ସବୁ ସମୟ ଖବର ସାଥିରେ

IAS Question – ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲନ୍ତି ନାହିଁ ? ଝିଅର ଉତ୍ତର ଶୁଣି Offier ସମସ୍ତେ ଅବାକ୍ ହୋଇଗଲେ…

0 8

ଦର୍ଶକ ବନ୍ଧୁ ଆଜିକାଲି ସମୟରେ ଛାତ୍ରଛାତ୍ରୀ ବା ଯୁବ ପିଢ଼ି ମାନଙ୍କ ଠାରେ କେବଳ ପୁସ୍ତକଗତ ଜ୍ଞାନ ରହିଛି ଯାହା ଆଜିର ସମୟରେ ଗୁରୁତ୍ୱ ଥିଲେ ବି ତାହା କୌଣସି ଚାକିରୀ କ୍ଷେତ୍ର ରେ କାମ ଦେଉନାହିଁ | ତେବେ ପୁସ୍ତକ ଗତ ଜ୍ଞାନ ପାଇଁ ଆଜିର ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଭଲ ନମ୍ବର ରଖୁଥିବା ବେଳେ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛି | ହେଲେ କୌଣସି ଚାକିରୀ କ୍ଷେତ୍ରରେ ହେଉଥିବା ଇଣ୍ଟର୍ଭିୟୁରେ ସେମାନେ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଯାହା ଦ୍ୱାରା ସେମାନେ ବିଫଳ ହେଉଛନ୍ତି | ତେବେ ଏହି ବିଫଳ ହେବାର ଏକ ମାତ୍ର କାରଣ ହେଉଛି ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି | ତେଣୁ ଆଜିକାଲିର ଦୁନିଆରେ ନିଜକୁ ପ୍ରମାଣ କରିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ମଧ୍ୟ ଆବଶ୍ୟକ |

IAS ପରୀକ୍ଷା ରେ ପଚାରା ଯାଇଥିବା ଏହି ସମସ୍ତ ପ୍ରଶ୍ନ ର ଉତ୍ତର ଜଣେ ଯୁବତୀ ଏମିତି ଦେଇଥିଲେ ଯାହାକୁ ଶୁଣି ସେଠାରେ ଉପସ୍ଥିତ ଥିବା ଅଫସର ମାନେ ତାଯୁବ ହେଇଯାଇଥିଲେ | ଆଜି ଆମେ ଆପଣଙ୍କୁ ସେହି IAS ପରୀକ୍ଷା ଇଣ୍ଟର୍ଭିୟୁରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ | ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର IAS ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ସବୁ ପ୍ରଶ୍ନ ଉତ୍ତର ବିଷୟରେ

(1)ପ୍ରଶ୍ନ:- ତାହା କଣ ଅଟେ ଯାହାକୁ ବ୍ୟବହାର କରିବା ପାଇଁ ହେଲେ ତାହାକୁ ପ୍ରଥମେ ଭାଙ୍ଗିବା ପାଇଁ ପଡିଥାଏ?
ଉତ୍ତର :-ଅଣ୍ଡା

(2) ଭାରତରେ ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ?
ଉତ୍ତର: ଜବାହରନାଲ ନେହେରୁ

(3) ପ୍ରଶ୍ନ:- କେଉଁ ଦେଶରେ ବହୁତ ଅଧିକ ଗରମ ହେଲେ ମଧ୍ୟ ସେଠାକାର ସମସ୍ତ ଲୋକ ଗୋରା ହୋଇଥାନ୍ତି ?
ଉତ୍ତର: ଆରବ ଦେଶରେ |

(4) ପ୍ରଶ୍ନ:- ଯେତେବେଳେ ଝିଅମାନେ ଦୌଡ଼ିଥାନ୍ତି ତ ତାଙ୍କର କ’ଣ ଉପର ତଳ ହୋଇଥାଏ?
ଉତ୍ତର: ଡ୍ରେସ |

(5) ପ୍ରଶ୍ନ:- 2011 ଜନ ଗଣନା ଅନୁସାରେ ହିନ୍ଦୀ ଏବଂ ବେଙ୍ଗଲୀ ପରେ ତୃତୀୟ ସର୍ବାଧିକ ବ୍ୟବହୃତ ହେଉଥିବା କଥିତ ଭାଷା ର ନାମ କଣ ଅଟେ?
ଉତ୍ତର – ମରାଠୀ

(6) ପ୍ରଶ୍ନ:- ମଉକା ମିଳିଗଲା ମାତ୍ରକେ ପୁଅଟି ଝିଅର ମାରିଦେଲା ସେଇଟା କ’ଣ ?
ଉତ୍ତର: ପକେଟ |

(7) ପ୍ରଶ୍ନ:- ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ?
ଉତ୍ତର: ଦାରିଙ୍ଗବାଡି

(8) :- ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲନ୍ତି ନାହିଁ?
ଉତ୍ତର-ମଙ୍ଗଳ ସୂତ୍ର

(9) ପ୍ରଶ୍ନ:- ଶଙ୍ଖ କ୍ଷେତ୍ର ଭାବରେ ଆମେ କାହାକୁ ଜାଣିଛୁ?
ଉତ୍ତର: ପୁରୀ

(10) ପ୍ରଶ୍ନ:- ସ୍ବର୍ଣ୍ଣ ମନ୍ଦିର କେଉଁଠାରେ ଅଛି?
ଉତ୍ତର: ପଞ୍ଜାବ ର ଅମୃତସର ରେ

(11) ପ୍ରଶ୍ନ:- ଝାନସୀ ଦୁର୍ଗ କିଏ ନିର୍ମାଣ କରି ଥିଲେ ?
ଉତ୍ତର :ବୀର ସିଂ ଦେଓ |

(12) ପ୍ରଶ୍ନ:- ଜବାହାରଲାଲ ନେହେରୁ ବଟାନିକାଲ ଗାର୍ଡେନ କେଉଁ ଠାରେ ଅବସ୍ଥିତ ?
ଉତ୍ତର: ଶ୍ରୀ ନଗର |

(13) ପ୍ରଶ୍ନ:- ମନ୍ଦିର ମାଳିନୀ ସହର କାହାକୁ କୁହାଯାଏ?
ଉତ୍ତର: ଭୁବନେଶ୍ୱର କୁ

(14) ପ୍ରଶ୍ନ:- ସବୁଠାରୁ ଦ୍ରୁତ ଗତିରେ କଣ ଚାଲିଥାଏ?
ଉତ୍ତର :-ମନ

(15) ପ୍ରଶ୍ନ:- ତାହା କଣ ଯାହାକୁ ଭାଙ୍ଗିଲା ପରେ ହିଁ ଜଣେ ଖୁସି ହୋଇଥାନ୍ତି ?

ଉତ୍ତର :-ରେକର୍ଡ

ତେବେ ଏହା ଥିଲା IAS ରେ ପଚାରା ଯାଉଥିବା କେତେକ ମୋଜାଦାର ପ୍ରଶ୍ନ ଆଉ ଉତ୍ତର ଯାହାକୁ ଆମେ ଜାଣିବେ ଆମର ଜ୍ଞାନ ର ବିକାଶ ଘଟିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।