ସବୁ ସମୟ ଖବର ସାଥିରେ

ଚାକରାଣୀ, ଭାଉଜ, ଅଫିସ ଝିଅ ଏମିତି ସମସ୍ତଙ୍କ ସହିତ ମୋ ସ୍ୱାମୀ କରିଛନ୍ତି ସେ-କ୍ସ, ମୁଁ କ’ଣ କରିବ |

0 79

ଆଜି କାଲିର ସମାଜ ଏତେ ମାତ୍ରା ରେ କଳଙ୍କିତ ହୋଇ ଗଲାଣି ଯେ ଯାହା ଭାବିଲେ ମଧ୍ୟ ବହୁତ ନିନ୍ଦନୀୟ ଲାଗିବ | ଆମ ସମାଜ ରେ କିଛି ଏଭଳି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜର ନୈତିକତା ଓ ମାନବିକତା ଭୁଲି ନିଜ ସ୍ୱାର୍ଥ ପାଇଁ କିଛି ବି କରିବାକୁ ପଛାଇ ନାହାଁନ୍ତି ଯାହା ଦ୍ୱାରା ପରେ ସେମାନଙ୍କୁ କେବଳ ଲଜ୍ଜିତ ଅନୁଭବ କରିବାକୁ ପଡ଼ି ଥାଏ | ଆପଣ ମାନେ ତ ଜାଣନ୍ତି ବିବାହ ପରେ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ଯେ କେତେ ନିବିଡ଼ ହୋଇ ଥାଏ ଏବଂ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହି ଥାଏ, ଏହା ସହିତ ଉଭୟ ଙ୍କ ମଧ୍ୟରେ ଏକ ଭରସା ଓ ବିଶ୍ୱାସ ରହି ଥାଏ |

କିନ୍ତୁ ଆଜି କାଲିର କିଛି ଏମିତି ବିବାହ ଅଛି ଯେଉଁ ସମ୍ପର୍କ ସ୍ୱଚ୍ଛ ନୁହେଁ, ସେ ପୁରୁଷ ହେଉ କି ସ୍ତ୍ରୀ ନିଜ ସ୍ୱାମୀ ବା ସ୍ତ୍ରୀ କି ଛାଡ଼ି ଅନ୍ୟ କାହା ସହ ଅପ୍ରୀତିକର କାର୍ଯ୍ୟ ରେ ଲୀନ ରହି ଥାଆନ୍ତି | ଆଉ ଏହା ଯେତେ ବେଳେ ସମସ୍ତଙ୍କ ସାମ୍ନାକୁ ଚାଲି ଆସେ ସେତେ ବେଳେ କେବଳ ଲଜ୍ୟା ଅନୁଭବ କରିବା ଛଡା ଆଉ କିଛି ବାଟ ନଥାଏ | ଏଭଳି ଘଟଣା ସୋସିଆଲ ମିଡ଼ିଆ ରେ ଅନେକ ଆସୁଛି, ଆଉ ଆଜି ପୁଣି ଥରେ ସେଭଳି ଏକ ଘଟଣା ନଜର କୁ ଆସିଛି |

ଯେଉଁ ସ୍ୱାମୀ ବେଦି ରେ ହାତ ଧରି ବିବାହ କରି ଥିଲା ଆଉ ଜୀବନ ଥିବା ଯାଏଁ ସ୍ତ୍ରୀ ସବୁ ଭଲ ମନ୍ଦ ବୁଝିବ ବୋଲି କଥା ଦେଇ ଥିଲା ଆଜି ସେହି ସ୍ୱାମୀ ନିଜ ସ୍ତ୍ରୀ କୁ ଲୁଚାଇ ଅନେକ ଙ୍କ ସହ ବହୁତ ଖରାପ ସମ୍ପର୍କ ରଖିଛି, ଆଉ ଶେଷରେ ପତ୍ନୀ କିଛି ବାଟ ନପାଇ ଅସହାୟ ହୋଇ ସ୍ୱାମୀ ବିରୋଧରେ ଅଭିଯୋଗ କରିଛି | ସ୍ତ୍ରୀ ଙ୍କର ଅଭିଯୋଗ ଅନୁଯାଇ ତାଙ୍କ ସ୍ୱାମୀ ଜଣେ କି ଦୁଇ ଜଣ ଙ୍କ ସହ ଅନୈତିକ ସମ୍ପର୍କ ରଖି ନାହିଁ ବରଂ କାହା ସହ ଯେ କେତେ ରଖିଛି ତାର ହିସାବ ମଧ୍ୟ ନାହିଁ |


ବିବାହ ର ପରେ ପରେ ପ୍ରଥମେ ତାଙ୍କ ସ୍ୱାମୀ ଅଫିସ ର ଦୁଇ ଜଣ ମହିଳା ଙ୍କ ସହ ଅପ୍ରୀତିକର ସମ୍ପର୍କ ରେ ରହି ଥିଲେ | ଏହାକୁ ସ୍ତ୍ରୀ ଜାଣିବା ପରେ ବହୁ କଷ୍ଟରେ ତାଙ୍କୁ ଏସବୁ ରୁ ଦୂରେଇ ରଖୁ ଥିଲେ, କିନ୍ତୁ ପରେ ପୁଣି ନିଜ ଭାଉଜ ଙ୍କ ସହ ସମ୍ପର୍କ ରଖିବା ସହିତ ଘର ର ଚାକରାଣୀ ସହ ମଧ୍ୟ ଖରାପ ସମ୍ପର୍କ ରହିଛି | ସ୍ୱାମୀ ର ଭୁଲ କୁ ଅନେକ ବର୍ଷ ଧରି ସ୍ତ୍ରୀ ସହି ଆସୁ ଥିଲେ କିନ୍ତୁ ପରେ ସ୍ୱାମୀ ଙ୍କର ଏଭଳି କୁକାର୍ଯ୍ୟ ରେ ଅତିଷ୍ଠ ହୋଇ ଅଭିଯୋଗ ଆଣିଛନ୍ତି | ତେବେ ଏଭଳି କାର୍ଯ୍ୟ କରୁଥିବା ଲୋକ ଙ୍କୁ ନିହାତି ଭାବରେ ଦୃଢ଼ ବିରୋଧ କରିବା ସହିତ ତାଗିଦ କରିବା ଉଚିତ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।