ସବୁ ସମୟ ଖବର ସାଥିରେ

Breaking News – ଏବେ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଖଦଃ ଖବର ! ଏହି Femous ଅଭିନେତ୍ରୀ ଙ୍କର ହଠାତ ମୃତ୍ୟୁ ଘଟିଲା, ଚାରିଆଡେ ଖେଳିଗଲା ଶୋକରଛାୟା….

0 124

ତେବେ ଏହି 2 ବର୍ଷ ମଧ୍ୟରେ ଆମେ ଅନେକ ବଡ଼ ବଡ଼ କଳାକାର ଙ୍କୁ ହରାଇ ସାରିଲେଣି | କାହାର ଦେହ ଅସୁସ୍ଥ କାରଣ ରୁ ଦେହାନ୍ତ ହୋଇଛି ତ ଆଉ କାହାର କରୋନା ରେ ଆକ୍ରାନ୍ତ ରୁ ଦେହାନ୍ତ ହୋଇଛି, ଏଭଳି ଭାବେ ଅନେକ ଙ୍କର ମୃତ୍ୟୁ ହୋଇ ସାରିଲାଣି | କିନ୍ତୁ ଅଧିକ ଯଦି ଆମେ ଦେଖିବା ତେବେ ଏହି କରୋନା ସଂକ୍ରମଣ ଦ୍ୱାରା ହିଁ ଅନେକ ଙ୍କର ମୃତ୍ୟୁ ହୋଇ ଯାଇଛି | ଏହି କିଛି ଦିନ ପୂର୍ବରୁ ଆମେ ଆମ ଲୋକପ୍ରିୟତା କୋକିଳ କଣ୍ଠି ଲତା ମଙ୍ଗେସ୍କର ଙ୍କୁ ହରାଇ ଥିଲେ ତା ପରେ ପରେ ପୁଣି ପ୍ରସିଦ୍ଧ କଳାକାର ବାପି ଲାହିରି ଙ୍କୁ ମଧ୍ୟ ହରାଇଛନ୍ତି | ତେବେ ବର୍ତ୍ତମାନ ସମୟରେ ଆଉ ଏକ ବଡ଼ କଳାକାର ଙ୍କୁ ଆମେ ହରାଇ ଦେଇଛନ୍ତି |

ତେବେ ଆର୍ଜେ ରଚନା ଙ୍କର ଅଚାନକ ଭାବେ ମୃତ୍ୟୁ ହୋଇଛି, ତାଙ୍କର ଏହି ମୃତ୍ୟୁ କୁ ପରିବାର ଲୋକ ମନ ରେ ଶୋକ ର ଛାୟା ଖେଳାଇ ଦେଇଛି | ତେବେ ଆର୍ଜେ ରଚନା କେବଳ ଏକ ଭଲ ଅଭିନେତ୍ରୀ ନଥିଲେ ସେ ଏକ ଭଲ ଗାୟକ ମଧ୍ୟ ଥିଲେ, ବର୍ତ୍ତମାନ ସମୟରେ ତାଙ୍କର ଏଭଳି ଅଚାନକ ଭାବେ ମୃତ୍ୟୁ ଫିଲ୍ମ ରେ ଇଣ୍ଡଷ୍ଟ୍ରି ରେ ଏକ ବଡ଼ ପ୍ରଭାବ ପକାଇଛି |


ସୂଚନା ଅନୁଯାଇ ଆର୍ଜେ ରଚନା ନିଜ ବାସ ଭବନ ରେ ଥିବା ବେଳେ ଅଚାନକ ଭାବେ ତାଙ୍କର ହୃଦଘାତ ହୋଇ ଥିଲା ଆଉ ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ମଧ୍ୟ ନିଆଯାଇ ଥିଲା | କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରି ଥିଲେ | ଏତେ କମ ବୟସ ରେ ତାଙ୍କର ଦେହାନ୍ତ କୁ କେହି ମଧ୍ୟ ବିଶ୍ୱାସ କରି ପାରୁ ନାହାଁନ୍ତି ଏବଂ ତାଙ୍କ ପରିବାର ମଧ୍ୟ ତାଙ୍କ ମୃତ୍ୟୁ କୁ ନେଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି ଯାହା ଫଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |

ଆର୍ଜେ ରଚନା ନିଜ ଅଭିନୟ କୁ ନେଇ ଏତେ ଚର୍ଚ୍ଚିତ ଥିଲେ ତାଙ୍କୁ କେହି ମଧ୍ୟ ସହଜ ରେ ଭୁଲି ପାରିବେ ନାହିଁ, କାରଣ ପ୍ରତେକ ଅଭିନୟ ରେ ସେ ନିଜ କ୍ୟାରେଟର ରେ ନିଖୁଣ ଭାବେ ଅଭିନୟ କରି ଦେଖାଉ ଥିଲେ | ବର୍ତ୍ତମାନ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ବଡ଼ କଳାକାର ଙ୍କୁ ହରାଇଛନ୍ତି ଏବଂ ତାଙ୍କ ସ୍ଥାନ ମଧ୍ୟ ଆଉ କେହି ପୂରଣ କରି ପାରିବେ ନାହିଁ | ତେବେ ଆର୍ଜେ ରଚନା ଙ୍କର ଫ୍ୟାନ୍ସ ମଧ୍ୟ ଏଭଳି ଅଚାନକ ମୃତ୍ୟୁ ଖବର ପାଇ ଅନେକ ଦୁଃଖ ପ୍ରକାଶ କରିଛନ୍ତି | ଆମେ ଈଶ୍ୱର ଙ୍କ ନିକଟରେ ଏତିକି ପାର୍ଥନା କରିବା ଯେ ତାଙ୍କ ଅମର ଆତ୍ମା ର ସଦଗତି ହେଉ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।