ସବୁ ସମୟ ଖବର ସାଥିରେ

ଆସିଲା କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର ! ନୂଆ ମେଡିସିନ୍ ଯାହାକୁ ଖାଇଲେ କେବେବି କ୍ୟାନସର ପାଖ ମାଡିବନି ୧୦୦% ଗ୍ୟାରେଣ୍ଟି – Dr.Rachel Mathew

0 25

ହଁ ଦର୍ଶକ ବନ୍ଧୁ କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ | ଆପଣ ମାନେ ଜାଣନ୍ତି ସମସ୍ତ ଜାଣନ୍ତି ଯେ କ୍ୟାନ୍ସର ଏକ ଦୁସାଧ୍ୟ ରୋଗ | ଏହି ରୋଗ ହେଲେ ରୋଗୀ ଏଥିରୁ ମୁକୁଳିବା ଭାରି କଷ୍ଟ | ତେବେ ଏହା ର ଚିକିତ୍ସା ପାଇଁ ମୁଖ୍ୟତଃ ଇମ୍ୟୁନ ଥେରାପି ଓ କେମୋ ଥେରାପି ପରି ଦୁଇ ପ୍ରକାର ଥେରାପି କୁ ବ୍ୟବହାର କରାଯାଇଥାଏ |

ତେବେ ଏହାକୁ ନେଇ ବିଶିଷ୍ଟ କରକେ ରୋଗୀ ଚିକିତ୍ସକ ମାନେ ଏହି ଦୁଇ ଥେରାପି କୁ ସମର୍ଥନ କରିଛନ୍ତି | ତେବେ ଏହା ଭିତରେ ନ୍ୟୁୟର୍କ ରୁ ଆସିଛି ଏକ ବଡ ଖବର ଯାହା ଜାଣିଲେ ଆପଣ ମାନେ ବି ଖୁସି ହେଇଯିବେ | ହଁ ଆଜ୍ଞା ତାହେ ଲେ ଆସନ୍ତୁ ଜାଣିବା ନ୍ୟୁୟର୍କ ରୁ ଆସିଥିବା ସେହି ଖୁସି ଖବର ବିଷୟରେ ଜାଣିବା |

ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁସାରେ ନ୍ୟୁୟର୍କ ଟାଇମ୍ସ ରେ ପ୍ରକାଶିତ ତଥ୍ୟ ଅନୁସାରେ ନ୍ୟୁୟର୍କ ସ୍ଥିତ ସ୍ଲୋୟାନ କେଟରିଙ୍ଗ କ୍ୟାନ୍ସର ସେଣ୍ଟର ରେ 18 ଜଣ ରୋଲ କ୍ୟାନ୍ସର ବା ମଳଦ୍ୱାର ଆକ୍ରାନ୍ତ କର୍କଟ ରୋଗୀଙ୍କୁ | ପରୀକ୍ଷା ମୂଳକ ଭାବେ ନିଆ ଯାଇଥିଲା | 6 ମାସ ଧରି ସେମାନଙ୍କୁ ଡଷ୍ଟରଲିମ୍ୟାବ ନାମକ ଏକ ଔଷଧ ଦିଆଯାଉଥିଲା | ଲ୍ୟାବ ରେ ସ୍ଵତନ୍ତ୍ର ପ୍ରକାର ଏକ ଅଣୁ ରେ ତିଆରି ଏହି ଔଷଧ ଖାଇବା ପରେ ସମସ୍ତ 18 ଜଣ ରୋଗୀ ଙ୍କ ମଳଦ୍ୱାର ର ଟ୍ୟୁମର ଗାୟବ ହେଇଯାଇଥିଲା |

ତେବେ ସମସ୍ତ ରୋଗୀଙ୍କର ଶାରୀରିକ ପରୀକ୍ଷଣ, ଏଣ୍ଡସ୍କୋପି, ଏଡୋଆରଆଇ ଏବଂ ପିଇଟି ସ୍କାନ ପରେ କ୍ୟାନ୍ସର ର ଟିକିଏ ବି ଲକ୍ଷଣ କି ଭୁତାଣୁ ଦେଖିବାକୁ ମିଳିନଥିଲା ବୋଲି ଜଣା ପଡିଛି | ତେବେ ଶ୍ଳୋୟାନ କେଟାରିଂ କ୍ୟାନ୍ସର ସେଣ୍ଟର ର ଡାକ୍ତର ଲୁଇଜ ଏ ଡିଆଜ ଏହି ଚମତ୍କାରୀତା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହିପରି ଚିକିତ୍ସା କ୍ୟାନ୍ସର ଇତିହାସ ର ପ୍ରଥମ ବୋଲି କହିଛନ୍ତି | ସେ ଏକଥା ମଧ୍ୟ କହିଛନ୍ତି ଯେ ଏ ସମସ୍ତ ଔଷଧ ସମସ୍ତ କ୍ୟାନ୍ସର ରୋଗୀ ଙ୍କ ପାଇଁ ଫଳ ପ୍ରଦ କି ନୁହେଁ ତାହା ଦେଖିବାକୁ ଏବେ ଅଧିକ ପରୀକ୍ଷା କରାଯିବ ବୋଲି କହିଛନ୍ତି |

ତେବେ ଆଗରୁ କ୍ୟାନ୍ସର ରୋଗୀଙ୍କୁ ଦ୍ୱିପ୍ରକାର ପଦର୍ଥୀ ଅନୁସରଣ କରାଯାଉଥିଲା ତାହା ହେଉଛି ଇମ୍ୟୁନ ଥେରାପି ଓ କେମୋ ଥେରାପି | ତେବେ ଏବେ ଏବେ ସଫଳତା ଲାଭ ହେଇଥିବା ଔଷଧ ମଧ୍ୟ ଇମ୍ୟୁନ ଥେରାପି ଶ୍ରେଣୀ ର ବୋଲି କୁହାଯାଇଛି | ସୂଚନା ମୁତାବକ ନିୟୁୟର୍କ ରେ ଯେଉଁ ଚିକିତ୍ସା ଚାଲିଛି ତାହା ଇଫକ୍ଟିଭ କେମୋ ଥେରାପି ଓ ୱାଥ ଇମ୍ୟୁନି ଥେରାପି କୁ ମିଶାଇ କରି ଦିଆଯାଇଛି |

ଯାହା ଅତ୍ୟାଧୁନିକ ମଳଦ୍ୱାର କ୍ୟାନ୍ସର ଭଲ ଫଳ ମିଳୁଛି ବୋଲି କୁହାଯାଇଛି | ତେବେ ଭାରତ ରେ ଓ ଓଡିଶା ଏହା କେତେ ଫଳ ପ୍ରଦ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ଓ ବିଶେଷଜ୍ଞ ଏହାକୁ ପରୀକ୍ଷା କରିବା ଜରୁରୀ ବୋଲି କହିଛନ୍ତି | ଯାହା ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।