ସବୁ ସମୟ ଖବର ସାଥିରେ

breacking news – ମାନସ ମୃତ୍ୟୁ କୁ ନେଇ ଏବେ ଖୁଲୁଛି ଶର୍ମିଷ୍ଠାଙ୍କ private ଭିଡ଼ିଓ ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ!

0 127

ନୟାଗଡ଼ କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କ ହତ୍ୟା ମାମଲା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମାନସ ସ୍ବାଇଁଙ୍କ ହତ୍ୟା ପଛରେ କଣ ରହିଛି କାରଣ ତା ଉପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସମ୍ନାକୁ ଆସିବାରେ ଲାଗିଛି। ଦିନ ବଢିବା ସହିତ ମାନସ ସ୍ବାଇଁଙ୍କ ହତ୍ୟାଙକୁ ନେଇ ବଢ଼ି ଚାଲିଛି ରହସ୍ୟ। ଘନାଉଚି ସନ୍ଦେହ। ମାନସ ସ୍ବାଇଁଙ୍କ ହତ୍ୟା କରିବା ପାଇଁ ପୂର୍ବରୁ କରାଯାଇଥିଲା ପ୍ରସ୍ତୁତ।

ମାନସ ସ୍ବାଇଁ ଗତ ଫେବୃୟାରୀ ୭ ତାରିଖରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଯାଇଥିଲେ ସେଠି ତାଙ୍କୁ କିଛି କିଛି ବ୍ୟକ୍ତି ଅପହରଣ କରି ନେଇଥିଲେ। ଏହାପରେ ତାଙ୍କୁ ଭୁବନେଶ୍ୱର ଏକ ଅଞ୍ଚଳରେ ଏକ ଆଶ୍ରମରେ ରଖା ଯାଇଥିଲା। ଯେଉଁଠି ତାଙ୍କୁ ଅତ୍ୟାଚାର କରିବା ସହିତ ହତ୍ୟା କରାଯାଇଥିଲା ପରେ ମାନସଙ୍କ ମର ଶରୀରକୁ ନେଇ ଏକ ପାହାଡ ପାଖରେ ପୋତି ଦିଆ ଯାଇଥିଲା।

ତେବେ କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କ ହତ୍ୟା କରିବା ପଛରେ ମୁଖ୍ୟ ଅଭିଯୁକ୍ତ ଭାବରେ ଶର୍ମିଷ୍ଠା ରାଉତ ସାମ୍ନାକୁ ଆସିଛନ୍ତି। ତାଙ୍କର ଏକ ୱେବ ପୋର୍ଟାଲ ରହିଛି। ଯେଉଁଥିରେ ମାନସ ସ୍ବାଇଁ ପୂର୍ବରୁ କାମ କରୁଥିଲେ।

ତେବେ ମାନସ ସ୍ବାଇଁଙ୍କ ପାଖରେ ରହିଥିଲା କିଛି ମେମୋରି କାର୍ଡ ଅର୍ଥାତ୍ ଚିପ୍ ଯାହାକୁ ହାସଲ କରିବା ପାଇଁ ଏମିତି ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି। ତେବେ ଏ ନେଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଜାରି ରଖିଛି।


କ୍ୟାମେରା ମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ତାଙ୍କର ୩ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ପଚରା ଉଚରା ଆରମ୍ଭ କରି ଦେଇଛି। କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଏମାନଙ୍କୁ ଅଣାଯିବା ପରେ ଘନ ଘନ ଜେରା ଚାଲିଛି । ତେବେ ମାନସ ସ୍ବାଇଁଙ୍କ ହତ୍ୟା ପରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାକୁ ଲାଗୁଛି।

ସେପଟେ ଶର୍ମିଷ୍ଠାଙ୍କ ଏକ ଷ୍ଟିଙ୍ଗ ଭିଡିଓ ଭାଇରାଲ୍ ହେଉଛି। ଯାହାକୁ ନେଇ ବର୍ତ୍ତମାନ ଜୋର୍ ସୋର୍ ଚର୍ଚ୍ଚା ଚାଲିଛି। ଯେଉଁଥିରେ ସେ ମାନସଙ୍କୁ ଅଣ୍ଡରଟେକିଂ ଲେଖାଇ ବିବାଦୀୟ ଚିପ୍‌ଟି କୁଆଡ଼େ ହାତେଇଥିବା କୁହାଯାଉଛି ।

ଆଉ ଏପଟେ ସାମ୍ନାକୁ ଆସିଛି ଶର୍ମିଷ୍ଠା ରାଉତଙ୍କ ଏକ ଷ୍ଟିଙ୍ଗ ଭିଡିଓ । ଯେଉଁଥିରେ ସେ ମେମୋରି ଚିପ୍ ପାଇଁ ମାନସଙ୍କୁ ଅଣ୍ଡର ଟେକିଂ ଲେଖାଇଥିବା ଜଣେ ମହିଳାଙ୍କ ସହ କଥା ହେଉଛନ୍ତି।ଆଉ ସେହି ଅଣ୍ଡରଟେକିଂ ବଳରେ ମେମୋରୀ ଚିପଟି ହାତେଇ ନେବାରେ କୁଆଡ଼େ ସମର୍ଥ ହୋଇଥିଲେ । ଯାହା ଏହି ଷ୍ଟିଙ୍ଗ ଭିଡିଓରେ ଶର୍ମିଷ୍ଠାଙ୍କ ସ୍ବରରୁ ଜଣା ପଡୁଛି।

ମହିଳା ଜଣକୁ ଶର୍ମିଷ୍ଠା କହୁଛନ୍ତି ମୋର କିଛି ବି ଭୁଲ ନାହିଁ ମୁଁ ଏଥିରେ ଫସି ଯାଇଛି। ଏହି ଭିଡିଓ ଏବେ ଜୋର୍ ଧରିଛି। ତେବେ ଏହି ଘଟଣାର ସତ୍ୟତା ଜାଣିବା ପାଇଁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଏଥି ସହିତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ସହଯୋଗୀ ମାନଙ୍କୁ ଜେରା ଜାରି ରଖା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।