ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – ଘରେ ଛାଡିବା ବାହାନାରେ ମାଲିକର ଝିଅକୁ ନେଇ ଫେରାର, ଜେସିବି ଡ୍ରାଇଭର, ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 105

ବଲାଂଗିରି ଜିଲ୍ଲା ଆଶୀର୍ବାଦ ଥାନା ରେ ଏକ ଅଭିଯୋଗ ହୋଇଛି । ତେବେ ଘଟଣା ଟି ଜଣେ ଯୁବକ ମାଲିକ ଘରେ କାମ କରୁ ଥିବା ସମୟ ରେ ମାଲିକ ର ଝିଅ କୁ ଉଠାଇ ନେଇ ଭବାନୀ ପାଟଣା ନେଇ ପଳାଇ ଯାଇ ଥିଲା ।

ଆଜିର ଦୁନିଆ ରେ ଯେତେ ଭଲ ବିଶ୍ୱସ୍ଥ ଲୋକ ହେଲେ ମଧ୍ୟ ତାଙ୍କ ଉପରେ ଟିକେ ହେଲେ ମଧ୍ୟ ବିଶ୍ୱାସ କରିବା କଥା ନୁହେଁ । କାରଣ ଆଜିର ଦୁନିଆ ସବୁ ସ୍ୱାର୍ଥ କୁ ନେଇ ଚାଲିଛି । ଯାହା ପାଖରେ କିଛି ସ୍ୱାର୍ଥ ଅଛି ମଣିଷ ତା ପାଖରେ ଭଲ ଭଲ ମିଠା କଥା କହୁଛି । ଆଉ ସ୍ୱାର୍ଥ ସରି ଗୋଲା ପରେ ମଣିଷ ସବୁ କିଛି ଭୁଲ ଯାଉଛି ।

ତେବେ ଆଜି ଯେଉଁ ଘଟଣା ଟି ଘଟିଛି , ତାହା ଆପଣ ଶୁଣିବା ପରେ ଆଉ କାହାକୁ କେବେ ବିଶ୍ୱାସ କରିବେ ନାହିଁ । ମଣିଷ ର ବିଶ୍ୱାସ ଥରେ ଚାଲି ଗଲା ପରେ ସେ ସମ୍ପୂର୍ଣ ମରି ଯିବା ସହିତ ସମାନ ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ସେହି ଘଟଣା । ଯେଉଁ ଘଟଣା ଟି ଏବେ ଓଡିଶା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

କଳାହାଣ୍ଡି ଜିଲ୍ଲା ର ଜଣେ ବ୍ୟକ୍ତି ସେ ଆସି ବଲାଙ୍ଗୀର ଜିଲ୍ଲାର ଜଣକ ଘରେ କାମ କରୁ ଥିଲେ । ତେବେ ତାଙ୍କର କାମ ଥିଲା ଜେସିପି ଚଲେଇବା । ତେବେ ମାଲିକ ତାଙ୍କୁ ମାସକୁ 20 ହଜାର ଟଙ୍କା ଦେଉ ଥିଲେ । ସେ 20 ହଜାର ପାଇ ମାଲିକ ଘରେ ସେ ବହୁତ ଖୁସି ରେ ରହୁ ଥିଲେ । ତେବେ ମାଲିକ ମଧ୍ୟ ତାକୁ ପୁଅ ପରି ଭାବୁ ଥିଲେ ।

ତେଣୁ ତାକୁ ତାଙ୍କ ଘରେ ରଖି ଥିଲେ । କିନ୍ତୁ ସେ ଏମିତି ବିଶ୍ଵାସ ଘାତକ କରିବ ବୋଲି ମାଲିକ କେବେ କଳ୍ପନା କରି ନ ଥିଲେ । ତେବେ ଜେସିପି ଚାଳକ ମାଲିକ ର ଝିଅ ପ୍ରତି ଟିକେ ଲାଳସା ରଖି ଥିଲା । କେବଳ ଟିକେ ସୁଯଗ ଖୋଜୁ ଥିଲା । ମାଲିକ ତାର ସବୁ କିଛି ଜିନିଷ ତାକୁ ଦେଇ ଦେଉ ଥିଲା ।

ତେବେ ମାଲିକ ର ଝିଇ କଲେଜ ଯାଇ ଥିଲା । ଆସିବା ସମୟ ରେ ଡ୍ରାଇଭର କହି ଥିଲା ଘରେ ନେଇ ଛାଡି ଦେଵ ବୋଲି । ତେଣୁ ଝିଅ ନିର୍ଭୟ ରେ ତା ଗାଡି ରେ ବସି ଯାଇ ଥିଲା । ଶେଷରେ ଡ୍ରାଇଭର ନେଇ ପଳାଇ ଯାଇ ଥିଲା ଭବାନୀ ପାଟଣା ।

ଝିଅ ର ବାପା ଯେତେ ଖୋଜି ଥିଲେ ଝିଅ କୁ ପାଇ ନ ଥିଲେ । ଶେଷରେ ଜାଣିବା ପାଇଁ ପାଇଲେ ଡ୍ରାଇଭର ତାଙ୍କ ଝିଅ କୁ ନେଇ ଫେରାର ହୋଇ ଯାଇଛି । ତେବେ ସେ ଥାନା ରେ ଅଭିଯୋଗ କରି ଥିଲେ । ପୋଲିସ ତାଙ୍କ ଝିଅ କୁ ଫେରାଇ ଆଣି ଥିଲା ଆଉ ଡ୍ରାଇଭର ଧରା ପଡି ଯାଇ ଥିଲା । ତେଣୁ କାହାରିକୁ କେବେ ବିଶ୍ଵାସ କରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।