
ଦେଖନ୍ତୁ EXCLUSIVE ଭିଡ଼ିଓ – ଗାଡି ନମ୍ବରପ୍ଲେଟ୍ ଲୁଟ୍ ନେଇ ସରକାରଙ୍କ ପୋଲ ଖୋଲିଦେଲେ ଏହି ଭାଇ, କଣ କହୁଛନ୍ତି ଭାଇ ଜଣଙ୍କ ଶୁଣନ୍ତୁ ତାଙ୍କ ମୁହଁରୁ….
ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାର ଭିଡିଓ ପ୍ରତ୍ୟେକ ଦିନ ଦେଖୁଥିବେ ନିଶ୍ଚିତ | ଏବେ ବର୍ତମାନ ଗାଡି ଚାଳକ ମାନଙ୍କୁ ସତର୍କ କରାଯାଉଛି ଯେ ଗାଡିର ନମ୍ବର ପ୍ଲେଟ ନିହାତି ଲଗାଜିଯିବ ଉଚିତ ନହେଲେ ଫାଇନ ଲାଗିବ |ଏହି ଖବର ବର୍ତମାନ ସହରଠୁ ଗାଁ ପ୍ରଯ୍ୟନ୍ତ ସବୁଆଡ଼େ ଖେଳି ଗଲାଣି |ହାଇ ସିକୁରିଟି ପାଇଁ ସମସ୍ତଙ୍କୁ ନମ୍ବର ପ୍ଲେଟ କରିବା ପାଇଁ ବାଧ୍ୟ କରାଯାଇଛି |କିନ୍ତୁ ଏହି ନମ୍ବର ପ୍ଲେଟ ପାଇଁ ଯେ ଜନ ସାଧାରଣ ଠକୁଛନ୍ତି ଏହା କେବେ ଆପଣଙ୍କ ନଜରକୁ ଆସିଛି କି, ଏଥି ପାଇଁ ଯେ ଅନେକ ପରିବାର ଭୋକ ଉପାସରେ ରହୁଛନ୍ତି ତାହା ଆପଣ ଜାଣିଛନ୍ତି କି |ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |
ବର୍ତମାନ ସରକାର ଯଉଁ ନିୟମ ବାହାର କରିଛନ୍ତି ଯେ ସମସ୍ତଙ୍କ ଗାଡ଼ିରେ ହାଇସିକୁରିଟି ନମ୍ବର ଲାଗିବ ପାଇଁ ବାଧ୍ୟ କରାଯାଇଛି |ଯଉଁ ସବୁ ପୁରୁଣା ଗାଡି ରହିଛି ସେଥିରେ ଏହା ନିହାତି ହେବା ଆବଶ୍ୟକ, ନହେଲେ ଏଇ ଅକ୍ଟୋମ୍ବର 1ତାରିଖ ଠାରୁ ସମସ୍ତଙ୍କ ଗାଡ଼ି ପ୍ରତି ଜୋରିମାନା ରଖାଯିବ |ହାଇସିକୁରିଟି ନମ୍ବର ନରହିଲେ ସମସ୍ତଙ୍କ ଠାରୁ 10000 ଟଙ୍କା ଜୋରିମାନା ଆକାରରେ ନିଆଯିବ |ଏହି ହାଇସିକୁରିଟି ନମ୍ବର ପ୍ଲେଟ ଲଗାଇବା ଦ୍ଵାରା ସମସ୍ତ ଗାଡ଼ିର ଗତି ଵିଧି ଟ୍ରାକ କରିହେବ, ତାହାଦ୍ଵାରା ଗାଡି ଚୋରି ହେବା କମିଯିବା | ଏହି ହାଇସିକୁରିଟି ଆଲଟର ପ୍ରଲୋଭନ ଦେଖାଇ ଜନସାଧାରଣଙ୍କୁ ଠକାଯାଉନି ତ |ଏହି ନମ୍ବର ପ୍ଲେଟରେ ଏକ ଚିପ ଲାଗୁଛି ବୋଲି କୁହାଯାଉଛି ହେଲେ ଏହାକୁ ଭଲରେ ଖୋଲି ଦେଖିଲେ ଏଥିରେ ଚିପ ନୁହଁ ଏକ ମନଗ୍ରାମ ଲାଗିଛି |ଏହି ନମ୍ବର ପ୍ଲେଟ ବନୁଥିବା ଠିକାଦାର ଜନସାଧାରଣ ପାଖରୁ ଲୁଟିବାରେ ଲାଗିଛନ୍ତି ଓ ସେମାନଙ୍କୁ ଠକୁଛନ୍ତି |
ପୂର୍ବରୁ ଏହି ନମ୍ବର ପ୍ଲେଟ ବନାଉଥିବା ଆର୍ଟିଷ୍ଟମାନେ ଏବେ ରାସ୍ତାରେ ବସିଛନ୍ତି, ସେମାନଙ୍କର ବର୍ତମାନ କୌଣସି ରୋଜଗାର ନାହିଁ |ଏହିପରି ବର୍ତମାନ ପ୍ରାୟ କୁଡ଼ିଏ ହଜାର ପରିବାର ଏବେ ହନ୍ତସନ୍ତ ହେଉଛନ୍ତି |ସେମାନଙ୍କ ଦାବି ଅନୁଯାୟୀ ସରକାର ସେମାନଙ୍କଠୁ ତାଙ୍କର ରୋଜଗାରର ପନ୍ଥା ଛଡେଇ ନେଇଛନ୍ତି |ପୂର୍ବରୁ ନମ୍ବରପ୍ଲେଟ ବଦଳିବାର ଯୋଜନାରେ ଏମାନଙ୍କୁ ନିଯୁକ୍ତି କରାଯାଇଥିଲା ଏବଂ ଏମାନଂକୁ ତାଙ୍କର ରୋଜଗାର ପାଇଁ ତାଲିମ ଦେଈ, ଏହି କାର୍ଯ୍ୟ ଯୋଗାଇ ଦିଆଯାଇଥିଲା |କିନ୍ତୁ ବର୍ତମାନ ଏହି ହାଇସିକୁରିଟି ଆଲଟ ଯୋଜନାରେ ଏମାନଂକୁ କୌଣସି ନିଯୁକ୍ତି ଦିଆଯାଇ ନାହିଁ ବରଂ ଏମାନଙ୍କ ଠାରୁ ଏମାନଙ୍କ ରୋଜଗାର ଛଡେଇ ନିଆଯାଇଛି |ଏଥିପାଇଁ ନମ୍ବରପ୍ଲେଟ ଆର୍ଟିଷ୍ଟ ମାନେ ଦୀର୍ଘ ତିନମାସ ହେଲାନି ଦୌଡିଲେଣି ହେଲେ ସେମାନଙ୍କ ପାଇଁ କୌଣସି ଏକ ବିକଳ୍ପ ପନ୍ଥା ଏପ୍ରଯ୍ୟନ୍ତ ନିଆଯାଇ ନାହିଁ |
ତେଣୁ ବର୍ତମାନ ସରକାର ଏଥିପାଇଁ କିଛି ପୂର୍ଣ୍ଣ ବିଚରା ଗ୍ରହଣ କରିବା ଉଚିତ, ଯେପରି ଜନସାଧାରଣ ହଇରାଣ ନହୁଅନ୍ତୁ କି ଏହି ହଜାର ହଜାର ପରିବାର କଷ୍ଟ ନପାଆନ୍ତୁ |ଏଥିପାଇଁ କିଛି ଉଚିତ ପଦକ୍ଷେପ ନବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଏହି ଆର୍ଟିଷ୍ଟମାନେ |ଏଠି ଅର୍ଥ ଯାହାର ସ୍ୱାର୍ଥ ତାର ନହୋଇ ସମସ୍ତଙ୍କୁ ନ୍ୟାୟ ମିଳିବା ଉଚିତ |ବର୍ତମାନ ଏହି ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।