
TOP IAS INTERVIEW- ବୁଢ଼ା ବୁଢ଼ୀଙ୍କର ଖସି ଯାଉଛି ଟୋକା ଟୋକିଙ୍କର ପଶି ଯାଉଛି ସେଇଟା କଣ ? ଦମ ଅଛିତ ଉତ୍ତର ଦେଇ ଦେଖାଅ..
ଆଜି ଆମେ ଆପଣଙ୍କ ପାଇଁ କିଛି ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ଓ ତାର ଉତ୍ତର ନେଇ ଆସିଛୁ। ଯେଉଁ ପ୍ରଶ୍ନ ଗୁଡ଼ିକ ଖୁବ୍ ମଜାଦାର ରହିଛି ସାଙ୍ଗସାଥୀଙ୍କ ସମୟ ବିତାଇବା ସମୟରେ ଆପଣ ଏହି ମଜାଦାର ପ୍ରଶ୍ନ ସବୁ ଆଲୋଚନା କରି ପାରିବେ। ଏମିତିକି ଇଣ୍ଟରଭ୍ୟୁର ମଧ୍ୟ ଏହି ଭଳି କିଛି ମଜାଦାର ପ୍ରଶ୍ନ ପଚରା ଯାଇ ଥାଏ। ଯାହା ଉତ୍ତର ଦେବା ପାଇଁ ଆମେ ଖୁବ୍ କନଫ୍ୟୁଜ୍ ରେ ପଡି ଯାଇଥାଉ। ତେବେ ଆସନ୍ତୁ ସେହିଭଳି କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର ଆଲୋଚନା କରିବା।
ପ୍ରଶ୍ନ ୧. ଏମିତି କଣ ଯାହା ଯାହା ସ୍ବାମୀ ଥରେ କରିଥାଏ କିନ୍ତୁ ସ୍ତ୍ରୀ ଏହାକୁ ସବୁଦିନ କରୁଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ସିନ୍ଦୂର। ସ୍ବାମୀ ତା ସ୍ତ୍ରୀର ସିନ୍ଥିରେ ବିବାହ ପ୍ରଥମଥର ପାଇଁ ଦିନ ସିନ୍ଦୂର ଦେଇଥାଏ ଆଉ ଏହପାରେ ସ୍ତ୍ରୀ ପ୍ରତ୍ୟେକ ଦିନ ସିନ୍ଦୂର ଲଗାଇ ଥାଏ।
ପ୍ରଶ୍ନ ୨. ସ୍ତ୍ରୀର ଏମିତି କେଉଁ ରୂପ ରହିଛି ଯାହା କେବଳ ସ୍ବାମୀକୁ ଛାଡ଼ି ଆଉ ସମସ୍ତେ ଦେଖି ପାରିଥାନ୍ତି?
ଉତ୍ତର:- ଏହାର ଉତ୍ତର ହେଉଛି ସ୍ତ୍ରୀର ବିଧବା ରୂପ।
ପ୍ରଶ୍ନ ୩.ଏମିତି କେଉଁ ଜିନିଷ ରହିଛି ଯାହା ଟୋକା ଟୋକୀ ମାନଙ୍କର ସହଜରେ ପଶି ଯାଉଛି କିନ୍ତୁ ବୁଢା ବୁଢୀ ମାନଙ୍କର ଖସି ଯାଉଛି?
ଉତ୍ତର:- ଏହାର ଉତ୍ତର ହେଉଛି ଛୁଞ୍ଚିରେ ସୂତା ପୁରେଇବା। ଟୋକା ଟୋକୀ ଚୁଞ୍ଚିରେ ସହଜରେ ସୂତା ପୁରାଇ ଦେଇଥାନ୍ତି କିନ୍ତୁ ବୁଢା ମାନଙ୍କ ଆଖିରେ ଦୃଷ୍ଟି ଶକ୍ତି କମି ଯାଇ ଥିବାରୁ ସେମାନଙ୍କ ପାଇଁ ଛୁଞ୍ଚିରେ ସୂତା ପୁରେଇବା ସହଜ ହୋଇ ନଥାଏ।
ପ୍ରଶ୍ନ ୪. ଏମିତି କଣ ଜିନିଷ ରହିଛି ଯାହାକୁ ଆମେ ଖାଇବା ପାଇଁ କିଣି ଥାଉ କିନ୍ତୁ ଖାଇ ନଥାଉ?
ଉତ୍ତର:- ଏହାର ଉତ୍ତର ହେଉଛି ପ୍ଲେଟ
ପ୍ରଶ୍ନ ୫. ଏମିତି କଣ ଯାହା ଝିଅଟିଏ ବର୍ଷକୁ ଥରେ କିଣିଥାଏ କିନ୍ତୁ ତା ନିଜ ପାଇଁ ନୁହେଁ?
ଉତ୍ତର:- ଏହାର ଉତ୍ତର ହେଉଛି ରାକ୍ଷୀ
ପ୍ରଶ୍ନ ୬. ଏମିତି କଣ ଯାହା ଝିଅ ମାନେ ପ୍ରଥମ ଥର କଲେ ଭାରି କଷ୍ଟ ହୋଇଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ଝିଅମାନେ ପ୍ରଥମ ଥର ପାଇଁ କାନ ଓ ନାକ ଫୁଡିଲେ ସେମାନଙ୍କୁ ବହୁତ୍ କଷ୍ଟ ହେଇଥାଏ।
ପ୍ରଶ୍ନ ୭:- ତାହା କଣ ଯାହା ତା ସ୍ତ୍ରୀ କେବଳ ତା ସ୍ବାମୀକୁ ଦେଇଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ଛାଡପତ୍ର
ପ୍ରଶ୍ନ ୯. କିଏ ଚାଲୁଚାଲୁ ଥକି ପଡ଼ିଲେ ତାର ବେକ କଟା ହୁଏ?
ଉତ୍ତର:- ଏହାର ଉତ୍ତର ହେଉଛି ପେନ୍ସିଲ
ପ୍ରଶ୍ନ ୧୦.ଏମିତି କେଉଁ ଦେଶ ରହିଛି ଯେଉଁଠି ଜିନ୍ସ ପିନ୍ଧିଲେ ଏକ ଅପରାଧ ବୋଲି ମାନା ଯାଇଥାଏ ଏଥି ସହିତ ଜେଲ୍ ଯିବାକୁ ମଧ୍ୟ ପଡ଼ିଥାଏ?
ଉତ୍ତର:- ନର୍ଥ କାରୋଆ ଯେଉଁଠାରେ ଜିନ୍ସ ପିନ୍ଧିଲେ ଜେଲ୍ ଯିବାକୁ ପଡ଼ିଥାଏ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।