ସବୁ ସମୟ ଖବର ସାଥିରେ

ବୁର୍ଖା ପିନ୍ଧି ମତେ ଖଟରେ ଶୋଇଦେଲେ !ଆଉ ଜଣେ ଜଣେ ଆସି ମୋ ସହିତ…ଶୁଣିଲେ ଆପଣ ବି ହେଇଯିବେ କାବା…କଣ କହୁଛନ୍ତି ଏହି ମହିଳା ଦେଖନ୍ତୁ Video

0 33

ଗଣ ମାଧ୍ୟମ ଦ୍ୱାରା ଆପଣ ମାନେ ବିଭିନ୍ନ ଘଟଣା ଦେଖିବାକୁ ପାଉ ଥିବେ | ସମାଜରେ ଅସାମାଜିକତା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି | ମାଡ଼ ଗୋଳ, ହିଂସା, ଦୁଷ୍କର୍ମ ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି | ଲୋକ ମାନଙ୍କ ଭିତରେ ବନ୍ଧୁତ୍ୱ ଭାବ ନ ରହି ଶତ୍ରୁତା ଭାବ ଦେଖିବାକୁ ମିଳୁଛି | ହତ୍ୟାର ପ୍ରଭାବ ବଢ଼ି ବଢ଼ି ଚାଲିଛି | ଲୋକ ମାନେ ଟଙ୍କା ପାଇଁ ନିଜର ମାନସିକ ସନ୍ତୁଳନ ହରାଇ କଣ କରୁଛନ୍ତି ଜାଣି ପାରୁ ନାହାନ୍ତି |ସବୁ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି | ବାପା ପୁଅ, ସ୍ୱାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ ଭକ୍ତି ଭାବ, ପ୍ରେମ ସମ୍ପର୍କ ନାହିଁ|ଅବୈଧ ସମ୍ପର୍କ ଓ ପରକିଆ ପ୍ରୀତିର ପରିମାଣ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି|ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି ଏକ ଯୁବତୀଙ୍କ ବିଷୟରେ ଯିଏ କି ବାହାଘର ପରେ ଅପହରଣ ହୋଇ ମଧ୍ୟ ନିଜର ବୁଦ୍ଧି ବଳରେ ପୁଣି ନିଜ ସ୍ୱାମୀଙ୍କ ପାଖକୁ ଫେରି ଆସି ଥିଲେ |
କିଛି ଦିନ ପୂର୍ବରୁ ଗଣ ମାଧ୍ୟମରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରଲ ହେବାର ଆପଣ ମାନେ ଦେଖି ଥିବେ | ଏହି ଭିଡିଓରେ ଦେଖିବାକୁ ମିଳି ଥିଲା ଯେ ଏକ ମନ୍ଦିର ସମ୍ମୁଖରେ ଏକ ଯୁବତୀ ଦୌଡ଼ି ଯାଇ ନିଜ ଯୁବକଙ୍କୁ କୁଣ୍ଢାଇ ପକାଉଛନ୍ତି | ଏହି ଯୁବକ ଜଣଙ୍କ ଥିଲେ ସେହି ଯୁବତୀଙ୍କର ସ୍ୱାମୀ |
ଏହି ଯୁବତୀ ଜଣଙ୍କ କଲେଜରେ ପଢିବା ସମୟରେ ସେହି ଯୁବକଙ୍କୁ ଭଲ ପାଉ ଥିଲେ | ଦୁଇ ଜଣଙ୍କ ଭିତରେ ଭଲ ପାଇବା ଅତି ନିବିଡ ହେଲାରୁ ଦୁଇ ଜଣ ଏକ ମନ୍ଦିରରେ ବିବାହ ମଧ୍ୟ କରିଥିଲେ | ଏହି ଘଟଣାକୁ ପୁଅର ଘର ଲୋକେ ଗ୍ରହଣ କରି ଥିଲେ କିନ୍ତୁ ଝିଅର ଘର ଲୋକେ ଗ୍ରହଣ କରି ପାରୁ ନ ଥିଲେ |

ସେଥି ପାଇଁ ଦିନେ ଯୁବତୀ ଜଣଙ୍କୁ ତାଙ୍କ ସ୍ୱାମୀ କଲେଜ ରେ ଛାଡି ଆଣିବା ପାଇଁ ଗଲା ବେଳେ ଯୁବତୀ ଜଣଙ୍କର ପତ୍ତା ପାଇ ନ ଥିଲେ | କାହିଁକି ନା ଯୁବତୀ ଜଣଙ୍କୁ କଲେଜ ଛୁଟି ସମୟରେ ଅପହରଣ କରା ଯାଇଥିଲା | ଏବଂ ଏହି ଅପହରଣ ତାଙ୍କ ନିଜ ମାମୁଁ ମାଇଁ କରି ଥିଲେ | ସେମାନେ ଅନ୍ୟ ଏକ ପୁଅ ସହ ବିବାହ ଠିକ କରି ସାରିଥିଲେ |

ତେଣୁ ତାଙ୍କୁ ଅପହରଣ ପରେ ଏକ ବନ୍ଦ କୋଠରୀ ଭିତରେ ଦୁଇ ଜଣ ବୁର୍ଖା ପିନ୍ଧିଥିବା ବ୍ୟକ୍ତି ମାନଙ୍କ ସହ ରଖିଥିଲେ | ଯୁବତୀ ଜଣଙ୍କ ସେଥି ପାଇଁ ମୁଁହ ଦେଖି ପାରି ନ ଥିଲେ | ତାଙ୍କୁ ଏକ ରୁମାଲ ଦ୍ୱାରା ଅଚେତ କରା ଯାଇଥିଲା | ତାଙ୍କୁ ମନ୍ଦିର ଯିବା ବାହାନାରେ ଏକ ମନ୍ଦିରକୁ ଅଣା ଯାଇଥିଲା | ଏଠାରେ ଯୁବତୀ ଜଣଙ୍କ ନିଜର ବୁଦ୍ଧି ବଳରେ ନିଜ ସ୍ୱାମୀଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ

ଏବଂ ତାଙ୍କ ସ୍ୱାମୀ ସେଠାରୁ ଯାଇ ତାଙ୍କୁ ଉଦ୍ଦାର କରିଥିଲେ | ଯୁବତୀ ଜଣଙ୍କ କହିଛନ୍ତି କି ବହୁତ ଲୋକ ଖରାପ କଥା କହୁଥିଲା ବେଳେ ତାଙ୍କ ଶାଶୂଘର ଲୋକେ ତାଙ୍କୁ ବହୁତ ବିଶ୍ୱାସ କରନ୍ତି | ଏବଂ ତାଙ୍କର ନିଜ ପ୍ରେମ ଉପରେ ବହୁତ ଭରସା ଓ ବିଶ୍ୱାସ ଥିଲା ବୋଲି କହିଛନ୍ତି | ଏଥିପାଇଁ ସେ ନିଜ ସ୍ୱାମୀ ଓ ପରିବାର ଲୋକେ ଓ ଗଣ ମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।