ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – ପରୀକ୍ଷା ପୂର୍ବରୁ ଝିଅ ଝିଅ ଭିତରେ ଜବରଦସ୍ତ ଫାଇଟିଂ… ଦେଖନ୍ତୁ Video

0 25

ଆଜି କାଲି ର ଝିଅ ମାନେ ଯେମିତି ହେଉ ଛନ୍ତି ଆପଣ ଦେଖିଲେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ତେବେ ଘଟଣା ଟି ହେଉଛି ଦୁଇ କଲେଜ ଝିଅ କଲେଜ ରେ ଲାଗି ଗଲେ ଝଗଡା ଆଉ ତା ପରେ ନିଜ ନିଜର ଚୁଟି କୁ ଘସରା ଘସାରି ହୋଇ ଥିଲେ । ତେବେ ଆପଣ ସେହି ଦୃଶ୍ୟ ଟିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଠିକ ସେହି ସମୟ ରେ ଗୋଟିଏ ଟୋକା କହୁ ଥାଏ ଆଜି ଏମାନେ ମରି ଗଲେ ।

ତେବେ ଆଜି କାଲି ର ଝିଅ ମାନେ କଲେଜ ଯାଇ ପାଠ ପଢିବା ବଦଳ ରେ ସେମାନେ ଝଗଡା ଲାଗୁ ଛନ୍ତି । ଯାହା ଏହି କଥା ଟି ସମସ୍ତଙ୍କୁ ଖରାପ ଲାଗୁଚି । ତେବେ କରନା ହେବା ପାଖ ରୁ ପିଲା ମାନେ କଲେଜ ଯାଇ ନ ଥିଲେ ।

କଲେଜ ମଧ୍ୟ ହେଉ ନ ଥିଲା । କରନା ରେ ସବୁ ଅନଲାଇନ ହେଉ ଥିବା ସମୟ ରେ ଅଫ ଲାଇନ କ୍ଲାସ ବନ୍ଦ ହୋଇ ଯାଇ ଥିଲା । ସେଥି ପାଇଁ ପିଲା ମାନେ ପିଲା ମାନକ ସହ ମିଶି ପାରୁ ନ ଥିଲେ । ତେବେ ଆସନ୍ତୁ ଜାଣିବା କଣ ପାଇଁ ସେମାନେ ଝଗଡା ଲାଗିଲେ ।

ତେବେ ଘଟଣା ଟି ହେଉଛି , ଦୁଇ ଝିଅ ଗୋଟେ ପୁଅ କୁ ଭଲ ପାଉ ଥିଲେ । ତେବେ ପୁଅ ଟି କାହାକୁ ନିଜର କରୁବ ଜାଣି ପାରୁ ନ ଥିଲା । ତେବେ ଭଲ ପାଇବା ତାଙ୍କର ଥିଲା ତାଙ୍କର ପୁରୁଣା ରାଗ । ତେବେ ଏହି ଝିଅ ଦୁଇଟି ର ବୟସ 17 ବୟସ । ଆଉ ସେମାନେ ଦୁଇ ଜଣ ଗୋଟିଏ ଶ୍ରେଣୀ ରେ ମଧ୍ୟ ପାଠ ପଢୁ ଛନ୍ତି ।

ତେବେ ତାଙ୍କର ଆଜି ପରୀକ୍ଷା ଥିଲା । ପୁରୁଣା ଭଲ ପାଇବା କୁ ଲକ୍ଷ କରି ସେମାନେ ଦୁଇ ଜଣ ଏମିତି ଝଗଡା ଲାଗି ଥିଲେ । ତେବେ ପ୍ରିନ୍ସିପାଲ ଏହି ଝଗଡା ପାଇଁ ବହୁତ ଦୁଃଖିତ ଅଛନ୍ତି । ତେବେ ସେମାନେ ଝଗଡା ଲାଗୁ ଥିବା ସମୟ ରେ କଲେଜ ର ସମସ୍ତ ଛାତ୍ର ଛାତ୍ରୀ ମାନେ ମୋଜା ନେଉ ଥିଲେ । କେହି ହେଲେ ତାଙ୍କୁ ଛାଡେଇବା ପାଇଁ ଯାଉ ନ ଥିଲେ ।

ଆଗ କାଳ ରେ ପରୀକ୍ଷା କହିଲେ ପିଲା ମାନେ ଡରି ଯାଉ ଥିଲେ । କଣ କରିବେ ପରୀକ୍ଷା ରେ ପାସ ହେବେ ନା ଫେଲ ହେବେ ଭାବି ଡର ରେ ସେମାନେ ଖାଉ ନ ଥିଲେ । କିନ୍ତୁ ଆଜିର ପିଲା ମାନେ ପରୀକ୍ଷା ରେ ଭୟ କରୁ ନାହାନ୍ତି ।

ସେମାନେ ଜାଣନ୍ତି ଯେ ଆମେ ଯାହା କଲେ ମଧ୍ୟ ସରକାର ଆମକୁ ପାସ କରେଇ ଦେବେ । ସେଥି ପାଇଁ ସେମାନେ ଝଗଡା ପାଠ ପଢିବା ବଦଳ ରେ ଝିଗଡା କରୁ ଛନ୍ତି । ତେବେ ଆପଣ ମାନେ ମଧ୍ୟ ଭିଡିଓ ଟି ଦେଖନ୍ତୁ ଆଉ ତାହାର ମଜା ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।