
ଛୋଟ ଛୁଆକୁ ଧରି ଗାଇଲେ ମହାମନ୍ତ୍ର emotional and heart touching ଭିଜୁଆଲ ଦେଖିଲେ ଆପଣଙ୍କ ହୋସ ଉଡିଯିବ… Please ଦେଖନ୍ତୁ Video
ସୋସିଆଲ ମିଡ଼ିଆ ରେ ଆମେ ଅନେକ କିଛି ଦେଖି ଥାଉ କିନ୍ତୁ ବେଳେ ବେଳେ କିଛି ଏପରି ଦୃଶ୍ୟ ଦେଖି ଥାଉ ଯାହା ମନକୁ ବହୁତ ଖୁସି ଲାଗି ଥାଏ ଏବଂ ଦେଖିବା ପାଇଁ ବି ସେତିକି ଆଶ୍ଚର୍ଯ୍ୟ ହେଲେ ବି ବାସ୍ତବ ରେ ଘଟଣା ଟି ଗ୍ରହଣୀୟ ହୋଇ ଥାଏ | ଆପଣ ତ ଜାଣିଛନ୍ତି ଗାଁ ଗହଳି ରେ ଅନେକ କୀର୍ତ୍ତନ ଦେଖିବାକୁ ମିଳି ଥାଏ, କିଏ କେଉଁଠି ନିଜ ମାନସିକ ପାଇଁ କୀର୍ତ୍ତନ କରି ଥାଏ ତ ଆଉ କିଏ ପ୍ରତିବର୍ଷ କୀର୍ତ୍ତନ ର ଆୟୋଜନ କରି ଥାଏ ନଚେତ ଗାଁ ର ସବୁ ବାସିନ୍ଦା ମିଳିତ ହୋଇ କୀର୍ତ୍ତନ ର ଆୟୋଜନ କରି ଥାଆନ୍ତି | ଆଉ ଏହି ଅଷ୍ଟ ପ୍ରହରୀ କୁ ଦେଖିବା ପାଇଁ ପ୍ରତେକ ଲୋକ ପସନ୍ଦ କରି ଥାଆନ୍ତି ଏବଂ ଏହା ସହିତ କୀର୍ତ୍ତନ ରେ ଭକ୍ତି ରେ ଭାବ ବିହ୍ଵଳ ହୋଇ ଝୁମି ଝୁମି ନାଚି ଥାଆନ୍ତି ମଧ୍ୟ |
ତେବେ ଆଜି ସେଭଳି ଏକ ଅଷ୍ଟ ପ୍ରହରୀ କଥା କହିବୁ ଯାହାର ଦୃଶ୍ୟ ଥରେ ଆପଣ ଦେଖିଲେ ଆଖି ମଧ୍ୟ ଫେରେଇ ନେଇ ପାରିବେ ନାହିଁ | କାରଣ ଅଷ୍ଟ ପ୍ରହରୀ ଏତେ ସୁନ୍ଦର ଭାବେ ହୋଇଛି ଯାହାକୁ ଯିଏ ବି ଦେଖୁଛି କେବଳ ପ୍ରଶଂସା ହିଁ କରୁଛି | ସୂଚନା ଅନୁଯାଇ ଏକ ଗ୍ରାମ ରେ ଅଷ୍ଟ ପ୍ରହରୀ ର ଆୟୋଜନ କରା ଯାଇଛି ଏବଂ ସେଠାରେ ଢୋଲ, ମୃଦଙ୍ଗ ଓ ସଦ୍ଧ କୀର୍ତ୍ତନ ରେ ପୁରା ଅଞ୍ଚଳ ପୁରି ଉଠୁଛି |
ଆଉ କୀର୍ତ୍ତନୀୟା ମାନେ ହରେ କୃଷ୍ଣ ହରେ ରାମ ଜପୁଛନ୍ତି, କିନ୍ତୁ ଏହିସବୁ ମଧ୍ୟରେ ଏକ ମହିଳା ହିଁ ସବୁଠାରୁ ଆକର୍ଷଣୀୟ ପାଲଟିଛନ୍ତି | ଅନେକ ସ୍ଥାନରେ ଅଷ୍ଟ ପ୍ରହରୀ ହୋଇ ଥାଏ ଏବଂ ସେଠାରେ ପୁରୁଷ ମାନେ ନାମ ଧରି ଥାଆନ୍ତି କିନ୍ତୁ ଏଠାରେ ଏକ ମହିଳା ହିଁ ନାମ ଧରି ସମସ୍ତ ଙ୍କୁ ଆକର୍ଷିତ କରିଛନ୍ତି |
ଏହି କୀର୍ତନ ରେ ଜଣେ ମହିଳା ଅଛନ୍ତି ଯିଏ ହରେ କୃଷ୍ଣ ହରେ ରାମ ଜପି ଜପି ଏକ ଛୁଆ କୁ କୋଳରେ ଧରିଛନ୍ତି ଆଉ ସେହି କୁନି ଶିଶୁ ଟି ମଧ୍ୟ ଏହି ଜପ ଶୁଣି ଆରାମ ରେ ଶୋଇ ପଡ଼ିଛି | ମହିଳା ଜଣଙ୍କ ଏତେ ସୁନ୍ଦର ଭାବେ ନାମ ଜପୁଛନ୍ତି ଯାହାକୁ ଯିଏ କେହି ଦେଖିଲେ ମୁଗ୍ଧ ହୋଇ ଯିବ | ତେବେ ଏହି ମହିଳା ଙ୍କ ନାମ ହେଉଛି ଭାନୁମତି ସେଠ, ଯିଏ କି ଛୁଆ କୁ ଧରି ଗୀତ ଗାଉ ଥିବା ସମୟରେ ଅନ୍ୟ ପୁରୁଷ ମାନେ ତାଙ୍କ ସ୍ୱର ର ତାଳେ ତାଳେ ନାଚୁଛନ୍ତି | ବର୍ତ୍ତମାନ ସମୟରେ ଏହି ଅଷ୍ଟ ପ୍ରହରୀ ର ଭିଡ଼ିଓ ଲୋକ ମାନଙ୍କୁ ଖୁବ ଆକର୍ଷିତ କରି ଥିବାର ଦେଖିବାକୁ ମିଳିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।