ସବୁ ସମୟ ଖବର ସାଥିରେ

OMG ! BPL_ଚାଉଳ_କଲା_କୋଢ଼ିଆ… ସୋସିଆଲ ମିଡିଆରେ ଏହି ଭିଡ଼ିଓ ନିଆଁ ଭଳି ଭାଇରାଲ…

0 9

ବନ୍ଧୁଗଣ ବର୍ତ୍ତମାନ ର ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ବୁଢ଼ା ମଉସା ଙ୍କ ର କବିତା ଟି ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଏବଂ ନିଶ୍ଚିତ ଭାବରେ ସେହି ବୁଢା ମଉସା ଙ୍କୁ ପ୍ରଶଂସା କରିବେ ଆଉ ସେ ଯାହା ବି କହିଛନ୍ତି ତାହା ପୁରାପୁରି ଭାବରେ ସତ୍ୟ ବୋଲି ମଧ୍ୟ କହିବେ। ତେବେ ବୁଢା ମଉସା ଜଣଙ୍କ ଯେଉଁ କବିତା ଟି କହୁଛନ୍ତି ତାହା ସେ ନିଜେ ବନେଇଛନ୍ତି ଆଉ ତାହା ଆମ ଓଡ଼ିଶାର ନିରାଟ ସତ୍ୟ ଅଟେ ବୋଲି ହୃଦୟଙ୍ଗମ କରିବେ।

ତେବେ ଏହି ବୁଢା ମଉସା ଜଣଙ୍କ ନିଜ କବିତା ଆରମ୍ଭ କରିଛନ୍ତି,” ବିପିଏଲ (BPL) ଚାଉଳ କଲା କୋଢି଼ଆ, ଜମି ବାଡ଼ି ସବୁ ପଡିଲା ପଡିଆ….ସରକାର ଙ୍କ ର ଭୋଟ ନିଆ ବୁଦ୍ଧି ପାଇଁ ସମାଜ ରେ ହେଲା ଅଡ଼ୁଆ….”।ଏହିପରି ସେ ଗୀତ ଟିକୁ ପୁରା ଗାଇଛନ୍ତି , ନିଜେ ଲେଖିଛନ୍ତି ଏବଂ ନିଜେ ଏହାର ସ୍ୱର ଦେଇଛନ୍ତି। ତେବେ ସେ ବର୍ତ୍ତମାନ ଓଡ଼ିଶା ସରକାର ଙ୍କ ର କାର୍ଯ୍ୟ ନୀତି ଠାରୁ ଆରମ୍ଭ କରି ଆମ ସମାଜ ରେ ହେଉଥିବା ସମସ୍ତ ଘଟଣା ଓ ଦୁର୍ଘଟଣା ଉପରେ ବେଶ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।

ଖାଲି ଏତିକି ନୁହେଁ ବରଂ ସେ କଳି ଯୁଗ ରେ ଯେଉଁ ଭଳି ଭାବ ରେ ଲୋକମାନେ ବ୍ୟବହାର କରୁଛନ୍ତି , କେହି କାହାକୁ ଖାତର କରୁ ନାହାନ୍ତି ତଥା ବଡ଼ ସାନ ମଧ୍ୟରେ କିଛି ସଂମାନ ନାହିଁ ସମସ୍ତେ କିଭଳି ଦୁଇ ମିନିଟ ର ସୁଖ ପାଇଁ ଜୀବନ ସାରା ର ଦୁଃଖ କୁ ଡକେଇ ଆଣୁଛନ୍ତି ତାହା ବିଷୟ ରେ ସେ କବିତା ଟି ଲେଖିଛନ୍ତି। ତେବେ ତାଙ୍କର ଏହି କବିତା ଟି ବହୁତ ଭିନ୍ନ ଏବଂ ରାଜ୍ୟ ର ପ୍ରକୃତ ପରିସ୍ଥିତି ଉପରେ ବିର୍ଣିତ ରହିଛି। ତେବେ ଏହାକୁ କେହି ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ରେକର୍ଡ କରି ତାହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ଏହି ବୁଢା ମଉସା ଙ୍କ ର କବିତା କୁ ଲୋକମାନେ ଦେଖିବା ପରେ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି। ତେବେ ଆପଣ ମାନେ ମଧ୍ୟ ବୁଢା ମଉସା ଙ୍କ ର ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ, ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।