
ଦେଖନ୍ତୁ Shocking ଭିଡ଼ିଓ – ଭଲପାଇଲା ଶାରୀରିକ ସମ୍ପର୍କ ବି ରଖିଲା ଆଉ ତାପରେ dhoka ଦେଲା ପ୍ରେମିକ,ରାସ୍ତାରେ ପାଗଳୀ ହୋଇ ବୁଲୁଛି ପ୍ରେମିକା…ଦେଖିଲେ ଆଖିରୁ ଲୁହ ଆସିଯିବ|
ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ତ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଅନେକ ସମୟରେ | ତେବେ ବେଳେ ବେଳେ ଏମିତି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା ସମସ୍ତଙ୍କ ମନରେ ଭରି ଦେଇଥାଏ ଦୁଃଖ, ଆଉ ଯାହାକୁ ଦେଖିଲେ ଆପଣ ମାନେ ଜାଣିପାରିବେ କି ସତରେ ପ୍ରେମ କରିବା ଯେତିକି ଭଲ ହୋଇଥାଏ , ସେତିକି ଖରାପ ମଧ୍ୟ ହୋଇଥାଏ |ଆଉ ଏହି ଘଟଣା ଟିରେ ଦେଖିବାକୁ ମିଳିଛି କି ଜଣେ ଝିଅଟେ ପାଗିଳି ହେଇକି ରାସ୍ତାରେ ବୁଲୁଛି | ଆଉ ଯାହା ଜଣା ପଡିଛି କି ପ୍ରେମ ରେ ଧୋକା ପାଇବା ଫଳରେ ପ୍ରେମିକା ଜଣଙ୍କର ଏଭଳି ଅବସ୍ଥା ହେଇଛି ବୋଲି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘରଣା ଉପରେ ଟିକିଏ ନଜର ପକାଇବା |
ତେବେ ଏଭଳି ଏକ ଦୁଃଖଦ ଘଟଣା ଟି ଦେଖିବାକୁ ମିଳୁଛି ବଲାଙ୍ଗୀର ଜିଲ୍ଲାର ତାଳଚେର ଅଞ୍ଚଳ ର ଅଣଚାଶ ନମ୍ବର ଜାତୀୟ ରାଜ ପଥରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏକ କାର ପାଖରେ ମୋଡେଲ ଭଳି ଛିଡା ହେଇଛନ୍ତି ଜଣେ ଝିଅ ଟି ଆଉ ଯିଏ କି ଜଣେ ପାଗିଳି | ମୁହଁ ଠୁ ଆରମ୍ଭ କରିକି ଦେହ ସାରା ତାଙ୍କର କାଦୁଅ ରେ ଭର୍ତ୍ତି ହୋଇଯାଇଛି | ଆଉ ଯାହାକୁ ଦେଖିଲେ ଜାଣି ହେଉଛି କି ପାଗିଳି ଜଣେ କିଭଳି ଅବସ୍ଥାରେ ଅଛନ୍ତି | ଆଉ ସେହି କାର ପାଖରେ ପାଗିଳି ଜଣଙ୍କ କହୁଛନ୍ତି କିଛି ଏଭଳି କଥା ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |
ତେବେ ଝିଅ ପାଗିଳି ଜଣଙ୍କ କହୁଛନ୍ତି ମୁଁ ହେଉଛି ସମ୍ବଲପୁରୀ ନାନି, ମୋ ନିଜ କାହାଣୀ ମୁଁ ନିଜେ ଲେଖିଛି ଓ ନିଜେ ଗାଇଛି | ଆଉ ଏଭଳି କଥା କହିବା ସହିତ ରାସ୍ତାରେ ଗଡୁ ଛନ୍ତି ପାଗିଳି ଜଣଙ୍କ | ପାଗିଳି ସିନା ହେଇଯାଇଛନ୍ତି କିନ୍ତୁ ତାଙ୍କର ଜୀବନରେ ଘଟିଥିବା ଘଟଣା ଗୁଡିକୁ ସେ ପାଗିଳି ହେବା ପରେ ମଧ୍ୟ ଭୁଲି ପାରି ନାହାନ୍ତି | ଆଉ ଯାହା ଫଳରେ ସେ ଏମିତି କଥା କହୁଥିବାର ଦେଖିବାକୁ ମିଳିଛି | ତେବେ ପାଖରେ ଥିବା ଲୋକ ଙ୍କ ପାଖରୁ ଶୁଣିବାକୁ ମିଳିଛି କି ଯୁବତୀ ଜଣଙ୍କ ଜଣ ଙ୍କୁ ପ୍ରେମ କରୁଥିଲେ ଭଲ ଥିବା ବେଳେ |ଆଉ ସୂଚନା ଅନୁସାରେ ପ୍ରେମରେ ଧୋକା ପାଇବା ଫଳରେ ସିଏ ଏମିତି ପାଗିଳି ହେଇକି ରାସ୍ତାରେ ବୁଲୁଛନ୍ତି | ଆଉ ଏଭଳି ଅବସ୍ଥାରେ ଝିଅ ଜଣଙ୍କୁ ଦେଖିବା ପରେ କେତେ ଜଣ ସମାଜ ସେବୀ ତାଙ୍କ ପାଖରେ ପହଞ୍ଚିଥିଲେ | ଆଉ ତାଙ୍କୁ ସେଠାରୁ ଉଠାଇ ଆଶା ଗାଡି ମାଧ୍ୟମରେ ହସ୍ପିଟାଲ କୁ ନେଇ ଯାଇଥିଲେ |
ଆଉ ବାପି ମହାନ୍ତି ନାମକ ଜଣେ ଯୁବକ ଏଭଳି ଗୋଟିଏ ଭଲ କାମ କରି ଝିଅଟିକୁ ସାହାଯ୍ୟ କରୁଥିବାରୁ ସ୍ଥାନୀୟ ଲୋକ ମାନେ ତାଙ୍କୁ ପ୍ରସଂଶା ମଧ୍ୟ କରିଛନ୍ତି | ଆଉ ଯେଉଁ ଘଟଣା ଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।