ସବୁ ସମୟ ଖବର ସାଥିରେ

Government Girl’s School ରେ ଛାତ୍ରୀ ଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଏହି ଶିକ୍ଷୟିତ୍ରୀ… ମାତ୍ର 2 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 11

ଆଜିର ଦିନରେ ସୋସିଆଲ ମିଡିଆର ଚାହିଦା ଖୁବ୍ ଅଧିକ। ଆଜିର ଯୁବସମାଜ ସୋସିଆଲ ମିଡ଼ିଆ ସହିତ ସମୟ ବିତାଇବାକୁ ଅଧିକ ପସନ୍ଦ କରୁଛନ୍ତି।ସମସ୍ତେ ନିଜ ମନ ପସନ୍ଦର ଭିଡିଓ ଦେଖିବା ସହ ବିଭିନ୍ନ ପ୍ରକାର ଭିଡିଓ ବନେଇ ଅଫଲୋଡ କରୁଛନ୍ତି । ଯେଉଁ ଭିଡିଓ ଲୋକଙ୍କୁ ଅଧିକ ପସନ୍ଦ ହେଉଛି ତାହା ଭାଇରାଲ ହେବାକୁ ମଧ୍ୟ ସମୟ ଲାଗୁନି । ତେବେ ସୋସିଆଲ ମିଡ଼ିଆରେ ଆମେ ଭିନ୍ନ ଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ପାଇଥାଉ ସେଥି ମଧ୍ୟରୁ ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ତାହା ହେଉଛି ଡାନ୍ସ ଭିଡିଓ।ସୋସିଆଲ ମିଡିଆରେ ଆପଣ ମାଳ ମାଳ ଡାନ୍ସ ଭିଡିଓ ଦେଖିବାକୁ ପାଉଥିବେ। କିନ୍ତୁ ଏ ସବୁ ଭିଡିଓ ମଧ୍ୟରେ କିଛି ଭିଡିଓ ଲୋକଙ୍କୁ ଖୁବ୍

ପସନ୍ଦ ଆସିଥାଏ ଆଉ ତାହା ଭାଇରାଲ ହେବା ପାଇଁ ବେଶି ସମୟ ଲାଗେ ନାହିଁ।ତେବେ ଆଜିର ଏହି ଭିଡ଼ିଓ ରେ ଆମେ ଆପଣଙ୍କୁ ଏମିତି ଏକ ଡାନ୍ସ ଭିଡିଓ କୁ ଦେଖାଇବୁ ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ।ଏହା ହେଉଛି ଏକ ଭିନ୍ନ ଧରଣର ଡାନ୍ସର ଭିଡିଓ ଯାହା ମନରେ ଏକ ଉଲ୍ଲାସ ଆଣିଦେବ।ଏହି ଭିଡିଓକୁ ଯିଏବି ଦେଖୁଛି ସେ ଏହି ସୁନ୍ଦର୍ ଡାନ୍ସର ପ୍ରଶଂସା କରିବାରେ ଲାଗୁଛି।

ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି ସ୍କୁଲ ଛାତ୍ରୀ ମାନଙ୍କ ସହ ଜଣେ ଶିକ୍ଷୟିତ୍ରୀଙ୍କ ଏକ ଡାନ୍ସ ଭିଡିଓ।ଏହି ଭିଡିଓ ରେ ସେମାନେ କିପରି ଭାବରେ ଡାନ୍ସ କରୁଛନ୍ତି ଥରେ ଦେଖନ୍ତୁ। ଶିକ୍ଷୟତ୍ରୀ ଜଣଙ୍କ ପିଲାଙ୍କ ସହିତ ତାଳ ମିଶାଇ ଏଭଳି ଭାବରେ ସୁନ୍ଦର ନୃତ୍ୟ ପରିବେଷଣ କରୁଛନ୍ତି ଯାହା ଖୁବ୍ ଆକର୍ଷଣୀୟ। ଶିକ୍ଷୟିତ୍ରୀଙ୍କ ସହ ଛାତ୍ରୀ ମାନଙ୍କର ଏହି ଭିନ୍ନ ଷ୍ଟାଇଲ ର ଡାନ୍ସ ଭିଡିଓ ସେୟାର ହେବା ପରେ ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।

ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ତାହାର ମଜା ନିଅନ୍ତୁ। ଏକ ସ୍କୁଲ ଆଗରେ କିଛି ଛାତ୍ରୀଙ୍କ ସହ ମିଶି ଶିକ୍ଷୟତ୍ରୀ ଜଣକ ଏପରି ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି।ଯାହାକୁ ସମସ୍ତେ ଦେଖୁଛନ୍ତି ଏବଂ ଆନନ୍ଦ ମଧ୍ୟ ନେଉଛନ୍ତି। ତେବେ ଏହି ଡାନ୍ସ ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଏହି ସୁନ୍ଦର ଭିଡିଓକୁ ଯିଏ ବି ଦେଖୁଛି ସେ ଏହାର ପ୍ରଶଂସା କରିବାକୁ ଲାଗୁଛି ଏବଂ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ସୂଚନା ମୁତାବକ ଏହି ଡାନ୍ସ ଭିଡ଼ିଓଟି ମାଙ୍ଗାଲୋର୍ ର ଏକ ସ୍କୁଲର ଅଟେ। ଯେଉଁଠାରେ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରୀ ମାନେ ଏହି ଆକର୍ଷଣୀୟ ଡାନ୍ସ କରୁଥିବାର ନଜର ଆସିଛନ୍ତି।ଏହି ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏବେ ସଦ୍ଧା ଏହି ଭିଡିଓକୁ ୪ ଲକ୍ଷ ରୁ ଉର୍ଦ୍ଧ୍ବ ଦର୍ଶକ ଏହାକୁ ଦେଖି ସାରିଲେଣି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।