
ଚଳନ୍ତା ଟ୍ରେନ୍ ରୁ ନିଜ ଛୁଆ କୁ ଫୋପଡ଼ିଦେଲେ ମା’… ଏ ଦୃଶ୍ୟ ଦେଖିଲେ ଆଖିରେ ଲୁହ ଆସିଯିବ ଯାହାର ସିସି ଟିଭି”CCTV” ଫୁଟେଜ ସୋସିଆଲ ମିଡିଆରେ ଭାଇରଲ ହେଉଛି।
ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଏମିତି ଘଟଣା ବିଷୟ ରେ ଭାଏରାଲ୍ ହେବାରେ ଲାଗିଛି । ବେଳେ ବେଳେ ଏମିତି ସୋସିଆଲ ମିଡିଆ ରେ ଭିଡିଓ ଆସେ ଯାହାକୁ କି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ।ତେବେ ପ୍ରତିଦିନ ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହାକି ସାଧାରଣରେ ଚର୍ଚ୍ଚାର ବିଷୟ ରେ ପାଲଟିଥାଏ ।
ଯୁବପିଢୀ ମାନେ ନିଜର ହିତା ହିତ ଜ୍ଞାନ ଭୁଲି ଅନେକ ନିନ୍ଦନୀୟ କାମ କରୁଛନ୍ତି ଏହି ସବୁ ଘଟଣା ସୋସିଆଲ ମିଡିଆରେ ରେ ବହୁତ୍ ଜଲଦି ଭାଇରାଲ ହେଇଥାଏ । ସେହି ଭଳି ଗୋଟିଏ ଘଟଣା ଘଟିଛି ଆପଣ ମାନେ ଜାଣନ୍ତୁ ।ଘଟଣା ଟି ହେଉଛି ଚଳନ୍ତା ଟ୍ରେନ୍ ରୁ ଛୁଆ ମାନକୁ ଏମିତି ଭାବରେ ଫିଙ୍ଗୁଥିଲେ ସତେ ଯେମିତି ଛୁଆ ନୁହେଁ ଫୁଟବଲ୍ । ଆଉ ସେହି ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ।
ସତରେ କଣ ଏବେ ବି ମୂର୍ଖ ଲୋକ ଅଛନ୍ତି ଚଳନ୍ତା ଟ୍ରେନ୍ ରୁ ଛୁଆ କୁ ଫୋପାଡି ନିଜେ ଡେଇଁ ପଡ଼ିଥିଲେ । ଏହି ଘଟଣା ଦୁଇ ପିଲା ଆଉ ନିଜ ମା ଜୀବନ କୁ ବାଜି ଲଗାଇ ଦେଇଥିଲେ । ଯାହାର ସିସି ଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଚାରିଆଡ଼େ ଭାଇରାଲ ହେବାରେ ଲାଗିଛି । ଶନି ବାର ଦିନ ସନ୍ଧ୍ୟା ୬ ଟା ୩୦ ମଧ୍ୟପ୍ରଦେଶ ର ଉଜେଲ୍ସ ଷ୍ଟେସନରେ ୪ ନ ପ୍ଲାଟଫର୍ମ ରେ ଜଣେ ମହିଳା ତରତର ହେଇ ଭୁଲ୍ ରେ ଅଲଗା ଟ୍ରେନ୍ ରେ ଚଢ଼ି ଯାଇଥିଲେ ।
ଟ୍ରେନ୍ ଷ୍ଟେସନ ରୁ ଛାଡ଼ିବା ପରେ ସେ ଜାଣିବାକୁ ପାଇଥିଲେ ଯେ ସେ ଟ୍ରେନ୍ ଟି ଭୁଲ ଥିଲା ବୋଲି ଆଉ ତା ପରେ ପିଲାଙ୍କୁ ଗୋଟି ଗୋଟି କରି ପିଲାଙ୍କୁ ଫୋପାଡିଥିଲେ । ପ୍ରଥମେ ବଡ଼ ପୁଅ ତାପରେ ସାନପୁଅ କୁ ଫୋପଡ଼ିଥିଲେ ମହିଳା ତାପରେ ନିଜେ ଡେଇଁ ପଡ଼ିଥିଲେ । କିନ୍ତୁ ମହିଳା ଜଣକ ଡେଇଁଲା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ସେଠାରେ ଉପସ୍ଥିତ ଥିବା କନେଷ୍ଟବଳ ମହେଶ ସ୍ୱାହା ମହିଳା ଜଣଙ୍କୁ ଟ୍ରେନ୍ ପାଖରୁ ଭିଡ଼ି ଆଣିଥିଲେ । ଆଉ ମହିଳା ଜଣକ ବଞ୍ଚିଯାଇଥିଲେ ଛୁଆ ମାନେ ବହୁତ କାନ୍ଦୁଥିଲେ । ଓ ସେମାନଙ୍କ ହାତ ଗୋଡ଼ ଟିକେ ଟିକେ ଛିଡି ଯାଇଥିଲା ,ମହିଳା ଜଣଙ୍କୁ କନେଷ୍ଟବଳ ଉଦ୍ଧାର କରି ପାରିଥିଲେ ।
ଯଦିଓ ଗୋଡ଼ ଖସି ଯାଇଥିଲା ସେହି ସମୟରେ ଯଦି କନେଷ୍ଟବଳ ନ ଉଦ୍ଧାର କରିଥାନ୍ତେ । ତାହା ହେଲେ ସେ ମହିଳା ଜଣଙ୍କ ଆଉ ଏହି ଧରା ପୃଷ୍ଟ ରେ ରହି ନଥାନ୍ତେ ,କନେଷ୍ଟବଳ ଠିକ୍ ସମୟରେ ଦେଖି ଟ୍ରେନ୍ ପାଖରୁ ଭିଡ଼ି ଟାଣି ଆଣିଥିଲେ ଯାହାଦ୍ଵାରା କି ମହିଳା ଜଣକର ଜୀବନ ନିରାପଦରେ ରହି ନଥାନ୍ତେ । ପିଲା ଦୁଇ ଜଣ ବି ସୁରକ୍ଷିତ ରେ ଅଛନ୍ତି ପିଲା ମାନେ କାନ୍ଦୁଦେବୀଥିଲେ ବହୁତ ଜର ରେ । ମହିଳା କନେଷ୍ଟବଳ କୁ ତାଙ୍କୁ ଧନ୍ୟବାଦ ଦେଇଥିଲେ ଏହି ସବୁ ଘଟଣା ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।