ସବୁ ସମୟ ଖବର ସାଥିରେ

ଦେଖନ୍ତୁ ଭିଡ଼ିଓ : କ୍ୟାମେରା ଆଗରେ ସୁପରଷ୍ଟାର କମେଡିଆନ ରାଜୁ ( Raju ) କହୁ କହୁ କହିଦେଲେ କେମିତି ହେଲା ପ୍ରେମ ? Sahu Variety Store

0 3

ଦର୍ଶକ ବନ୍ଧୁ ଆପଣ ମାନେ ତୋ ଜାଣିଥିବା ଓଡ଼ିଶାରେ ବେଶ ଜଣା ଶୁଣା ହାସ୍ୟ ଅଭିନେତା ରାଜୁ ଦାସ ବା ଯାହାକୁ ଆପଣ ମାନେ ସାହୁ ଭେରାଇଟି ଷ୍ଟୋର ର ମାଲିକ ଭାବେ ଜାଣିଛନ୍ତି | ତେବେ ଅଗଣତି ଓଡିଶା ବାସୀ ଙ୍କ ମୁହଁରେ ହସ ଫୁଟାଇବା ପାଇଁ ତାଙ୍କର ସବୁବେଳେ ପ୍ରୟାସ ଚାଲିଥିବା ଆପଣ ମାନେ ଦେଖିଥିବେ | ତେବେ ସମସ୍ତଙ୍କ ମୁହଁରେ ହସ ଫୁଟାଉଥିବା ରାଜୁ ଦାସ ଏବେ ତାଙ୍କର ପରିବାର ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି | ହଁ ଆଜ୍ଞା ଆପଣଙ୍କର ପ୍ରିୟ ହାସ୍ୟ ଅଭିନେତା ରାଜୁ ଦାସ ଏହି କିଛି ଦିନ ହବ ବିବାହ ବନ୍ଧନ ରେ ବାନ୍ଧି ହେଇଛନ୍ତି | ତେବେ ତାଙ୍କର ଏହି ବିବାହ ପରେ ସମସ୍ତ ସୂଚନା ଓଡିଶା ବାସୀ ଦେବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି ଓଡିଶା ଆଉ ଏକ ହାସ୍ୟ ଅଭିନେତା ଶଙ୍କର | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ରାଜୁ ଦାସ ତାଙ୍କର ବିବାହ କୁ ନେଇ କଣ କହିଥିଲେ ତାହା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଓଡିଶା ର ବେଶ ପ୍ରଶଂସିତ ହାସ୍ୟଅଭିନେତା ରାଜୁଦାସ ସୋନାଲି ନାମକ ଜଣେ କଲେଜ ଲେକଚର ଙ୍କୁ ବିବାହ କରିଛନ୍ତି ତାହା ତୋ ଆପଣ ବେଶ ଭଲ ଭାବରେ ଜାଣିଛନ୍ତି | ତେବେ ତାଙ୍କର ବିବାହ ପରେ ହାସ୍ୟଅଭିନେତା ଶଙ୍କର ଯାଇ ତାଙ୍କ ଘରେ ପହଞ୍ଚିଥିଲେ | ସେ ତାଙ୍କର ଘରେ ପହଞ୍ଚିବା ପରେ ପୁରା ଘର ବୁଲି ଦେଖିବା ସହିତ ରାଜୁ ଦାସ ଙ୍କ ବାପା ତାଙ୍କ ବାପା ଙ୍କ ସାଙ୍ଗ ଓ ଘର ଅନ୍ୟ ସଦସ୍ୟ ଙ୍କ ସହିତ ବିବାହ ରେ କେମିତି କଣ ହେଇଥିଲା ସେ ବିଷୟରେ ଦର୍ଶକ ମାନଙ୍କୁ ଭିଡ଼ିଓ ମାଧ୍ୟାମ ରେ ଦେଖାଇଛନ୍ତି | ତାପରେ ସେ କଥା ହେଇଥିଲେ ରାଜୁ ଦାସ ଓ ତାଙ୍କର ନବ ବିବାହିତା ସ୍ତ୍ରୀ ଙ୍କ ସହିତ |

ରାଜୁ ଦାସ ତାଙ୍କର ବିବାହ ରେ ଖୁସି ବୋଲି କହିଛନ୍ତି ଓ ତାପରେ ସେ ତାଙ୍କର ସ୍ତ୍ରୀ ସୋନାଲି ଙ୍କ ବିଷୟରେ କିଛି କହିଥିଲେ | ଏବଂ ସେ ପ୍ରଥମେ ସୋନାଲି ଙ୍କୁ ପ୍ରେମ ପ୍ରସ୍ତାବ ଦେବା କହିଛନ୍ତି ତାପରେ ସେ ତାଙ୍କ ଘର ଲୋକଙ୍କ ସହିତ ବିବାହ ପ୍ରସ୍ତାବ ନେଇ ଯାଇଥିଲେ ବୋଲି କହିଥିଲେ | ତେବେ ବିବାହ ରେ ଦୁଇ ଦମ୍ପତି ଖୁସି ଅଛନ୍ତି, ତେବେ ଶଙ୍କର ରାଜୁ ଦାସ ଙ୍କୁ ପଚାରିଥିଲେ ବିବାହ ରେ ସେ ଆଉ ଅଭିନୟ ଆଡ଼କୁ ଯିବେ କି ନାହିଁ ସେ କଥା ମଧ୍ୟ ପଚାରିଥିଲେ | ଶଙ୍କର ଙ୍କ ପ୍ରଶ୍ନର ଉତ୍ତର ରାଜୁ ଦାସ କହିଥିଲେ ସମସ୍ତ ଓଡିଶା ବାସୀ ଙ୍କ ଆଶୀର୍ବାଦ ପାଇଁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି |

ତେଣୁ ସେ ଆଗକୁ ମଧ୍ୟ ତାଙ୍କର ପ୍ରଶଂସକ ମାନଙ୍କୁ ଏମିତି ହସେଇବି | ଏମିତି କିଛି ସମୟରର ବାର୍ତାଳାପ ସରିବା ପରେ ନଡ଼ିଘୋଷ ଡ଼ାଇରୀ ର ନିୟମ ମୁତାବକ ହାସ୍ୟ ଅଭିନେତା ସେମାଙ୍କୁ ଠାରୁ ଏକ ଦସ୍ତକ୍ଷତ ନେଇଥିଲେ ଯେଉଁ ଥିରେ ଲେଖା ଯାଇଥିଲେ ଆମେ ସବୁ ଦିନ ପରସ୍ପର ସହିତ ଏମିତି ଭଲ ପାଇବା ସହିତ ରହିବୁ ଏହା ସହିତ ଆମ ମନ ଇଚ୍ଛା ଆମେ ଦୁହିଁଙ୍କୁ ସମୟ ଦେବୁ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।