ସବୁ ସମୟ ଖବର ସାଥିରେ

କ୍ୟାମେରାରେ କଏଦ ହେଲା ମୃତ୍ୟୁର ଲାଇଭ ଭିଡିଓ Selfie ନେବା ସମୟରେ ଚାଲିଗଲା ଜୀବନ କ୍ୟାମେରାରେ ରେକର୍ଡ ହେଲା ଶେଷ ଭିଡିଓ ଭିଜୁଆଲ

0 16

ଆମ ଏହି ଦୁନିଆରେ ଜନ୍ମ ଓ ମୃତ୍ୟୁ ହିଁ ଗୋଟିଏ ସତ୍ୟ ଯାହାକୁ କେହି ବି ଅମାନ୍ୟ କରି ପାରିବ ନାହିଁ ।ଏହି ଦୁନିଆରେ ଯାହାର ଜନ୍ମ ହେଇଛି ତାର ମୃତ୍ୟୁ ଦିନେ ନା ଦିନେ ନିଶ୍ଚିତ ହେବ ।ତେବେ କାହା ପାଇଁ କେତେବେଳେ ଓ କେଉଁ ରୂପରେ ମୃତ୍ୟୁ ଆସିଥାଏ ତାହା କହି ହୁଏ ନାହିଁ ।ପ୍ରତଦିନ ବହୁତ ଲୋକମାନେ କେମିତି ନା କେମିତି ମୃତ୍ୟୁ ବରଣ କରୁଛନ୍ତି ତେବେ କିଏ କେମିତି ମୃତ୍ୟୁ ପାଉଛି ତାହା ସେହି ଭଗବାନଙ୍କ ହାତର କଥା ।ତେବେ ସବୁବେଳେ ନିଜ ଜୀବନକୁ ଏମିତି ବଞ୍ଚିବା ଦରକାର କି ମୃତ୍ୟୁ ଆସିଲେ ବି ଆମକୁ ଯେମିତି କିଛି ଅବଶୋଷ ନଥିବ ।

ତେବେ ଜାଣିଛନ୍ତି ଅନେକ ସମୟରେ ଆମର ଛୋଟ ଛୋଟ ଭୁଲ ଓ ଅବହେଳା ପାଇଁ ବି ଆମ ଜୀବନ ଚାଲି ଯାଏ ନହେଲେ ଆଉ କାହାର ଜୀବନ ଚାଲିଯାଏ ।

ତେବେ ପ୍ରତିଟି ଜୀବନ ଖୁବ ମୂଲ୍ୟବାନ ଅଟେ ଏହା ସବୁବେଳେ ମନେ ରଖିବା ଉଚିତ ।ଆଉ ଆଜିର ଯୁଗ ଯାହାକୁ ସୋସିଆଲ ମେଡିଆରେ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ, ତେବେ ଯୁବପିଡ଼ି ଏହି ସୋସିଆଲ ମେଡିଆ ସହିତ ଏତେ ସମ୍ପୃକ୍ତ ଯେ ତା ପାଇଁ ସବୁକିଛି କରି ଯାଉଛନ୍ତି ।ଫୋଟ,ଭିଡ଼ିଓ କରି ସୋସିଆଲ ମେଡିଆରେ ପୋଷ୍ଟ କରିବା ଏହା ଏବେ ଏକ ଟ୍ରେଣ୍ଡ ପାଲଟି ଗଲାଣି ।ତେବେ ଆଜି ଆପଣଂକୁ କହିବୁ କି କେମିତି ଜଣେ ଯୁବତୀଙ୍କ ଟିକିଏ ଭୁଲ ପାଇଁ କେମିତି ତାରଜୀବନ ଚାଲି ଗଲା ।

ହଁ ବନ୍ଧୁମାନେ ଆପଣ ଏହି ଭିଡ଼ିଓରେ ଦେଖି ପାରୁଥିବେ ଜଣେ ଯୁବତୀ ବ୍ଲୁ ରଙ୍ଗର ଡ୍ରେସ ପିନ୍ଧିଚି ଆଉ ସେ ସେଲଫି ନେଉଛି ।ତେବେ ସେହି ଯୁବତୀ ଜଣଙ୍କ ନିଜ ସାଙ୍ଗ ମାନଙ୍କ ସହିତ ପିକନିକ କରିବାକୁ ଯାଇଥିଲେ ଆଉ ସେଠାରେ ସେ ଭୀମ ସାର ଗଭୀର ପାଣି ସ୍ରୋତ ପାଖକୁ ଯାଇ ସେଲଫି ନେବାକୁ ଲାଗିଥିଲେ ।ତେବେ ସେଠାରେ ବହୁତ ରିସ୍କ ରହିଥିଲେ ବି ଯୁବତୀ ଜଣଙ୍କ ନଡରି ଯାଇଥିଲେ ସେଠାକୁ ।ତେବେ ସେ ଯେଉଁଠି ଛିଡା ହେଇଥିଲେ ସେଠାକୁ ଆଉ ଜଣେ ଯୁବକ ଯାଉଥିଲେ ମାତ୍ର ସେହି ଯୁବକର ଗୋଡ଼ ଖସି ଯାଇଥିଲା ଓ ସେ ପଡିଯାଇଥିଲେ ମାତ୍ର ତାଙ୍କର ହାତ ସେହି ଯୁବତୀଙ୍କ ଦେହରେ ବାଜିବାରୁ ସେ ଭାରସାମ୍ୟ ହରେଇ ପାଣି ଭିତରେ ପିଡ଼ି ଯାଇଥିଲେ ।

ତେବେ ସେଠାରେ ପାଣିର ସୁଅ ଏତେ ଜୋର ଥିଲା ଯେ ସେ ବହୁତ ଦୂରକୁ ଭାସି ଯାଇଥିଲେ ଆଉ ତାଙ୍କର କିଛି ଖୋଜ ଖବର ମିଳି ନଥିଲା ତେବେ ପରେ 22 ଘଂଟା ପରେ 300ମିତ୍ର ଦୂରରୁ ଯୁବତୀ ଜଣଙ୍କର ମୃତ ଶରୀର ଏକ ପଥର ଉପରୁ ଉଦ୍ଧାର ହେଇ ଥିଲା ।ତେବେ ସେହି ଯୁବତୀ ଜଣଙ୍କ ଥିଲେ ନିରୂପମା ପ୍ରଜାପତି ଝ
ଯାହାଙ୍କର ଘର ରାଜଗାନ୍ଧପୁର କୁମ୍ଭାର ପଡ଼ାରେ ।ତେବେ ଏହି ଘଟଣାଟିର ଭିଡ଼ିଓ ଟି ଏବେ ସୋସିଆଲ ମେଡିଆରେ ଖୁବ ଭାଇରଲ ହେଉଛି ।ତେବେ ଆମେ ଖୀବୁ କି ଯାହାବି କରୁଛନ୍ତି ସବୁବେଳେ ଟିକିଏ ସତର୍କ ଓ ସାବଧାନତାର ସହିତ କରନ୍ତୁ ନହେଲେ ଏମିତି ଅଘଟଣ ଆପଣଙ୍କ ସହ ବି ହେଇ ପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।