ସବୁ ସମୟ ଖବର ସାଥିରେ

viral video -ବୟସ ୮୦ ନୁହେଁ ୮୨, ବୁଢା ବୟସରେ ଅର୍ଚ୍ଚନା ସହିତ ୧୦ଥର ଖେଳ କରିଛି ! ମହାଖୁଲାସା….

0 19

ସାରା ରାଜ୍ୟର ଏବେ ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଙ୍କ ଚର୍ଚ୍ଚାଧିରେ ଧିରେ ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଗୁମର। ଦିନ ଯେତେ ଯେତେ ବଢ଼ି ଚାଲିଛି ଗୋଟିଏ ପରେ ଗୋଟିଏ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।ଆମେ ଆଜି ଆପଣ ମାନଙ୍କୁ ଆଉ ଏକ ବଡ ଖବର ଦେବା ପାଇଁ ଯାଉଛୁ।ତେବେ ଅର୍ଚ୍ଚନାଙ୍କ ଜାଲରେ ପଡ଼ିଛନ୍ତି ଅନେକ ନାମୀଦାମୀ ଲୋକେ ଓ ନେତାମନ୍ତ୍ରୀ। ଆଉ ସେହି ନେତା ମନ୍ତ୍ରୀଙ୍କ ଭିତରେ ରହିଛନ୍ତି ଏମିତି ଜଣେ ନେତା ଯାହାଙ୍କ ବୟସ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ନେତାଙ୍କ ଚାର୍ଟିଂ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଏବେ ହଇଚଇ ସୃଷ୍ଟି ହୋଇଛି।
ତେବେ ଏ ନେତା ଜଣଙ୍କର ବୟସ ପାଖାପାଖି ୮୨ ବର୍ଷ ହେବ। ଚର୍ମ ଧୁଡୁ ଧୁଡୁ ପଡି ଗଲାଣି ତଥାପି ସେ ଜଣେ ଲୋକ ପ୍ରତିନିଧି। ଚାଲିବା ପାଇଁ ସାହାରା ଖୋଜୁ ଥିବା ଉତ୍ତର ଓଡ଼ିଶାର ଏ ଜଣେ ପୁରୁଣା ଏବଂ ଅଭିଜ୍ଞତା ସମ୍ପନ୍ନ ନେତା ।କିନ୍ତୁ ମନରେ ଭରି ରହିଛି କାମନା ଓ ବାସନା। ଆଉ ସେଥି ପାଇଁ ତ ସୁନ୍ଦରୀ ଅର୍ଚ୍ଚନାଙ୍କ ସାନିଧ୍ୟ ପାଇବା ପାଇଁ ଯାଇଥିଲେ ତାରକା ହୋଟେଲ। ଆଉ ପଡ଼ିଥିଲେ ଅର୍ଚ୍ଚନାଙ୍କ ଫାସରେ।

ହଁ ଆଜ୍ଞା ଯେତେ ଲୁଚାଇବା ପାଇଁ ଚେଷ୍ଟା କରିଲେ ମଧ୍ୟ କଥାଟି ଏବେ ସମସ୍ତଂକ ସାମ୍ନାକୁ ଆସି ସାରିଛି। ଆଉ ଅର୍ଚ୍ଚନାଙ୍କ ମାୟା ଜାଲରେ ପଡ଼ିଥିବା ଏହି ନେତା ଜଣଙ୍କ ମଧ୍ୟ ଗଣିଛନ୍ତି ଲକ୍ଷ ଲକ୍ଷ ଟଙ୍କା। ତେବେ ସୂଚନା ଅନୁଯାୟୀ ଏହି ନେତା ଜଣଙ୍କ ଅର୍ଚ୍ଚନାଙ୍କ ସହିତ ପୁରୀ ଯାଇଥିଲେ। ଆଉ ସେଠାରେ ତାରକା ହୋଟେଲରେ ଥିବା ସମୟ ଅର୍ଚ୍ଚନା ତାଙ୍କର ଫୋଟ ଉଠାଇଥିଲେ। ତାପରେ ଅର୍ଚ୍ଚନା ବ୍ଲାକମେଲ୍ କରି ଲୁଟି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା ଆଉ ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା।

କିନ୍ତୁ ପରେ ପୁଣି ଅର୍ଚ୍ଚନାଙ୍କୁ ଭୁଲ୍ ମାଗି ତାଙ୍କ ମିଶିବା ପାଇଁ ଫୋନ କରିଥିଲେ ଏହି ନେତା। ଆଉ ତା ପରେ ଯାଇ ପହଁଚି ଥିଲେ ଅର୍ଚ୍ଚନାଙ୍କ ରାଜପ୍ରାସାଦ ଭଳି ଘରେ ଏଥର କିନ୍ତୁ ଅର୍ଚ୍ଚନା ନଥିଲେ ଥିଲେ ଜଣେ ବଙ୍ଗୀୟ ରୂପଜିବୀ ଆଉ ଯାହାକୁ ଅର୍ଚ୍ଚନା ଗୋଆରୁ ଆସିଥିବା ସାଢେ଼ ତିନି ଲକ୍ଷ ଟଙ୍କାର ନାୟିକାର ପରିଚୟ ଦେଇଥିଲେ। ତେବେ ଏହି ନେତା ଜଣଙ୍କ ଗୋଟିଏ ରାତି ପାଇଁ ଦେଇଥିଲେ ସାଢେ଼ ତିନି ଲକ୍ଷ ଟଙ୍କା। ଆଉ ସେଥିରୁ ବଙ୍ଗୀୟ ରୂପଜିବୀ ମାତ୍ରା ୨୦ ହାଜର ନେଇଥିବା ବେଳେ ବାକି ଟଙ୍କା ଅର୍ଚ୍ଚନା ନେଇଥିଲେ। ତା ପରେ ବି ଅର୍ଚ୍ଚନା କରୁଥିଲେ ବ୍ଲାକମେଲ୍ ଆଉ ଏହି କାମୁକ ନେତା ଜଣଙ୍କ ଲୋକଲଜ୍ୟା ଭୟରେ ଦେଇଥିଲେ ୨୫ ଲକ୍ଷ ଟଙ୍କା ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।