ସବୁ ସମୟ ଖବର ସାଥିରେ

ମଜାଳିଆ ପ୍ରଶ୍ନ – ଆଛା କହିଲ ଦେଖି ଝିଅମାନଙ୍କ ଶରୀରର କେଉଁ ଜିନିଷ ପ୍ରତି ଦୁଇ ମାସରେ ବଦଳି ଥାଏ ?ଆଉ ବଡ଼ ହୋଇଯାଏ,ଦମ ଅଛିତ ଉତ୍ତର ଦେଇ ଦେଖ…. ୧୦୦% ଫେଲ

0 14

ଆଜି ଆମେ ଆପଣ ମାନଙ୍କୁ କିଛି ଢଗ ଢମାଳିର ପ୍ରଶ୍ନ ଓ ତାର ଉତ୍ତର କହିବୁ। ଯାହା ଆପଣଙ୍କୁ ଖୁବ୍ ଭଲ ଲାଗିବ। ତେବେ ଆପଣମାନେ ଜାଣିଥିବେ କି ଏହି ସବୁ ପ୍ରଶ୍ନ ଏମିତି ହୋଇ ଥାଏ ଯାହା ଉତ୍ତର ବହୁତ ସହଜ ହୋଇ ଥାଏ କିନ୍ତୁ ପ୍ରଶ୍ନ ଶୁଣିଲେ ଅଜବ ଲାଗେ। ଉତ୍ତର ଆସୁଥିଲେ ଥିଲେ ବି ଆମେ ବେଳେ ବେଳେ କନଫ୍ୟୁଜନରେ ପଡି ଯାଇଥାନ୍ତି। ତେବେ ଆମେ ଆଜି ସେହିପରି କିଛି ମଜାଦାର ଢଗ ଢମାଳି ବାବଦରେ ଆଲୋଚନା କରିବୁ।
୧- ଗୋଟିଏ ରୁମାଲର ଚାରୋଟି କୋଣ , ଗୋଟିଏ କୋଣ କାଟି ଦେଲେ ଆଉ କେତୋଟି କୋଣ ରହିବ ?
ଉ: ୫ଟି
୨- କଞ୍ଚା ବେଳେ ଡାକନ୍ତି ଗୋଟିଏ ନାଁ, ଶୁଖିଗଲା ପରେ ଡାକନ୍ତି ଆଉ ଗୋଟିଏ ନାଁ, ତାହା କଣ ?
ଉ: ପଇଡ ଓ ନଡିଆ
୩- ଛୋଟପିଲାର ଏମିତି ଏକ ଖେଳଣା ଅଛି ଯାହାକୁ ଜଣେ ଧନ ଥିବା ବଡଲୋକ ମଧ୍ୟ କିଣିପାରିବେ ନାହିଁ ?
ଉ: ଜହ୍ନମାମୁଁ
୪- କେଉଁଠିକୁ ୧୦୦ ଲୋକ ଗଲେ ଫେରନ୍ତି ୯୯ ଜଣ?
ଉ: ମଶାଣି
୫- ଏହା ଏମିତି ଏକ ଗାଡି ଯାହାକୁ ଆଗରୁ ଭଗବାନ ଗଢିଥିଲେ ଆଉ ପଚାରୁ ମଣିଷ ଗଢିଲା ତାହା କଣ ?
ଉ: ଶଗଡ ଗାଡି
୬- ଆପଣଙ୍କ ଦେହର କେଉଁ ଅଂଶ ପାଣିରେ ପଡିଲେ ମଧ୍ୟ ଓଦା ହୁଏ ନାହିଁ ?
ଉ: ଛାଇ
୭- ଏମିତି କଣ ଅଛି ଯାହାର ମୁଣ୍ଡରେ ପଥର, ତା’ ପେଟରେ ଆଙ୍ଗୁଳି ପୁରେଇଲେ ଆପଣ ଖୁସି ହୁଅନ୍ତି ?
ଉ: ମୁଦି
୮- ଗରମ ପାଇଲେ ଉପରେ ଉଡେ ଶୀତଳତା ପାଇଲେ ତଳକୁ ଖସେ, ତାହା କଣ ?
ଉ: ବାଷ୍ପ
୯- ଗଛ ଲଗେଇଲି ଫଳିବା ପାଇଁ, ଫଳିଲା ହେଲେ ଝଡିଲା ନାହିଁ ?
ଉ: ଭେଣ୍ଡି
୧୦- କଞ୍ଚା ହଳଦିଆ ପାଚିଲେ କଳା, ନକହି ପାରିଲେ ରାଜ୍ୟରୁ ପଳା ?
ଉ: ଖଜୁରୀ
୧୧- କାଟିଲେ ରକତ ନାହିଁ କୁଟିଲେ ହାଡ ବି ନାହିଁ, କି ଜୀବ ସିଏ କହିଲା ଭାଇ ?
ଉ: ମୂଷା

୧୨- ଦୁଇ ବାଳକର ରଙ୍ଗ ସମାନ, ଜଣେ ହଜିଗଲେ ଆଉ ଜଣେ କୋଉ କାମକୁ ନୁହେଁ ?
ଉ: ଚପଲ୧୩- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା, ଗୋଟିଏ ଗରମ ହେଲେ ଅନ୍ଯଟି ଥଣ୍ଡା, ତାହା କଣ ?
ଉ: ସୂର୍ଯ୍ୟ ଓ ଚନ୍ଦ୍ର
୧୪- ସୂର୍ଯ୍ୟ ପୃଥିବୀରେ କେବେ ହେଲେ କଣ ଦେଖି ନାହିଁ ?
ଉ: ଅନ୍ଧାର
୧୫- ଦୁଇ ଭାଇ, ଜଣକୁ ଖାଇଲେ ପେଟ ଥଣ୍ଡା ଓ ଅନ୍ୟକୁ ଖାଇଲେ ପେଟ ଗରମ ?
ଉ: ଚିନି ଓ ମିଶ୍ରି
୧୬- ଝିଅମାନଙ୍କ ଶରୀରର କେଉଁ ଜିନିଷ ପ୍ରତି ଦୁଇ ମାସରେ ବଦଳି ଥାଏ ?
ଉ: ଆଇ ବ୍ରୁ ଓ କେଶଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।