
viral ଭିଡ଼ିଓ – IPL ଖେଳ ଦେଖିବା ପାଇଁ ଯାଇ , LIVE KISS କଲେ ପ୍ରେମ ଯୁଗଳ …ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଦୁଇ ପ୍ରେମୀ ଯୁଗଳ କିସ କରୁ ଥିବର ଦୃଶ୍ୟ ଦେଖିବା ପାଇଁ ମିଳିଛି । ତେବେ ଘଟଣା ଟି ଘଟିଛି ଗୋଟେ ଷ୍ଟାଇଓମ ରେ । ତେବେ 2022 ଟାଟା IPL ରେ ଏହି ଦୃଶ୍ୟ ଟି ଦେଖିବା ପାଇଁ ମିଳି ଥିଲା । ତେବେ ଏହି ଘଟଣା ଟି ଟାଟା IPL ର ମେଚ ନମ୍ବର 10 ରେ ଦେଖିବା ପାଇଁ ମିଳି ଥିଲା । ଗୁଜୁରାଟ ଏବଂ ଦିଲ୍ଲୀ ମ୍ୟାଚ ଚାଲି ଥିବା ସମୟ ରେ କିଛି ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା ।
ଯାହା ଆପଣ ମଧ୍ୟ ଦେଖିବା ପରେ ତାଯୁବ ହୋଇ ଯିବେ । ଆଉ ଭାବିବେ ଏତେ ଲୋକ ଆଗରେ ଏମିତି ଏ କାମ କେମିତି କଲେ । ମ୍ୟାଚ ଚାଲି ଥାଏ , ଲୋକ ମାନେ ଦେଖୁ ଥାନ୍ତି , ଏହି ଦମଦାର ମ୍ୟାଚ କୁ । କିନ୍ତୁ ଦୁଇ ପ୍ରେମୀ ଯୁଗଳ ସେହି ସମୟ ରେ କିସ କରିବା କୁ ଲାଗି ଥିଲେ ।
ଯାହା ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଲୋକ ମାନେ ମ୍ୟାଚ ଦେଖିବା ରେ ବ୍ୟସ୍ତ ଥିବା ବେଳେ , ଏମାନେ ଦୁଇ ଜଣ ତାଙ୍କ କାମ ରେ ବ୍ୟସ୍ତ ଥିଲେ ।
କିନ୍ତୁ ଠିକ ସେହି ସମୟ ରେ କ୍ୟାମେରା ତାଙ୍କ ଆଡ଼କୁ ଥିଲା । କିନ୍ତୁ ଦୃଶ୍ୟ ଦେଖିଲେ ଲାଗୁଚି , ସେମାନେ କ୍ୟାମେରା କୁ ଦେଖାଇ କିସ ମାରୁ ନ ଥିଲେ । ସେମାନେ ଏମିତି କିସ ମାରୁ ଥିଲେ । କିନ୍ତୁ ହଟାତ କ୍ୟାମେରା ତାଙ୍କ ସାମ୍ନା କୁ ଆସି ଯାଇ ଥିଲା । ଏବେ ସେମାନେ ଭାଇରାଲ ହୋଇ ଗଲେ ।
ହଁ ଆଜ୍ଞା ଆପଣ ମାନେ ଭାଇରାଲ ହେବା ପାଇଁ ଚାଂହୁ ଛନ୍ତି କି । ତାହାଲେ ଆପଣ ଏମିତି କିଛି କାମ କରନ୍ତୁ ଯେମିତି ଆପଣ ଭାଇରାଲ ହୋଇ ଯିବେ । ସେ ଖରାପ କାମ ହେଉ ବା ଭଲ କାମ ହେଉ । କିନ୍ତୁ ଏବେ ଏମାନଙ୍କୁ କିଏ ନ ଚିଂହେ । ଖେଳ ଦେଖିବା କୁ ଯାଇ ଖେଳ କରିଲେ । ଆଜି କାଲି ଯୁଗ ରେ ପିଲା ମାନେ ଲୁଚି ଛପି ବହୁତ ଖେଳ କରୁ ଛନ୍ତି ।
କିନ୍ତୁ ଏମାନେ ଦୁଇ ଜଣ ଦେଖେଇକି ଖେଳ କରୁ ଛନ୍ତି । ଏଥିରୁ ପ୍ରମାଣିତ ହେଉଛି ଯେ ଯେଉଁ ପ୍ରେମ ଗୁଡିକ ଲୁଚା ଛପା ହୋଇ ଥାଏ , ସେ ପ୍ରେମ ବେସି ଦିନ ପର୍ଯ୍ୟନ୍ତ ରୁହେ ନାହିଁ । କିନ୍ତୁ ଯେଉଁ ପ୍ରେମ ଦେଖେଇକି କରା ଯାଇ ସେ ପ୍ରେମ ବହୁତ ଦିନ ପର୍ଯ୍ୟନ୍ତ ରହି ଥାଏ ।
କାରଣ ଆଜି ଏମାନେ ଦୁଇ ଜଣ ଯେଉଁ କାମ କଲେ , ତାଙ୍କ ଘର ଲୋକ ମଧ୍ୟ ଏ ଦୃଶ୍ୟ କୁ ଦେଖି ଛନ୍ତି । ତେବେ ଘର ଲୋକ ଦେଖି ଛନ୍ତି ମାନେ ବାହା ଘର ସୁନିଶ୍ଚିତ । ତେଣୁ ଦେଖେଇବା ପ୍ରେମ ଟି ସଫଳ ହୋଇ ଥାଏ । ତେବେ ଆପଣ ଭିଡିଓ ଟିକୁ ଦେଖନ୍ତୁ ଜାଣି ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।