
viral ଭିଡ଼ିଓ – omg ! ଛୋଟ ପିଲା ଟି ଯାହା କହୁଛି ତାହା ଆପଣ କାନ ଉଠିବା ଆଗରୁ ଶୁଣି ନ ଥିବେ ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆମେ ଘରେ ସାନ ପୁଅ ବୋଲି କଣ ଅଧିକାର ନାହିଁ । ତମେ ବଡ଼ ମଝିଆ ନୂଆ ଅଷ୍ଟମୀ ରେ ନୂଆ ସାଟ ପେଣ୍ଟ ପିନ୍ଧିବ ଆମେ କଣ ପିଠା ଖାଇବୁ । ବହୁତ ବଢିଛି ପୁରା ଛାତି କୁ ଛୁଇଁ ଯାଉଛି । ମୋ ସାଙ୍ଗ ମାନେ କହୁ ଛନ୍ତି , ତୁ ତିନି ନମ୍ବର ତୁ ଅଷ୍ଟମୀ ହବୁନି । ତେବେ ଏହି କଥା ଟି ଜଣେ ଭାଇରାଲ ପିଲା ଙ୍କର , ଯାହାଙ୍କୁ ସାରା ଓଡିଶା ଜାଣିଚି ।
ଛୋଟ ଛୋଟ ଚମତ୍କାର କଥା କହି ଓ ଛୋଟ ଛୋଟ ରିଲସ କରି ପିଲାଟି ଆଜି ଭାଇରାଲ ହୋଇ ପାରିଛି । ତେବେ ସେହି ପିଲା ଟିକୁ ଆପଣ ମାନେ ସମସ୍ତେ ଜାଣି ଛନ୍ତି । ତେବେ ସେହି ପିଲାଟି ହେଉଛି ଗୁଆ ଘିଅ ଗୀତରେ ଯିଏ କହି ଥିଲା” ଗୁଆ ଘିଅ ନା ଛେଳି ଘିଅ ବା ” ତେବେ ସେହି ପିଲାଟି ଅଷ୍ଟମୀ ରେ ଏକ କମେଡି ଛୋଟ ରିଲସ କରି ଥିଲା , ଯାହା ଅଷ୍ଟମୀ ରେ ସବୁ ବଡ଼ ପିଲା ମାନେ ନୂଆ ଡ୍ରେସ ପିନ୍ଧୁ ଥିବା ସମୟ ରେ ଛୋଟ ପିଲା ମାନେ ପୁରୁଣା ଡ୍ରେସ ପିନ୍ଧି ଘରୁ ବାହାରୁ ଥିଲେ ।
ଠିକ ସେହି ସମୟ ରେ ତା ମୁଣ୍ଡ କୁ ଗୋଟେ ବୁଦ୍ଧି ଜୁଟି ଥିଲା , ସେ ଏହି ଅଷ୍ଟମୀ ବିଷୟ ରେ ଗୋଟେ ଛୋଟ ଭିଡିଓ ତିଆରି କରିବ । ଶେଷରେ ସେ ଭିଡିଓ ଟି କରି ଥିଲା ଆଉ ଭାଇରାଲ ମଧ୍ୟ ହୋଇ ଥିଲା । ତାର କିଛି ଦିନ ପରେ ତାକୁ ଗୁଆ ଘିଅ ଗୀତରେ ଚାନ୍ସ ମଧ୍ୟ ମିଳି ଥିଲା ଗୀତ ଗାଇବା ପାଇଁ । ତେଣୁ ତେବେ ସେହି ଛୋଟ ପିଲା ଟିର ମଧ୍ୟ ଗୋଟେ ଇଉଟୁବ ଚେନାଲ ଅଛି ।
ଯଦି ଏତେ ଛୋଟ ପାଖରୁ ସେ ଏମିତି ଭିଡିଓ ସବୁ ତିଆରି କରୁଛି । ତେବେ ଚିନ୍ତା କରନ୍ତୁ ବଡ଼ ହେଲେ ସେ କଣ କରିବ । ତେବେ ପିଲା ଟିର ପ୍ରତିଭା ପୁରା ଆଗକୁ ବାହାରୁଛି , ତେଣୁ ପିଲାଟି ବହୁତ ଆଗକୁ ଯିବ , ଏଥିରେ ସନ୍ଦେହ ନାହିଁ । କିଏ କେତେ ବେଳେ ଭାଇରାଲ ହୋଇ ଯିବ ତାହା ଆପଣ ମାନେ ଭାବି ପାରିବେ ନାହିଁ ।
ତେବେ ଏହି ଭାଇରାଲ ଭିଡିଓ ରେ ଆଉ ଗୋଟେ ଛୋଟ ପିଲା କୁ ଦେଖିବା ପାଇଁ ମିଳୁଛି , ସେ ମଧ୍ୟ ଜବରଦସ୍ତ ଆକ୍ଟିଂଗ କରିବା ସହିତ , ତାର ପ୍ରତେକ କଥା ରେ ବହୁତ ପାୱାର ରହିଛି। ତା କଥା ଆପଣ ଥରେ ଶୁଣିଲେ ପୁରା ଦେହ କୁ ଛୁଇଁ ଯିବ ତା ସହିତ ରୁମ ମଧ୍ୟ ଠିଆ ହୋଇ ଯିବ ।
ତେବେ ପିଲାଟି କଣ କହିଛି ଜାଣିବା ଆସନ୍ତୁ । ମର ଡାର୍ଲିଂଗ ଚେହେରା ଦେଖି ପ୍ୟାର କରିବୁ ତ ଗାଣ୍ଡ ମରେଇ ହବୁ । ତା ପରେ ଯାହା କହିଛି ଆମେ ମାନେ ଆପଣଂକୁ କହି ପାରିବୁ ନାହିଁ । ଥରେ ଆପଣ ନିଜେ ଦେଖନ୍ତୁ ଜାଣି ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।