
ଛିଃ… ଛିଃ… ସମସ୍ତଙ୍କ ସାମ୍ନାରେ ବଲିଉଡ ଅଭିନେତ୍ରୀ Aliya Bhatt ଙ୍କ ଏପରି ଅଶ୍ଳୀଳ କଥାର ଭିଡିଓ ହେଉଛି ଭାଇରାଲ…ଏହାକୁ ଦେଖି ଲୋକେ ଯାହା କହୁଛନ୍ତି…ଦେଖନ୍ତୁ ଭିଡ଼ିଓ
ଆମେ ସମସ୍ତେ ଆମ ନିଜ ଜୀବନ ଅପେକ୍ଷା ସେଲିବ୍ରେଟି ମାନଙ୍କ ଜୀବନ ଉପରେ ଅଧିକ ଫୋକସ କରିଥାଉ, ତାଙ୍କ ଜୀବନଚର୍ଯ୍ୟା କେମିତି,ସେମାନଙ୍କ ର କଥା ଭାଷା ଓ ଚାଲିଚଳନ ଆମ ଉପରେ ବେଶ ପ୍ରଭାବ ପକାଇଥାଏ ।କାରଣ ଆମେ ତାଙ୍କୁ ତାଙ୍କ ଆକ୍ଟିଂ ରୁ ପସନ୍ଦ କରିଥାଉ ତେଣୁ ସେମାନେ ଯାହା ବି କରିଥାନ୍ତି ତାକୁ ଆମେ ଠିକ ଭାବି ନେଉ ।
ତେବେ ସବୁବେଳେ ସେହି ଅଭିନେତା ଓ ଅଭିନେତ୍ରୀ ମାନଙ୍କର ରିଏଲ ଓ ରିଲ ଲାଇଫ ସମ୍ପୂର୍ଣ୍ଣ ଭିନ୍ନ ହେଇଥାଏ ଓ ବାସ୍ତବ ଜୀବନରେ ବି ସେମାନେ ର ବହୁତ ଅଲଗା ହେଇଥାନ୍ତି ।ତେବେ ତାଙ୍କ ଉପରେ ସମସ୍ତଙ୍କ ନଜର ସବୁବେଳେ ରହିଥିବାରୁ ବହୁତ ଭାବିଚିନ୍ତି ତାଙ୍କୁ କୌଣସି କଥା କହିବାକୁ ପଡିଥାଏ ।
ନହେଲେ ସେମାନଙ୍କର ଗୋଟିଏ ଛୋଟ ଭୁଲ ଯାହା ତାଙ୍କୁ ଚର୍ଚ୍ଚାରେ ଆଣିଦିଏ ।ତେବେ ଆପଣ ତ ବଲିଉଡ଼ ର ଅନେକ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଜାଣିଛନ୍ତି ଆଉ ସେହି ଭିତରେ ଆଗ ଧାଡ଼ିର ବହୁତ ପରିଚିତ ଅଭିନେତ୍ରୀ ହେଉଛନ୍ତି ଆଳିଆ ଭଟ ଯାହାଙ୍କୁ କିଏ ବା ନଜାଣିଛି ।ଆଲିଆ ଖୁବ ଅଳ୍ପ ବୟସରେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପି ଥିଲେ ବି ନିଜର ଅଭିନୟ ପାଇଁ ଦର୍ଶକଙ୍କ ମନ ଜିତି ପାରିଥିଲେ ।ତେବେ ନିକଟରେ ସେ ଏମିତି କିଛି ଫିଲ୍ମ ଭେଟି ଦେଇଛନ୍ତି ଯାହାକୁ ସବୁବେଳେ ଅବିସ୍ମରଣୀୟ ରହିବ ।ଆଉ ଆଜି ଆମେ ସେହି ଚୁଲବୁଲି ଅଭିନେତ୍ରୀ ବିଷୟରେ ଏମିତି କିଛି ଜାଣିବା ଯାହା ଆପଣଙ୍କ ହୋସ ଉଡାଇଦେଵ ।
ତେବେ ଆଲିଆ ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥିବା ବେଳେ ବି ନିକଟରେ ସେ ତାଙ୍କର ଅଶ୍ଳୀଳ କଥା ପାଇଁ ପାଇଁ ଖୁବ ଟ୍ରୋଲିଂ ହେଉଛନ୍ତି ।ବହୁତ ସମୟରେ ଆମେ ଖୁସିରେ ବା ଅଧିକ ଦୁଃଖ ସମୟରେ କେତେବେଳେ କଣ କହିଦେଉ ତାହା ଜଣା ନଥାଏ ଠିକ ସେହିପରି ଆଲିଆଙ୍କୁ କଥାରେ କଥାରେ ବହୁତ ଥର ପୁରା ମେଡିଆ ଆଗରେ ଏମିତି କିଛି କହିବାର ଶୁଣା ଯାଇଛି ଯାହାର ଅର୍ଥ ଖୁବ ଖରାପ ଅଟେ ।ଆଉ ନିକଟରେ ବି ଏକ ମେଡିଆ କନଫେରେନ୍ସ ହେଉଥିବା ସମୟରେ ଆଲିଆ ଙ୍କୁ ଡବଲ ମିନିଂ କଥା ଓ ଖରାପ କଥା କହିବାର ଦେଖା ଯାଇଛି ।
ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟି ଯାଇଛି, ତେବେ ଆମେ ସମସ୍ତେ ଯାହାଙ୍କୁ ଆମର ପ୍ରିୟ କଳାକାର ଭାବିଥାଉ ତାଙ୍କୁ ଖୁବ ପସନ୍ଦ କରିଥାଉ କିନ୍ତୁ ତାଙ୍କର ଏହିପରି ଖରାପ କଥା ଯାହା ଶିଣିଲେ ଜାଣିହୁଏ କି ସେମାନେ ବାସ୍ତବରେ କେମିତି ଅଟନ୍ତି ।ଯେମିତି କୁହାଯାଏ କି ଜଣକ ର ବ୍ୟବହାର ଓ କଥାଭାଷା ରୁ ଜାଣି ହୁଏ ବାସ୍ତବରେ ସେହି ବ୍ୟକ୍ତି କେମିତି ସେହିପରି କଳାକାର ମାନଙ୍କର ଏହି ଭୁଲ କଥାଭାଷା ପାଇଁ ତାଙ୍କୁ ଏକ ଖରାପ ଇମେଜ ଦେଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।