଁ ସ୍ଥାନରେ ଅଧିକ ଗେଣ୍ଡା ଦେଖିବାକୁ ମିଳନ୍ତି?
ଉତ୍ତର:- ଏହାର ଉତ୍ତର ହେଉଛି ନାମ୍ବିଆର ଏସଠେସ ପାର୍କପ୍ରଶ୍ନ ୮. ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲାନ୍ତି ନାହିଁ?

ଉତ୍ତର:- ଏହାର ଉତ୍ତର ହେଉଛି ମଙ୍ଗଳସୂତ୍ର
ପ୍ରଶ୍ନ ୯. କେଉଁ ଜୀବର ଆଖି ନାହିଁ?
ଉତ୍ତର:- ଏହାର ଉତ୍ତର ହେଉଛି ଜିଆ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।